Daily Archives

September 17, 2021

ମୃତ୍ୟୁର ହଟସ୍ପଟ ହାଇଟେକ୍ ହସ୍ପିଟାଲ ? ଚିକିତ୍ସା ଅବହେଳାରୁ ଚାଲିଗଲା ଶିଶୁର ଜୀବନ, ନ୍ୟାୟ ପାଇଁ ନେହୁରା ହେଲା…

କନକ ବ୍ୟୁରୋ: ଝିଅର ନ୍ୟାୟ ପାଇଁ ଛାତି ଫଟାଇ କାନ୍ଦୁଛି ବାପା । ହାଇଟେକ ମେଡିକାଲ ନାଁରେ ଆଣିଲେ ସଙ୍ଗୀନ ଅଭିଯୋଗ । ଝିଅକୁ ନ୍ୟାୟ ଦେବା ପାଇଁ ହାତ ଯୋଡି କାନ୍ଦି କାନ୍ଦି କ୍ୟାମେରା ଆଗରେ ନେହୁରା ହେଲେ ଜଣେ ଅବସରପ୍ରାପ୍ତ ସେନା ଯବାନ । ଯବାନଙ୍କ ଅଭିଯୋଗ ହେଉଛି ଚିକିତ୍ସା ଅବହେଳାରୁ ତାଙ୍କ…

ଶସ୍ତା ହେବ ଜୀବନ ରକ୍ଷାକାରୀ ଔଷଧ, ୨୦୨୧ ଶେଷ ଯାଏଁ ବିଭିନ୍ନ ମେଡିସିନ ଉପରେ ମିଳିବ ରିହାତି? ଜାଣନ୍ତୁ କେଉଁ ମେଡିସିନ…

କନକ ବ୍ୟୁରୋ : ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା । କୋଭିଡ-୧୯ରେ ବ୍ୟବହୃତ ହେଉଥିବା ମେଡିସିନ ଉପରେ ଜିଏସଟି ରିହାତି ଅବଧି ବଢାଇଛନ୍ତି  ସରକାର । ଡିସେମ୍ବର ୩୧ ଯାଏଁ ଏହି ରିହାତି ଅବଧି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାଦ୍ୱାରା…

ଆଫଗାନିସ୍ତାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି, ବିନା ବୁଝାମଣାରେ ସରକାର ଗଠନ କଲା ତାଲିବାନ, ବିଶ୍ୱ ବୁଝି…

କନକ ବ୍ୟୁରୋ : ଏସସିଓ ସମ୍ମିଳନୀରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ଖୋଲା ଖୋଲି ଆଫଗାନିସ୍ତାନ ସମସ୍ୟା ଉପରେ ନିଜ ବିଚାର ଉପସ୍ଥାପନ କରିଛନ୍ତି । ଗୋଟିଏ ପଟେ ସେ ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ତାଲିବାନକୁ ଟାର୍ଗେଟ୍…

ମୋଦୀଙ୍କ ଜନ୍ମଦିନରେ ଟିକାକରଣର ଭାଙ୍ଗିଲା ସମସ୍ତ ରେକର୍ଡ: ଗୋଟିଏ ଦିନରେ ଟପିଲା ୨ କୋଟି ଟିକା

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଖାସ କରିବା ପାଇଁ ମହାଟିକାକରଣ ଅଭିଯାନରେ ପୁଣିଥରେ ରେକର୍ଡ ସଂଖ୍ୟକ ଟିକାଦାନ କରାଯାଇଛି । ମୋଦିଙ୍କ ୭୧ତମ ଜନ୍ମଦିନରେ ବିଜେପି ପକ୍ଷରୁ ୨୦ ଦିନ ଧରି ଏକ ମେଗା କାର୍ଯ୍ୟକ୍ରମ ‘ସେବା ଓ ସମର୍ପଣ ଅଭିଯାନ’ ଆରମ୍ଭ କରାଯାଇଛି ।…

ଗୁପ୍ତଚରଙ୍କ ଗୁମର ଏମିତି ଫିଟାଇଲା ଗୁଇନ୍ଦା: ବର୍ଷେ ଧରି ଚାଲିଥିଲା ସର୍ଭିଲାନ୍ସ

କନକ ବ୍ୟୁରୋ: ଠିକା କର୍ମଚାରୀ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ନାୟକ, ସେକ୍ ମୁସାଫିର ଏବଂ ଡ୍ରାଇଭର ସଚିନ୍ ଛେଟା । ଏମାନଙ୍କ ନିକଟକୁ ବାରମ୍ବାର ଆସୁଥିଲା ଆଇଏସଡି କଲ୍ । ସର୍ଭିଲାନ୍ସରୁ ଏହା ଜଣାପଡିବା ପରେ ସତର୍କ ହୋଇଯାଇଥିଲା ଦେଶର ଗୁଇନ୍ଦା ବିଭାଗ ବା ଇଂଟେଲିଜେନ୍ସ ବ୍ୟୁରୋ ।…

ବାପା ! ଚାଲ ପୋଖରୀରେ ଗାଧୋଇବା । ପାଣିରେ ବୁଡି ଆଖି ବୁଜିଲେ ବାପପୁଅ..

କନକ ବ୍ୟୁରୋ: ବାପା ! ଆଜି ଚାଲ ପୋଖରୀରେ ଗାଧୋଇବା... ତମ ସହ ମୁଁ ପୋଖରୀରେ ଗାଧୋଇବି, ତମେ ମତେ ପାଣିରେ ପହଁରା ଶିଖାଇଦେବ । ୪ ବର୍ଷର ଗେହ୍ଲା ପୁଅର କଥାକୁ କାଟି ନପାରି ପୁଅକୁ ନେଇ ପୋଖରୀ ଚାଲିଲେ ବାପା । ଆଉ ତାପରେ ବାପାପୁଅ ଗାଧୋଇବାରେ ନିମଗ୍ନ ହୋଇଗଲେ । ହେଲେ କିଏ ଜାଣିଥିଲେ…