Daily Archives

September 26, 2021

ମାଡି ଆସୁଛି ବାତ୍ୟା ଗୁଲାବ: ଗୋପାଳପୁରଠାରୁ ୧୧୦, କଳିଙ୍ଗପଟ୍ଟନମଠାରୁ ୧୩୦ କିଲୋମିଟର ଦୂରରେ

କନକ ବ୍ୟୁରୋ: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଗୁଲାବ । ବର୍ତ୍ତମାନ ବାତ୍ୟା ଗୋପାଳପୁରଠାରୁ ୧୧୦ କିଲୋମିଟର ଦୂରରେ ଥିବା ବେଳେ କଳିଙ୍ଗପଟ୍ଟନମଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୧୯ କିମି ବେଗରେ ମାଡି ଆସୁଛି ବାତ୍ୟା । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା…

ଅକ୍ଟୋବର ପହିଲାରୁ ଚାଲିବ ନାହିଁ ପୁରୁଣା ଚେକ୍ ବହି , କେମିତି କରିବେ ଅପଡେଟ୍

କନକ ବ୍ୟୁରୋ : ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଜରୁରୀ ଖବର । ଦେଶର ବଡ ୩ ଟି ସାର୍ବଜନୀକ କ୍ଷେତ୍ରରେ ଏବେ ଆପଣଙ୍କ ପୁରୁଣା ଚେକ୍ ବୁକ୍ ଆଉ ଚଳିବ ନାହିଁ । ଯଦି ଆପଣଙ୍କର ସେହି ସବୁ ବ୍ୟାଙ୍କରେ ଆକାଉଣ୍ଟ ରହିଛି ତେବେ ତୁରନ୍ତ ଜାଣନ୍ତୁ କଣ କରିବାକୁ ପଡିବ । କହିରଖୁ କି ଦେଶରେ କିଛି…

ଆସୁଛି ବାତ୍ୟା: ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

କନକ ବ୍ୟୁରୋ: ଆସୁଛି ବାତ୍ୟା ଗୁଲାବ । ଏହାର ପ୍ରଭାବ ଓଡିଶାର କିଛି ଜିଲ୍ଲାରେ ପଡିବ । ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଗାମୀ ୨୪ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଆମେରିକାରୁ ଫେରି ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ: ମନ କି ବାତରେ ‘ନମାମୀ ଗଙ୍ଗେ’ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ

କନକ ବ୍ୟୁରୋ: ଆମେରିକା ଗସ୍ତରୁ ଫେରିବା ପରେ ମନ କି ବାତର ୮୧ ତମ ସଂସ୍କରଣରେ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି ମୋଦୀ । ଆସନ୍ତୁ ଜାଣିବା କ’ଣ କହିଛନ୍ତି ମୋଦୀ । ଆଜିକା ଦିନରେ ଆମକୁ ପଣ୍ଡିତ…

ବାତ୍ୟା ‘ଗୁଲାବ’ ଅପଡେଟ୍ । ଗୋପାଳପୁରଠୁ ୧୨୫ କିଲୋମିଟର ଦୂରରେ ‘ଗୁଲାବ’

କନକ ବ୍ୟୁରୋ: ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୨୫ କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୬୦ କିଲୋମିଟର ଦୂରରେ ରହିଛି । ପ୍ରାୟ ୫ ଘଂଟା ହେଲା ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ…

ଆଦିତ୍ୟନାଥଙ୍କ କ୍ୟାବିନେଟ ସମ୍ପ୍ରସାରଣ । ଶପଥ ନେବେ ୮ ମନ୍ତ୍ରୀ, ରାଜଭବନରେ ପ୍ରସ୍ତୁତି ଶେଷ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆଜି । ଏଥିପାଇଁ ରାଜଭବନରେ ପ୍ରସ୍ତୁତି ଶେଷ ହୋଇଛି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଉତ୍ତରପ୍ରଦେଶର ରାଜନୈତିକ ସମୀକରଣ ବୋଲି କୁହାଯାଉଛି । ଆଗାମୀ ନିର୍ବାଚନ ପୂର୍ବରୁ ଭୋଟ ବ୍ୟାଙ୍କିଙ୍ଗ ରାଜନୀତି…