Daily Archives

September 19, 2021

ମାଆ ମୁଁ ୫ ମିନିଟରେ ଆସୁଛି… ଏତିକି କହି ଆଉ ଫେରିନି ପୁଅ… ନିଖୋଜ ପୁଅ ପାଇଁ ମୁଣ୍ଡପିଟି କାନ୍ଦୁଛି…

କନକ ବ୍ୟୁରୋ: ପୁଅ କହିଲା ମମି ମୁଁ ୫ ମିନିଟରେ ଆସୁଛି, ପଣ୍ଡିତ ସାରଙ୍କ ପାଖରୁ ପ୍ରୋଜେକ୍ଟ ନେଇ... ପୁଅ ଏତିକି କହି ଯାଇଛି ଯେ ଯାଇଛି ଏଯାଏଁ ଫେରିନି । ପୁଅ ଡ୍ରେନ ପାଣିରେ ଭାସି ଯିବା ପରେ ମୁଣ୍ଡ ପିଟି କାନ୍ଦୁଛି ମାଆ । କେତେବେଳେ ପୁଅ ଆସିବ ତା ଫେରିବା ବାଟକୁ ଚାହିଁ ରହିଥିବା ବେଳେ…

ଆମେ ଧରିବାକୁ ଯାଉଥିଲୁ, ସେ ଆଖି ଆଗରେ ଡ୍ରେନରେ ଭାସିଗଲା…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଏକ ଡ୍ରେନରେ ଭାସିଯାଇଥିବା ଛାତ୍ରଙ୍କ ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ । ଛାତ୍ର ଜଣକ ସାଇକେଲରେ ଫେରୁଥିବା ବେଳେ ଡ୍ରେନ ସୁଅରେ ପଡି ନାଳରେ ଭାସିଯାଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବାମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ…

୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଚନ୍ନୀ, ସତ୍ତା ସମ୍ଭାଳିବାକୁ କେତେ ହେବେ ସମର୍ଥ

କନକ ବ୍ୟୁରୋ : ପଞ୍ଜାବରେ କିଛିଦିନ ଧରି ଚାଲିଥିବା କ୍ୟାପଟେନ ବନାମ କ୍ୟାପଟେନ ରାଜନୀତିରେ ଶେଷରେ କ୍ୟାପଟେନ ସିଦ୍ଧୁ ବିଜୟୀ ହୋଇଛନ୍ତି । ପ୍ରଥମେ ରାଜନୈତିକ ବିବାଦ ଘେରକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଆଣିଥିଲେ । ଦୀର୍ଘଦିନ ଧରି ରାଜ୍ୟ କଂଗ୍ରେସରେ ବାରମ୍ବାର…

ବଙ୍ଗୋପସାଗରକୁ ଆସୁଛି ସିରିଜ୍ ଘୂର୍ଣ୍ଣିବଳୟ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

କନକ ବ୍ୟୁରୋ: ବଙ୍ଗୋପସାଗରକୁ ଆସୁଛି ସିରିଜ୍ ଘୂର୍ଣ୍ଣବଳୟ । ଯାହା ଫଳରେ ଆସନ୍ତା ୧୦ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । ‘ସେଂଟର ଫର୍ ଇନଭେରମେଂଟ ଆଣ୍ଡ କ୍ଲାଇମେଂଟ’ ପକ୍ଷରୁ ଏହି ଆକଳନ କରାଯାଇଛି । ଦକ୍ଷିଣ ଚୀନ ସାଗରରୁ ଏହି ଘୂର୍ଣ୍ଣୁି ବଳୟ ଆସୁଛି । ଯାହାର ପ୍ରଭାବରେ…

ଦୁବାଇରେ ପହଞ୍ଚିଲା ନ୍ୟୁଜିଲାଣ୍ଡ ଟିମ୍ । କହିଲା, ଧମକ ମିଳିବା ପରେ କେମିତି ପାକିସ୍ତାନରେ ରହିଥାନ୍ତୁ ।

କନକ ବ୍ୟୁରୋ : ସୁରକ୍ଷା କାରଣରୁ ପାକିସ୍ତାନ ବିପକ୍ଷ ସିରିଜ ବାତିଲ କରି ନ୍ୟୁଜିଲାଣ୍ଡର ୩୪ ସଦ୍ୟସ ବିଶିଷ୍ଟ ଟିମ୍ ଦୁବାଇରେ ପହଞ୍ଚିଛନ୍ତି । ଟିମର ସଦସ୍ୟ ୨୪ ଘଣ୍ଟା ସଙ୍ଗରୋଧରେ ରହିବା ପରେ ଆଗାମୀ ସପ୍ତାହରେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିବେ । ତେବେ ମ୍ୟାଚ୍ ଓ ସିରିଜ ରଦ୍ଦ ପରେ…

ଏମିତି ବି ଆସେ ମୃତ୍ୟୁ । ପୋଖରୀରୁ ଗାଧୋଇ ଫେରିବା ବେଳେ ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ ।

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଜାମକୀ ଗାଁରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଗାଁର ଜଣେ ମହିଳା ପୋଖରୀରୁ ଗାଧୋଇ ସାରି ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ନୃପତି ମାଝି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ…