Daily Archives

September 9, 2021

ସୁନା ଝିଙ୍କିଲେ, ଜୀବନ ନେଲେ । ଜାତୀୟ ରାଜପଥରେ ଏମିତି ଚାଲିଗଲା ପ୍ରତିମାଙ୍କ ଜୀବନ?

କନକ ବ୍ୟୁରୋ : ମହିଳାଙ୍କ ଜୀବନ ନେଇଗଲେ ଲୁଟେରା । ଲୁଟେରାଙ୍କ ଆକ୍ରମଣରେ ଚଳନ୍ତା ବାଇକରୁ ତଳକୁ ପଡି ମହିଳାଙ୍କ ମୃତ୍ୟୁ । ଲୁଟ୍ ଉଦେଶ୍ୟରେ ଲୁଟେରାମାନେ ମହିଳାଙ୍କ ସୁନା ଅଳଙ୍କାର ଛଡାଇ ନେଉଥିବା ବେଳେ ବାଇକରୁ ତଳକୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା…

ବିଧାନସଭାରେ ବିଜେଡି ଖେଳିଲା ଜାତି କାର୍ଡ, ଏବେ କେନ୍ଦ୍ରର ପାଳି ।

କନକ ବ୍ୟୁରୋ : ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣର ସୀମା ୫୦ ପ୍ରତିଶତ ଉପରେ ରଖିବା ଦାବି ଦୋହରାଇଛି ବିଜେଡି । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର । ବିରୋଧୀଙ୍କ ବିନା ଆଲୋଚନା ସତ୍ତେ୍ୱ ଏହି ସଂକଳ୍ପ ପ୍ରସ୍ତାବଟି ପାରିତ ହୋଇଛି । ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନଙ୍କ…

ସ୍କୁଲ ଯିବାକୁ ହେଲେ, ପିଲାମାନେ ଟିକା ନେବାକୁ ବାଧ୍ୟ କି? ବଡ ବୟାନ ଦେଲେ ନୀତି ଆୟୋଗ ସଦସ୍ୟ…

କନକ ବ୍ୟୁରୋ: କରୋନା ମହାମାରୀର ପ୍ରଭାବ ସାରା ବିଶ୍ୱକୁ ଜଣା । ହେଲେ ଏହାଦ୍ୱାରା ପ୍ରଭାବିତ ହୋଇଥିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଶିକ୍ଷା । ସଂକ୍ରମଣ ବଢିବା ସମୟରେ ସ୍କୁଲ, କଲେଜ ବନ୍ଦ ପଡିଥିଲା ଆଉ ପିଲାମାନେ ଘର ଭିତରେ ରହି ଅନଲାଇନ୍ ଜରିଆରେ ପାଠ ପଢୁଥିଲେ । ହେଲେ ଏବେ…

ଝିଅ ବାପ ଛେଉଣ୍ଡ ହୋଇଗଲା, ସ୍ତ୍ରୀ ମଥାରୁ ସିନ୍ଦୂର ଲିଭିଗଲା ।  କାହିଁକି ଆତ୍ମହତ୍ୟା ରାସ୍ତାକୁ ବାଛିନେଲେ ଦୁଷ୍ମନ୍ତ?…

କନକ ବ୍ୟୁରୋ : ବିଧାନସଭା ଆଗରେ ହାତ କାଟି ମୃତ୍ୟୁବରଣ କରିଥିବା ଦୁଷ୍ମନ୍ତ ଦାସଙ୍କ ଦୁଃଖ କାହାଣୀ ପୂରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । କଟକ ବଡ଼ ମେଡିକାଲରେ ଚିକିତ୍ସାରେ ଅବହେଳା ହୋଇଥିବା ନେଇ ସେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ସେପଟେ ସ୍ୱାସ୍ଥ୍ୟ ବିଭାଗ, ପ୍ରାଥମିକ ରିପୋର୍ଟ ନେଇ…

ଜୀବନ ବଞ୍ଚାଉଛି ଟିକା! ଗୋଟିଏ ଡୋଜ ଟିକା ୯୬.୬% କରୋନା ମୃତ୍ୟୁକୁ ଅଟକାଉଛି । 

କନକ ବ୍ୟୁରୋ : କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ବିଶ୍ୱରେ ଟିକାକରଣ ଜୋରଦାର ଚାଲିଛି ।  ସଂକ୍ରମଣକୁ ରୋକିବା ସହ କରୋନା ଜନିତ ମୃତ୍ୟୁକୁ ରୋକିବା ପାଇଁ ଭାରତ ସରକାର ଟିକାକରଣକୁ ତ୍ବରାନ୍ବିତ କରିଛନ୍ତି। ଏବେ ଭାରତରେ ଅଧାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇସାରିଥିବା ବେଳେ କେନ୍ଦ୍ର…

ଜ୍ୱର ପରେ ୭୦ ପ୍ରତିଶତ ନଷ୍ଟ ହୋଇଗଲା ଫୁସଫୁସ । ପୁଅର ଚିକିତ୍ସା ପାଇଁ ନେହୁରା ହେଲେ ଅସହାୟ ବାପା…

କନକ ବ୍ୟୁରୋ: ଏ ହସହସ ମୁହଁ, ନିଷ୍ପାପ ଆଖି, ନିରିହ ଚାହାଣୀ ଏତେ ଶୀଘ୍ର ଯେ ଦୁଃଖର ଦାଣ୍ଡକୁ ଟାଣି ହୋଇ ଯିବ ତାହା କେହି କେବେ କଳ୍ପନା କରି ନଥିଲେ । ଖେଳ କୁଦ ବୟସରେ ସେ ରୋଗ ବିଛଣାରେ ପଡିଯିବ । ଆଉ ଜୀବନକୁ ଉପଭୋଗ କରିବା ବଦଳରେ ଜୀବନ ପାଇଁ ସଙ୍ଘର୍ଷ କରିବ । ଏକଥା ନା କୁନି ପୁଅ ତୁଷାର…