Daily Archives

September 9, 2021

ଫଳକରେ ରହିଲାନି ବିଧାୟକଙ୍କ ନାଁ, ଫଳକ ଉପରେ ବ୍ୟାନର ଟାଙ୍ଗିଦେଲେ କର୍ମୀ ।

କନକ ବ୍ୟୁରୋ : ଫଳକକୁ ନେଇ ନେତା ଓ ପ୍ରଶାସକଙ୍କ ମଧ୍ୟରେ ଛକାପଞ୍ଝା । କେନ୍ଦ୍ରାପଡା ଜିଲ୍ଲା ଚନ୍ଦନପୁର ବ୍ଲକରେ ଏକ ଶୀତଳଭଣ୍ଡାର ଉଦଘାଟନୀ ଉତ୍ସବକୁ ସ୍ଥାନୀୟ ବିଧାୟକଙ୍କୁ ଡକାଯାଇନଥିବା ଏବଂ ଫଳକରେ ନାଁ ନ ଥିବାକୁ ନେଇ ହଙ୍ଗମା ହୋଇଛି । ଉଦଘାଟକ ଭାବେ ଜିଲ୍ଲାପାଳଙ୍କ ନାଁ ରହିଥିବା ବେଳେ…

ନୃଂଶସ ତାଲିବାନ । ସାମ୍ବାଦିକଙ୍କୁ ବାଡେଇଲେ, ବିକ୍ଷୋଭ ପାଇଁ ନୂଆ ନିୟମ ଜାରି କଲେ ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ସାମ୍ବାଦିକଙ୍କ ଉପରେ ତାଲିବାନର ବର୍ବରତା । ନୂଆ କରି ଗଠନ ହୋଇଥିବା ସରକାରଙ୍କ ବିରୋଧରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ କର୍ମୀଙ୍କୁ ମାଡ ମାରିଲେ ତାଲିବାନ ଆତଙ୍କୀ । ଭାଇରାଲ ହେଲା ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରି…

ବିଜେପି ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପ୍ରତିକ୍ରିୟା ରଖିଲା ବିଜେଡି । କହିଲା ଓଡିଶା ବିଜେପି ଚାଷୀ ବିରୋଧୀ । 

କନକ ବ୍ୟୁରୋ: ଓଡିଶା ବିଜେପି ବିଧାୟକଙ୍କ  ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶାବାସୀଙ୍କ ଆଗରେ ତାଙ୍କର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇ ଦେଇଛି । ବିଜେପି ବିଧାୟକମାନେ ସ୍ୱୀକାର କରିଛନ୍ତି ଯେ, କେନ୍ଦ୍ରର ଅବହେଳା କାରଣରୁ ଓଡିଶା ଚାଷୀଙ୍କୁ ସାର ଉପଲବ୍ଧ ହୋଇପାରୁନି । ଆଉ ଏହାକୁ…

+୩ ଆଡମିସନ୍ ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । କଟ୍ ଅଫ୍ ମାର୍କରେ ଆଗରେ ରହିଛି ବିଜେବି କଲେଜ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଯୁକ୍ତ ତିନିରେ ଆଡମିସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଏହି ପ୍ରଥମ ପର୍ଯ୍ୟାୟରେ ମୋଟ ୧,୬୮,୫୩୭ ଜଣ ପିଲା ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।…

ଆସିଲା ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ତାଲିକା । ଜାଣନ୍ତୁ ତାଲିକାରେ ଅଛି ଓଡ଼ିଶାର କେଉଁ ଶିକ୍ଷାନୁଷ୍ଠାନ?

କନକ ବ୍ୟୁରୋ : ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକା ଭିତରେ ସ୍ଥାନ ପାଇଛି ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ । ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ । କିନ୍ତୁ ବିଶ୍ୱବିଦ୍ୟାଳୟ ବର୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବର ରାଙ୍କ ୯୬ରୁ…

ଅନଲାଇନରେ କେତେ ପିଲା ପଢୁଛନ୍ତି ପାଠ? ସର୍ଭେରେ ଆସିଲା ସାଂଘାତିକ ତଥ୍ୟ ।

କନକ ବ୍ୟୁରୋ : ଦେଶରେ ଡିଜିଟାଲ ଡିଭାଇଡର ବିକୃତ ଚିତ୍ର ପଦାରେ ପଡ଼ିଛି । କୋଭିଡ ସମୟରେ ଦେଶର ଗ୍ରାମାଂଚଳରେ ମାତ୍ର ୮ ପ୍ରତିଶତ ପିଲା ନିୟମିତ ଅନଲାଇନରେ ପାଠ ପଢ଼ୁଛନ୍ତି । ସେହିଭଳି ସହରର ବସ୍ତିରେ ମାତ୍ର ୨୪% ପିଲା ନିୟମିତ ଅନଲାଇନରେ ପାଠ ପଢ଼ୁଥିବା ଏକ ସର୍ଭେରେ ଦେଖାଦେଇଛି । ଏହି ସର୍ଭେରେ…