Daily Archives

September 11, 2021

ଗୁରୁମନ୍ତ୍ର ମନେପକାଇଲେ ସୁନାପୁଅ ପ୍ରମୋଦ ଭଗତ । କହିଲେ ରାଗ ଉପରେ ନିୟନ୍ତ୍ରଣ ରଖିବାର ସୂତ୍ର ଶିଖାଇଛନ୍ତି ତେନ୍ଦୁଲକର…

କନକ ବ୍ୟୁରୋ: ଟୋକିଓ ପାରା ଅଲମ୍ପିକ୍ସିର ଏସଏଲ-ଥ୍ରୀ ବର୍ଗରେ ସ୍ୱର୍ଣ୍ଣପଦକ ଜିତିବା ପରେ ପ୍ରମୋଦ ଭଗତ ଏବେ ଦେଶର ବଡ ସେଲିବ୍ରିଟି ।  ହେଲେ କ୍ରିକେଟର ଭଗବାନ ସଚିନ ହେଉଛନ୍ତି ପ୍ରମୋଦଙ୍କ ଆଦର୍ଶ । ସ୍ୱର୍ଣ୍ଣ ଜିତି ଦିଲ୍ଲୀ ଫେରିବା ପରେ ସଚିନଙ୍କୁ ଭେଟିବାର ଆଗ୍ରହ ସୋସିଆଲ ମିଡିଆରେ…

ବନ୍ଧା ହେଲେ ଫେସବୁକର ଫେକ ସୁନ୍ଦରୀ । ମୋବାଇଲରୁ ଜବତ ହେଲା ୧୦୦ ଫେକ୍ ଆଇଡି ।

କନକ ବ୍ୟୁରୋ: କେତେବେଳେ ମୋନା, କେତେବେଳେ ପିଙ୍କି ଆଉ କେତେବେଳେ ରେସମା । ବାଲୁଗାଁ ନାଚୁଣୀ ଅଞ୍ଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା ସୋସିଆଲ ମିଡିଆରେ ଏହି ନାଁରେ ବନ୍ଧୁତା କରି ଚିକ୍କଣ କଥା କହି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଇ ଫସିଛନ୍ତି । ଆଉ ଗିରଫ ପରେ ଏବେ ତାଙ୍କ…

ଓଡିଶାରେ ସକ୍ରିୟ ରହିଛି ଡେଲଟା ଭୂତାଣୁ । ପଢନ୍ତୁ, କ’ଣ ରହିଛି କେନ୍ଦ୍ର ଜୀବ ବିଜ୍ଞାନ ସଂସ୍ଥାର ତଥ୍ୟ?

ଘାତକ ସାଜୁଛି ଡେଲଟା ଭ୍ୟାରିଏଣ୍ଟ ଦ୍ୱିତୀୟ ଲହରରେ ଓଡ଼ିଶାରେ ୭୦%ରୁ ଅଧିକ ଡେଲ୍ଟା ଭୂତାଣୁ ରାଜ୍ୟରେ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଘାତକ ହେବା କାରଣ ହେଉଛି ଡେଲଟା ଭୂତାଣୁ । ରାଜ୍ୟରେ ଜିନମ୍ ସିକୁଏନ୍ସିଂରୁ ଏହି ତଥ୍ୟ ଆସିଛି । କେନ୍ଦ୍ର ଜୀବ ବିଜ୍ଞାନ ସଂସ୍ଥାର ତଥ୍ୟ…

IPL ୨୦୨୧ : ଆବୁଧାବିରେ ପହଞ୍ଚିଲେ ରୋହିତ, ବୁମରା, ସୂର୍ଯ୍ୟକୁମାର, ସମସ୍ତଙ୍କର କରୋନା ରିପୋର୍ଟ ନେଗେଟିଭ ।

କନକ ବ୍ୟୁରୋ : ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲର ବଳକା ମ୍ୟାଚ୍ । ପଞ୍ଚମ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଭାରତୀୟ ଟିମର ଖେଳାଳୀ ମାନେ ମଧ୍ୟ ମାଞ୍ଚେଷ୍ଟରରୁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳୀ ଦୁବାଇରେ ପହଞ୍ଚିଛନ୍ତି ।…

ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ରୂପାଣୀଙ୍କ ଇସ୍ତଫା । ୩ ମାସରେ ବଦଳିଲେଣି ୩ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ୩ ମାସ ପୂରିନି ତିନି ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଯାଉଛି ବିଜେପି । ଜୁଲାଇ ପ୍ରଥମ ସପ୍ତାହରେ ଉତ୍ତରାଖଣ୍ଡରେ ୪ ମାସର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କୁ ବଦଳାଇ ପୁଷ୍କର ସିଂ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେହି ଜୁଲାଇ ମାସ ଶେଷ ସପ୍ତାହରେ…

ହାତରେ ହାତକଡ଼ି, ବେକରେ ଫୁଲମାଳ । ଜେଲରୁ ଆସି ଏମିତି ନାମାଙ୍କନ ଭରିଲେ ବୁଲେଟ୍ ବାବା ।

କନକ ବ୍ୟୁରୋ : ହାତକଡ଼ି ଲଗାଇ ନାମାଙ୍କନ ଦାଖଲ କରିବାକୁ ପହଞ୍ଚିଲେ ଆଶାୟୀ ପ୍ରାର୍ଥୀ । ସମର୍ଥକଙ୍କ ସହ ନାମାଙ୍କନ ଦାଖଲ କଲେ ଓ ପୁଣି ଜେଲକୁ ଫେରିଆସିଲେ । ବିହାରରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଅଗଷ୍ଟ ୨୪ରେ ବିହାର ପଞ୍ଚାୟତ ନିର୍ବାଚନ ପାଇଁ…