Daily Archives

September 26, 2021

ଚନ୍ନୀଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ ସଂପ୍ରସାରଣ । ଆରମ୍ଭ ହେଲା ଶପଥ ଗ୍ରହଣ ସମାରୋହ

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ପଞ୍ଜାବ ସରକାରଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇଛି । ଏନେଇ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି ।  ଚନ୍ନୀଙ୍କ ମନ୍ତ୍ରୀମଣ୍ଡଳରେ ଆଜି ବ୍ରହମ ମହିନ୍ଦ୍ରା, ମନପ୍ରୀତ ସିଂହ ବାଦଲ, ତୃପ୍ତ ରାଜିନ୍ଦ୍ର ସିଂହ ବାଜବା, ସୁଖବିନ୍ଦର…

ଆସନ୍ତାକାଲି ଭାରତ ବନ୍ଦ । ସକାଳ ୬ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ ଭାରତ । ପଢନ୍ତୁ, କଣ ଖୋଲା କଣ…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେଲା ଚାଷୀମାନେ ଧାରଣାରେ ବସିଛନ୍ତି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାଷୀମାନେ ଅନେକ ଥର ଭାରତ ବନ୍ଦ ମଧ୍ୟ କରିଛନ୍ତି । ଆଉ ଏହାରି ଭିତରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୭ ତାରିଖରେ…

‘ଗୁଲାବ’ର ଗତିପଥ କେଉଁଆଡେ? ପଢନ୍ତୁ କଣ କହୁଛନ୍ତି ଆଇଏମଡି ଡିଜି…

କନକ ବ୍ୟୁରୋ: ବାତ୍ୟା ନେଇ ଆଇଏମଡି ଡିଜିଙ୍କ ତାଜା ସୂଚନା । ସାଇକ୍ଲୋନିକ ଷ୍ଟର୍ମ ରୂପରେ ଉପକୂଳ ଅତିକ୍ରମ କରିବ ବାତ୍ୟା ଗୁଲାବ । କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ବାତ୍ୟା । ବାତ୍ୟାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ପବନର ବେଗ ଧିରେଧିରେ ବଢୁଛି, ବର୍ଷା ଆରମ୍ଭ ହୋଇଛି…

୧୨ ଜିଲ୍ଲାରେ ଏକକାଳୀନ ସେରୋ ସର୍ଭେ । ୭୩.୫ ପ୍ରତିଶତ ଲୋକଙ୍କ ପାଖରେ କୋଭିଡ୍ ଆଣ୍ଟିବଡି ।

କନକ ବ୍ୟୁରୋ: ରାଜ୍ୟରେ ପୁରୁଷ ଓ ମହିଳା କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡି ସୃଷ୍ଟିକୁ ନେଇ କୌଣସି ତାରତମ୍ୟ ନାହିଁ । ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ କୋଭିଡ୍ ଆଣ୍ଟିବଡି ସୃଷ୍ଟି ହେବା ନେଇ କୌଣସି ବଡ ଧରଣର ପାର୍ଥକ୍ୟ ନାହିଁ । ବର୍ତ୍ତମାନ ସୁଦ୍ଧା ୭୩.୫…

ଅକ୍ଟୋବର ୧ ତାରିଖରୁ ବଦଳିବାକୁ ଯାଉଛି ଅନେକ ନିୟମ । ଆପଣଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ । ଜାଣନ୍ତୁ କେଉଁ କେଉଁ…

କନକ ବ୍ୟୁରୋ : ଅକ୍ଟୋବର ୧ରୁ ବଡ଼ ପରିବର୍ତ୍ତନ । ବଦଳିବ ଅନେକ ନିୟମ, ଆପଣଙ୍କ ଉପରେ ପଡ଼ିବ ପ୍ରଭାବ । ଅକ୍ଟୋବର ୧ ତାରିଖରୁ ହେବାକୁ ଯାଉଛି ଅନେକ ପରିବର୍ତ୍ତନ । ଅକ୍ଟୋବର ପହିଲାରୁ ଆପଣଙ୍କ ବ୍ୟାଙ୍କ ଏବଂ ଏଟିଏମ୍ ସହ ଜଡିତ ଅନେକ ନିୟମ ବଦଳିବାକୁ ଯାଉଛି । କେବଳ ଏତିକି ନୁହେଁ ଏଲପିଜି ଗ୍ୟାସ…

ମାଡି ଆସୁଛି ବାତ୍ୟା ଗୁଲାବ, ସୁରକ୍ଷା ଓ ପ୍ରସ୍ତୁତି ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବ ଆସନ୍ତାକାଲି ସକାଳେ କଳିଙ୍ଗପଟ୍ଟନମ୍ ଠାରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୧୦୦ କିଲୋମିଟର ଉପରେ ରହିବ ବୋଳି ଆଇଏମଡି ସତର୍କ କରାଇଛି । ଏହାର ପ୍ରଭାବ ବିଶେଷ ଭାବେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପଡିବ…