Daily Archives

September 19, 2021

ଭୁବନେଶ୍ୱରରେ ଟ୍ୟୁସନ ଯାଉଥିବା ବେଳେ ନାଳରେ ଖସିପଡିଲେ ୧୫ ବର୍ଷୀୟ ଛାତ୍ର । ଚାଲିଛି ଖୋଜାଖୋଜି, ଏ ଯାଏଁ ମିଳିନି…

କନକ ବ୍ୟୁରୋ : ଟ୍ୟୁସନ୍ ଯାଉଥିବା ବେଳେ ଭୁବନେଶ୍ୱର ଏକ ନାଳରେ ଭାସି ଯାଇଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ର । ଆଜି ଅପରାହ୍ନରେ ଗଣ୍ଡମୁଣ୍ଡା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ୧୫ ବର୍ଷିୟ ଜ୍ୟୋତିର୍ମୟ ବେହେରା ଡ୍ରେନରେ ଭାସି ଯାଇଥିବା ବେଳେ ଏଯାଏଁ ତାଙ୍କର କୌଣସି ପତା ମିଳିନାହିଁ…

ଆସୁଛି ସିରିଜ ଘୂର୍ଣ୍ଣିବଳୟ ! ଆଗାମୀ ୧୦ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ : ଲଘୁଚାପ ଲଗାଣ ବର୍ଷା, ଓଡିଶାର ଚାଷବାସ ଉଜାଡି ଦେଇଛି । ଏବେ ବି ଅନେକ ଅଞ୍ଚଳର ଚାଷ ଜମି ପାଣି ଘେରରେ ରହିଛି । ଏଇ ନିକଟରେ ଏକ ବଡ ବର୍ଷାକୁ ସାମ୍ନା କରିଥିବା ଓଡିଶା ଆଗକୁ ପୁଣି ମଧ୍ୟମରୁ ପ୍ରବଳ ବର୍ଷାରେ ଭିଜିପାରେ । ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗ ପୂର୍ବାନୁମାନ…

ମୋ ପୁଅକୁ ଭସେଇନେଲା ମୁକୁଳା ଡ୍ରେନ… ପୁଅ ପାଇଁ ସ୍ଥାଣୁ ପାଲଟିଗଲେ ବାପା

କନକ ବ୍ୟୁରୋ: ଭୁବନେଶ୍ୱର ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଡ୍ରେନ ପାଣିରେ ଛାତ୍ର ଭାସିଯିବା ଘଟଣା । ନିଖୋଜ ଜ୍ୟୋତିର୍ମୟ ବେହେରାଙ୍କ ଘରେ କାନ୍ଦ ବୋବାଳି । ପୁଅ ନିଖୋଜ ହୋଇଯିବା ପରେ କାନ୍ଦୁଛନ୍ତି ବାପାମାଆ । ମାଆ ପୁଅ ପାଇଁ କାନ୍ଦୁଥିବା ବେଳେ ବାପା ଅବାକ ହୋଇଛନ୍ତି । କୌଣସି…

ଆପଣଙ୍କ ଟ୍ରେନ ଟିକେଟ କନଫର୍ମ ହୋଇଛି କି ନାହିଁ, କେମିତି ଜାଣିବେ?

କନକ ବ୍ୟୁରୋ: ଭାରତରେ ଅନେକ ଲୋକ ପ୍ରତିଦିନ ରେଳରେ ଯାତ୍ରା କରିଥାନ୍ତି । ବିଜନେସ କ୍ଲାସର ଲୋକଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆ ଶ୍ରେଣୀର ଲୋକ ଟ୍ରେନରେ ଯାଇଥାନ୍ତି । ଆଉ ଟ୍ରେନରେ ଯାତ୍ରା କରିବା ପାଇଁ ଲୋକମାନେ ଅନଲାଇନରେ ଟିକେଟ ବୁକିଂ କରିଥାନ୍ତି । ଯାତ୍ରା ପୂର୍ବରୁ ଯଦି ଟିକେଟ…

ଟସ୍ ଜିତିଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରିବ ଧୋନୀ ବ୍ରିଗେଡ୍ ।

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବଳକା ମ୍ୟାଚ୍ । ସୁପର ସଣ୍ଡେର ସୁପର ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ତେବେ ପ୍ରଥମେ ବୋଲିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ । ଆଜିଠୁ ୟୁଏଇରେ ଜମିବ ଆଇପିଏଲ୍ ।…

ମୁଁ କାଲି ପାକିସ୍ତାନ ଯାଉଛି, ଆଉ କିଏ ଯିବ? ଗେଲଙ୍କ ଟ୍ୱିଟକୁ ନେଇ ଜୋରଦାର ଚର୍ଚ୍ଚା ।

କନକ ବ୍ୟୁରୋ : ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ବିପକ୍ଷ ସିରିଜ ବାତିଲ କରି ନ୍ୟୁଜିଲାଣ୍ଡ ଫେରି ଆସିବା ପରେ ଏବେ ଏହାକୁ ନେଇ ବିବାଦ ଦେଖାଦେଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡକୁ ଟାର୍ଗେଟ କରୁଥିବା ବେଳେ ଏବେ ୱେଷ୍ଟଇଣ୍ଡିଜର ଖେଳାଳୀ କ୍ରିସ୍ ଗେଲଙ୍କ ଏକ ଟ୍ୱିଟ ଟ୍ରେଣ୍ଡିଂ…