Daily Archives

September 21, 2021

ଆମ୍ବ ବରକୁ ତେନ୍ତୁଳି କନିଆ । କାହିଁକି ଉତ୍ତରପ୍ରଦେଶରେ ଏମିତି ହେଲା ବାହାଘର?

କନକ ବ୍ୟୁରୋ : ବାଜା ବାଜୁଥିଲା, ବାଣ ଫୁଟୁଥିଲା । ଭୋଜିଭାତର ଆସର ଜମିଥିଲା । ବାହାଘରରେ ଏମିତି ଉତ୍ସବ ପାଳନ କିଛି ନୂଆ କଥା ନୁହେଁ । କିନ୍ତୁ ବାହାଘର କାହାର ହେଉଥିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଉତ୍ତରପ୍ରଦେଶର ସୀତାପୁରରୁ ଏମିତି ଏକ ନିଆରା ବାହାଘର ସାମ୍ନାକୁ ଆସିଛି ଯାହା…

ଓଏସଏସସି ପିଏ ବିରଂଚି ସାହୁଙ୍କୁ ମିଳିଲା ଜାମିନ: ସର୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କନକ ବ୍ୟୁରୋ: ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ସଦସ୍ୟଙ୍କ ପିଏ ବିରଂଚି ସାହୁଙ୍କୁ ମିଳିଲା ଜାମିନ । ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତଦନ୍ତରେ ସହଯୋଗ କରିବାକୁ ସର୍ତ ରଖି ଜାମିନ ଦେଇଛନ୍ତି କୋର୍ଟ । ଏହାସହ ଓ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଜୋରଦାର ଆୟୋଜନ । ବଣ୍ଡାଘାଟିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ‘ଆମ ତହସିଲ ଆମ…

କନକ ବ୍ୟୁରୋ : ଦୁଲୁକୁଛି ବଣ୍ଡା ପାହାଡ । ଘାଟି ମଣିଷ ଲାଗି ବଣ୍ଡାଘାଟିକୁ ଆସିଛି ତହସିଲ । ସବୁ ସରକାରୀ କଳ ସହିତ ରାଜନେତାଙ୍କ ଭିଡ । ଏହେଉଛି ବଣ୍ଡା ମଣିଷଙ୍କୁ ଅଗ୍ରାଧିକାର ଯୋଗାଇ ଦେବାର ବେଳ । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଆମ…

ହୋଟେଲରେ ମିଳିଲାନି ରାଷ୍ଟ୍ରପତିଙ୍କୁ ଅନୁମତି: ରାସ୍ତା ଉପରେ ଛିଡା ହୋଇ ଖାଇଲେ ପିଜା

କନକ ବ୍ୟୁରୋ: ସୁଂଯୁକ୍ତ ରାଷ୍ଟ୍ର ମହାସଭାର ୭୬ତମ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆମେରିକାରେ ପହଞ୍ଚିଥିଲେ ସମସ୍ତ ଦେଶ । ଏହାରି ମଧ୍ୟରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ଏମିତି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିପାଇଁ ସବୁଆଡେ ଚର୍ଚ୍ଚା । ଏହି ଫଟୋରେ ଦେଖିବାକୁ ମିଳିଛି ବ୍ରାଜିଲ…

ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା, ମା’ । ଖର୍ଚ୍ଚ ହେଲାଣି ୯ଲକ୍ଷ ଆହୁରି ଦରକାର ୫ରୁ ୭ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପୁଅର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ବାପା, ମା’ । ହସ୍ପିଟାଲରେ ଥିବା ପୁଅର ଫଟୋକୁ ଧରି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ବାପା ମା’ । ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ପୁଅ ପାଇଁ ବାପା ମା’ ସବୁ…

ବିଜେପି ନେତା ଦେଲେ ଏଭଳି ବୟାନ, ୟୁପି ରାଜନୀତିରେ ହଇଚଇ

କନକ ବ୍ୟୁରୋ : ସରଧନା ବିଧାନସଭା କ୍ଷେତ୍ରର ବିଧାୟକ ତଥା ବିଜେପିର ଫାୟାର ବ୍ରାଣ୍ଡ ନେତା ସଂଗୀତ ସୋମ ପୁଣିଥରେ ବିବାଦୀୟ ବୟାନ ଦେଇ ଫଶିଛନ୍ତି । ମଙ୍ଗଳବାର ଦିନ ସଂଗୀତ ସୋମ ଏକ ସାମ୍ବାଦକ ସମ୍ମିଳନୀରେ କହିଛନ୍ତି କି ରାଜ୍ୟରେ ଯେଉଁ ଯେଉଁ ସ୍ଥାନରେ ମନ୍ଦିର ଭାଙ୍ଗି ମସଜିଦ୍ ନିର୍ମାଣ ହୋଇଛି…