Daily Archives

September 19, 2021

ଚରଣଜିତ ସିଂହ ଚନ୍ନୀ ହେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ, ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ହରୀଶ ରାୱତ

କନକ ବ୍ୟୁରୋ : ପଞ୍ଜାବ ରାଜନୀତିରେ ପୁଣି ନୂଆ ମୋଡ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚନ୍ନୀଙ୍କ ନାମରେ ମୋହର ମାରିଛି ଏଆଇସିସି । ଏନେଇ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । It gives me…

ଭୁବନେଶ୍ୱର: ଡ୍ରେନ ପାଣିରେ ଭାସି ଛାତ୍ର ନିଖୋଜ ଘଟଣା, ଧାରଣାରେ ବସିଲା ଛାତ୍ର କଂଗ୍ରେସ

କନକ ବ୍ୟୁରୋ : ପ୍ରବଳ ବର୍ଷାରେ ପାଣି ସୁଅରେ ଛାତ୍ର ଭାସିଯିବା ଘଟଣାରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଏମସିର କାମରେ ଅସନ୍ତୋଷ ଜାହିର କରି ଛାତ୍ର କଂଗ୍ରେସ ଧାରଣାରେ ବସିଛି । ତେବେ ଛାତ୍ର କଂଗ୍ରେସ ସହ ଜଟଣୀ…

୧୩ ଫୁଟର ଘରର ଦାମ ୫ କୋଟି! କିଣିବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ।

କନକ ବ୍ୟୁରୋ : ସୁନ୍ଦର ଘରଟିଏ ପାଇଁ କିଏ ବା ନଚାହେଁ । ଏଥିପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ ଲୋକେ । କେବଳ ଘରଟିଏ କରିଦେଲେ ହେବନି ବରଂ ଏହାର ଡିଜାଇନ, ଲୋକେସନ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ଲୋକେ । କିନ୍ତୁ ଇଂଲଣ୍ଡର କିଙ୍ଗଷ୍ଟନ ଓ ଚେଲିସିଆରେ ଥିବା ଏକ ଘରର ମୂଲ୍ୟ…

୬ ବଲରେ ୬ ଟି ଛକା ମାରିବା ଘଟଣା, ଫ୍ଲିଣ୍ଟଫଙ୍କୁ ଏମିତି ଫଟୋ ଟ୍ୟାଗ କରି ଚିଡାଇଲେ ଯୁବରାଜ

କନକ ବ୍ୟୁରୋ : ୧୪ ବର୍ଷ ପୂବେ ଆଜିର ଦିନରେ ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଟି-୨୦ ବିଶ୍ୱକପରରେ ଇଂଲଣ୍ଡ ବିରୋଧରେ ଗୋଟିଏ ଓଭରରେ ଲଗାତର ୬ ଟି ଛକା ଲଗାଇଥିଲେ । ସେ ସେତେବେଳେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରାଡଙ୍କୁ ଟାର୍ଗେଟ୍ କରି ତାଙ୍କର ଗୋଟିଏ ଓଭରରେ ଲଗାତର…

୬ ମାସରେ ଲକ୍ଷେ ଚାକିରି, ବେରୋଜଗାରଙ୍କୁ ୫ ହଜାର ଭତ୍ତା ! ବଡ଼ ଘୋଷଣା କଲେ କେଜ୍ରିୱାଲ ।

କନକ ବ୍ୟୁରୋ : ସାରା ଦେଶରେ କୌଣସି ରାଜ୍ୟ ସରକାର ଅତ୍ୟାବଶକୀୟ ବିଜୁଳି ବ୍ୟବସ୍ଥାକୁ ଗୁରୁତ୍ୱ ଦେଉନଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାଧାରଣ ଲୋକଙ୍କ ପାଇଁ ମାଗଣାରେ ବିଜୁଳି ଦେବାର ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । କେବଳ ପ୍ରତିଶ୍ରୁତି ନୁହେଁ ଦିଲ୍ଲୀରେ ସେ…

ବର୍ଷା କମିଛି, ଚାଷ ଉଜୁଡିଛି । ଏବେ ବି ପାଣି ଘେରରେ ହଜାର ହଜାର ହେକ୍ଟର ଧାନ ଫସଲ ।

କନକ ବ୍ୟୁରୋ : ଲଗାଣ ବର୍ଷା ଛାଡିଯାଇଛି ସତ, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଲଗୁଚାପ ଜନିତ ବର୍ଷାରେ ଯାଜପୁର ଜିଲ୍ଳା ବଡଚଣା ବ୍ଲକର ଭରତପୁର, ବରଦା ପଞ୍ଚାୟତ ବିଶେଷ ପ୍ରଭାବିତ ହୋଇଛି । ଗେବରୀ ନଦୀରେ ବନ୍ୟା ଜଳ ମାଡିଆସିବାରୁ ବରଦା ପଞ୍ଚାୟତର ଚାଷ ଜମିରେ ପାଣି ମାଡି ଯାଇ ଧାନ ଫସଲ…