Daily Archives

September 21, 2021

ଚାନ୍ଦିପୁର ଗୁପ୍ତଚରଙ୍କ ସାଂଘାତିକ ସତ । ଦୁବାଇରୁ ଆସୁଥିଲା ଟଙ୍କା, ଯାଉଥିଲା ତଥ୍ୟ ।

କନକ ବ୍ୟୁରୋ : ଚାନ୍ଦିପୁରରୁ ଦୁବାଇ । କ୍ଷେପଣାସ୍ତ୍ର ଘାଟିରେ ଗୁଇନ୍ଦାଗିରି ନେଇ ଚାଲିଥିବା ତଦନ୍ତରୁ ଏଭଳି ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ ପାଇଛି କ୍ରାଇମବ୍ରାଂଚ । ସୁନ୍ଦରୀ ଝିଅଙ୍କ ସୋସିଆଲ ମିଡିଆ ଆକାଉଂଟ ଜାଲରେ ଫସି ଗୁପ୍ତଚରୀ କରୁଥିବା ବ୍ୟକ୍ତିଙ୍କ ଆକାଉଂଟକୁ ଦୁବାଇରୁ ଆସିଥିଲା…

ନାଳରେ ଭାସି କୁନି ପୁଅର ଜୀବନ ଚାଲିଗଲା । ତଥାପି ଚେତିଲାନି ପ୍ରଶାସନ, ଏବେବି ମୁକୁଳା ପଡିଛି ସେହି ଡ୍ରେନ୍ ।

କନକ ବ୍ୟୁରୋ : ମୁକୁଳା ଡ୍ରେନରେ ପଡି ଜୀବନ ଯିବାର ୪୮ ଘଣ୍ଟା ପରେ ମଧ୍ୟ ବିଏମସି, ନଗର ଉନ୍ନୟନ ବିଭାଗ କିମ୍ବା ସ୍ୱରେଜ୍ ବୋର୍ଡର ନିଦ ଭାଙ୍ଗିନି । ଏତେ ବଡ ଅଘଟଣ ଘଟିବା ପରେ ଆଶା କରାଯାଉଥିଲା, ବୋଧହୁଏ ଚେତିବ ପ୍ରଶାସନ । ଆଉ, ମୁକୁଳା ଡ୍ରେନ ଉପରେ ସ୍ଲାବ ପଡିବ ନହେଲେ ଗାର୍ଡ ୱାଲର…

ସ୍ୱାମୀଙ୍କୁ ଛାଡପତ୍ର ପରେ ସ୍ତ୍ରୀ କଲେ ଡିଭୋର୍ସ ପାର୍ଟି, ବିବାହର ୧୭ ବର୍ଷ ପରେ ସ୍ତ୍ରୀ କହିଲେ “ଏବେ ମୁଁ ପୁରା…

କନକ ବ୍ୟୁରୋ : ବିବାହ ବନ୍ଧନ ପ୍ରତିଟି ଲୋକପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ଆଣିଥାଏ । ଲୋକମାନେ ନିଜର ବିବାହ ପାଇଁ କେତେ କ’ଣ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥାନ୍ତି । ହେଲେ ଏମିତି ବି କିଛି ଲୋକ ଅଛନ୍ତି ସେମାନେ ନିଜ ସ୍ୱାମୀ କିମ୍ବା ସ୍ତ୍ରୀ ସହିତ ସଂପର୍କକୁ ଠିକରେ ଚଳାଇପାରନ୍ତି ନାହିଁ…

ରାଜଧାନୀରେ କାହିଁକି ଘଟିଲା ଏତେ ବଡ଼ ଅଘଟଣ ? ମୁକୁଳା ଡ୍ରେନକୁ ନେଇ ଅଫିସରଙ୍କୁ ଘେରିଲେ ବିରୋଧୀ ।

କନକ ବ୍ୟୁରୋ : ମୁକୁଳା ମ୍ୟାନ ହୋଲ ସ୍ମାର୍ଟ ସିଟି ପାଇଁ କଳଙ୍କ ସାଜିବା ପରେ ସରକାରୀ ସ୍ତରରେ ଆରମ୍ଭ ହୋଇଛି ତନାଘନା । ବିଧାନସଭା ଗୃହ କମିଟିର ଏକ ଜରୁରୀ ବୈଠକରେ, କାହିଁକି ଏହି ଘଟଣା ଘଟିଲା, ପୂର୍ବରୁ କାହିଁକି ପଦକ୍ଷେପ ନିଆଯାଇନଥିଲା, ଏସବୁ ପ୍ରସଙ୍ଗ ଜରିଆରେ ନଗର ଉନ୍ନୟନ ବିଭାଗ ଉପରେ…

ହଜି ଯାଇଛି କି ପ୍ୟାନ କାର୍ଡ , ଏହି ଉପାୟରେ ଗୋଟିଏ ମିନିଟରେ ଡାଉନଲୋଡ କରନ୍ତୁ ଇ-ପ୍ୟାନ

କନକ ବ୍ୟୁରୋ : ଏବେ ପ୍ରତିଟି ନାଗରିକଙ୍କ ପାଇଁ ପ୍ୟାନ କାର୍ଡ ଅତ୍ୟାବଶକୀୟ ହୋଇପଡିଛି । ଆଜିକାଲି ସରକାରୀ ଠାରୁ ଘରୋଇ କାମ କାର୍ଯ୍ୟ ପାଇଁ ଅର୍ନିବାର୍ଯ୍ୟ । ବ୍ୟାଙ୍କରେ ଖାତା ଖୋଲିବା ବେଳେ ହେଉ କି କ୍ରେଡିଟ୍ କାର୍ଡ କି ଡେବିଡ୍ କାର୍ଡ ପାଇଁ ଆବେଦନ କରିବା ହେଉ ସବୁଠିରେ ପ୍ୟାନ କାର୍ଡର…

ଟ୍ୱିଟର ବୟ ବିଜୟ । ଟ୍ୱିଟ୍ କରି କରୁଛନ୍ତି ଗାଁ ସମସ୍ୟାର ସମାଧାନ ।

କନକ ବ୍ୟୁରୋ : ଉପାନ୍ତ ଦୁର୍ଗମ ଅଞ୍ଚଳର ଯୁବକ ବିଜୟ ଖରା । ଟୁଇଟ ମାଧ୍ୟମରେ ଶହଶହ ସମସ୍ୟାର ସମାଧାନ କରି ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ତ୍ରିନାଥ ଖରାଙ୍କ ପୁଅ ବିଜୟ । ୨୫ ବର୍ଷିୟ ଯୁବକ ଯୁକ୍ତ ୨ ପଢିଛନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଉଚ୍ଚଶିକ୍ଷାରୁ ବଞ୍ଚିତ…