Daily Archives

September 11, 2021

ମାୟାନଗରୀରେ ଗଣେଶ ଚତୁର୍ଥୀର ପାଳନ: ପୂଜାର୍ଚ୍ଚନା ସହ ଘରକୁ ବିଘ୍ନବିନାଶକଙ୍କୁ ସ୍ୱାଗତ କଲେ ବଲିଉଡ୍ କଳାକାର 

କନକ ବ୍ୟୁରୋ: ବର୍ଷକ ପରେ ପୁଣି ଘରକୁ ଆସିଛନ୍ତି ଗଣପତି ବପ୍ପା । ବଲିଉଡ ସେଲିବ୍ରେଟି ନିଜ ନିଜ ଅନ୍ଦାଜରେ ବିଘ୍ନବିନାଶକଙ୍କୁ ଘରକୁ ସ୍ୱାଗତ ଜଣାଇଛନ୍ତି । ସେଲିବ୍ରେଟିଙ୍କ ଘରୁ ଆସିଥିବା ପୂଜା ସମୟର ଭଳିକି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । କରୋନା କଟକଣା ଭିତରେ କଳାକାରମାନେ ନିରାଡମ୍ବର…

ଆଖିବୁଜିଦେଲେ ମୁମ୍ବାଇ ଦୁଷ୍କର୍ମ ପୀଡ଼ିତା । ହସ୍ପିଟାଲ ବାହାରେ ତେଜିଲା ପ୍ରତିବାଦ

କନକ ବ୍ୟୁରୋ: ପୁଣି ଏକ ନିର୍ଭୟା କାଣ୍ଡରେ ଥରି ଉଠିଲା ଦେଶ । ଦିଲ୍ଲୀର ନିର୍ଭୟା କାଣ୍ଡ ଏବେ ବି ଦେଶବାସୀଙ୍କ ମନରୁ ଲିଭିନଥିବା ବେଳେ ମୁମ୍ବାଇ ସାକିନାକାରେ ଘଟିଛି ଆଉ ଏକ ଲୋମାଟାଙ୍କୁରା କାଣ୍ଡ  । ଦୁଷ୍କର୍ମ ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ୍ ଭର୍ତି କରି ଦେଇଥିଲେ…

ଲଗାଣ ବର୍ଷାରେ ବେହାଲ ରାଜଧାନୀ: ଦିଲ୍ଲୀ ବିମାନବନ୍ଦର ପାଲଟିଗଲା କୃତ୍ରିମ ପୋଖରୀ 

କନକ ବ୍ୟୁରୋ: ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଶୁକ୍ରବାର ରାତିରୁ ଲାଗି ରହିଥିବା ବର୍ଷାରେ ଦିଲ୍ଲୀରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି । ରାସ୍ତା, ଘାଟ ସବୁଠି କୁତ୍ରିମ ବନ୍ୟା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିମାନବନ୍ଦର ଭିତରେ ବି ବର୍ଷା ପାଣି ଲହଡି ଭାଙ୍ଗୁଥିବା…

ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କମିଶନରେଟ୍ ପୋଲିସ । ହେଲେ ପ୍ରଶ୍ନ, ଆତ୍ମହତ୍ୟା ପାଇଁ ଦୁଷ୍ମନ୍ତଙ୍କୁ…

କନକ ବ୍ୟୁରୋ: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କମିଶନରେଟ ପୋଲିସ । କାରଣ ଦୁଷ୍ମନ୍ତଙ୍କ ମାଆ ବାସନ୍ତି ଦାସ ଜଗତସିଂହପୁର କୁଜଙ୍ଗରେ କରିଥିବା ମାମଲାକୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ମାଆ କରିଥିବା ଅଭିଯୋଗ ଆଧାରରେ ତଦନ୍ତ ଆଗେଇବ ବୋଲି କହିଛନ୍ତି ପୋଲିସ କମିଶନର ।…

୯-୧୧ ଘଟଣାକୁ ପୂରିଲା ୨୦ ବର୍ଷ: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା ଆତଙ୍କୀ ସଂଗଠନ

କନକ ବ୍ୟୁରୋ: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣକୁ ପୂରିଛି ୨୦ ବର୍ଷ । ୨୦୦୧ ମସିହାରେ ଘଟିଥିଲା ଆମେରିକା ଇତିହାସରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ । ଏଥିପାଇଁ ଆତଙ୍କବାଦୀ ସଂଗଠନ ଅଲକାଏଦାକୁ ଦାୟୀ କରିଥିଲା ଆମେରିକା । ଏହାକୁ ନିପାତ କରିବାକୁ ଆଫଗାନିସ୍ତାନରେ ପାଦ…

ଋଣରେ ବୁଡିଛନ୍ତି ୫୦ ପ୍ରତିଶତରୁ ଅଧିକ ଚାଷୀ, ପରିବାର ପିଛା ୭୪,୧୧୨ ଟଙ୍କା ଋଣ

ଦେଶରେ କୃଷକମାନଙ୍କର ଆର୍ଥିକ ସ୍ଥିତି କାହାକୁ ବି ଅଛପା ନାହିଁ, କରୋନା କାଳରେ କୃଷକମାନଙ୍କର ଆୟ କିଭଳି ପ୍ରଭାବିତ ହୋଇଛି ତାହା ସମସ୍ତଙ୍କୁ ଜଣା । ଏପଟେ ଦରବୃଦ୍ଧି ଯୋଗୁଁ ଚାଷୀମାନଙ୍କ ନିବେଶ ପରିମାଣ ବି ବୃଦ୍ଧି ପାଇଛି । କନକ ବ୍ୟୁରୋ : କେନ୍ଦ୍ର ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣା…