Daily Archives

September 21, 2021

ନ୍ୟୁଜିଲାଣ୍ଡର ସେନା ଯେତିକି, ତାହା ଠାରୁ ଅଧିକ ଯବାନଙ୍କୁ ଆମେ ଖେଳାଳୀଙ୍କ ସୁରକ୍ଷା ପାଇଁ ନିୟୋଜିତ କରିଥିଲୁ ।…

କନକ ବ୍ୟୁରୋ : ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଓ ପରେ ପରେ ଇଂଲଣ୍ଡ ପାକିସ୍ତାନରେ ସିରିଜ ଖେଳିବାକୁ ମନା କରିବା ପରେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡର ଏଭଳି ନିଷ୍ପତ୍ତି ପାକିସ୍ତାନ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଯାହାର ଝଲକ ସୋସିଆଲ ମିଡ଼ିଆରେ…

ଟସ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି: ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ

କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ପଞ୍ଜାବ । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ଦଳ । ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।…

ସରଦାର ଖଲିସ୍ତାନୀ, ଆମେ ପାକିସ୍ତାନୀ ଓ ବିଜେପି କେବଳ ହିନ୍ଦୁସ୍ତାନୀ : ମେହବୁବା

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବିଜେପି ଉପରେ ଅଭିଯୋଗ ଆଣି କହିଛନ୍ତି କି ଆଜିର ସମୟରେ ଜମ୍ମୁ-କାଶ୍ମୀରରେ ବେକାରୀ ସମସ୍ୟା ସବୁଠାରୁ ଉକ୍ରଟ ରୂପ ନେଇଛି । ସେ ମଙ୍ଗଳବାର ଦିନ ଆକ୍ରାମକ ଢଙ୍ଗରେ କହିଛନ୍ତି କି ୩୭୦ ଉଚ୍ଛେଦ ବେଳେ…

ଧମକ ଦେଲେ ରମିଜ ରାଜା: ଭାରତ ଥିଲା ଟାର୍ଗେଟରେ ଏବେ ନ୍ୟୁଜିଲାଣ୍ଡ-ଇଂଲଣ୍ଡର ପାଳି

କନକ ବ୍ୟୁରୋ: ଆଗ ନ୍ୟୁଜିଲାଣ୍ଡ ଓ ପରେ ଇଂଲଣ୍ଡର ପାକିସ୍ତାନ ଗସ୍ତ ବାତିଲ ପରେ ଏବେ ବିଚଳିତ ହୋଇପଡିଛି ପିସିବି । ଏନେଇ ଆଜି ପିସିବି ଅଧ୍ୟକ୍ଷ ରମିଜ ରାଜା ଏକ ଭିଡିଓ ଜାରି ଇଂଲଣ୍ଡ ଉପରେ ବର୍ଷିଛନ୍ତି । ଆଉ ଏବେ କେବଳ ଭାରତ ନୁହେଁ ବରଂ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟ ପାକିସ୍ତାନର…

ମୁନ୍ଦ୍ରା ବନ୍ଦରରୁ ଧରାପଡିଥିବା ଡ୍ରଗ୍ସର ମୂଲ୍ୟାଙ୍କନ କରିଛି ବିଭାଗ, ୨୦ ହଜାର କୋଟିର ଡ୍ରଗ୍ସ ନେଇ ଆଇଏସଆଇ ଉପରେ…

କନକ ବ୍ୟୁରୋ : ଗୁଜୁରାଟର କଚ୍ଛ୍ ଅଞ୍ଚଳରେ ଥିବା ମୁନ୍ଦ୍ରା ବନ୍ଦରରୁ ଧରାପଡିଥିବା ଆଫଗାନ ହେରୋଇନ ର ଆନୁମାନିକ ମୂଲ୍ୟ ଏବେ ୯ ହଜାର କୋଟିରୁ ବୃଦ୍ଧି ପାଇ ୧୧ ହଜାର କୋଟିରେ ପହଂଚିଛି । ପୂର୍ବ ୬ ଦିନ ମଧ୍ୟରେ ଏହି ଧଳା ଜହରର ମୂଲ୍ୟାଙ୍କନ କାମ ଜାରି ରହିଛି । କୁହାଯାଉଛି କି ଏହାର ମୂଲ୍ୟ ୨୦…

ମନରେଗାରେ ମହାଦୁର୍ନୀତି ! କାମ କରିଛି ଜେସିବି, ଜବକାର୍ଡଧାରୀଙ୍କ ନାଁରେ ହୋଇଛି ବିଲ୍, କାଦୁଅ ରାସ୍ତା କରି ଉଠାଯାଇଛି…

କନକ ବ୍ୟୁରୋ : ମନରେଗା ଯୋଜନାରେ ସାଂଘାତିକ ଦୁର୍ନୀତି । କାମର ନାଁ ନାହିଁ ହେଲେ ଉଠାଯାଇଛି ବିଲ୍ । ଆଉ ଫଳ ସୂରୁପ ଏବେ ରାସ୍ତା ପାଲଟିଛି ମରଣଯନ୍ତା । ଏଭଳି ଅଭିଯୋଗ ଆସିଛି କପ୍ତିପଦା ବ୍ଲକ ଠାରୁ ମାତ୍ର ୮ କିଲୋମିଟର ଦୂରରୁ । ମୟୂରଭଂଜ କପ୍ତିପଦା ବ୍ଲକ ଠାରୁ ୮ କିଲୋମିଟର ଦୂରରେ ରହିଛି…