Daily Archives

September 3, 2021

ତାଲିବାନର ବଡ ବୟାନ: କହିଲା, କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉଠାଇବା ତାଙ୍କ ଅଧିକାର 

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ନେଇ ତାଲିବାନ ଦେଲା ଏକ ବଡ ବୟାନ । ତାଲିବାନ କହିଲା, କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉଠାଇବା ତାଙ୍କ ଅଧିକାର । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିକୁ ଦେଇଥିବା ଏକ ସାକ୍ଷାତକାରବେଳେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ଭାରତର କାଶ୍ମୀର…

ପଞ୍ଚଭୂତରେ ମିଶିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା

କନକ ବ୍ୟୁରୋ: ଶେଷ ନିଦ୍ରାରେ ଟିଭି ମନୋରଂଜନ ଦୁନିଆର ସୁପରଷ୍ଟାର ସିଦ୍ଧାର୍ଥ ଶୁକ୍ଳା । ମୁମ୍ୱାଇର ଓସିୟାରା ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ବ୍ରହ୍ନକୁମାରୀ ରୀତିରେ କରାଯାଇଛି ଅନ୍ତିମ ସଂସ୍କାର । କରୋନାକୁ ନଜରରେ ରଖି ଖୁବ୍ ସଂଖ୍ୟକ ଲୋକଙ୍କୁ ନେଇ ସିଦ୍ଧାର୍ଥ…

ଖତ ଖାଇଲା, ଶାଗମାଛ ଦରରେ ବିକ୍ରିହେଲା… ଶେଷରେ କବାଡ଼ିଆ ନେଲା ୧୨୧ ସିଟି ବସ୍

କନକ ବ୍ୟୁରୋ: ମୋ ସାଇକେଲ ଯୋଜନା କିପରି ଖତ ଖାଇଥିଲା, ତାହା ସମସ୍ତେ ଦେଖିଥିଲେ, କିନ୍ତୁ ଏବେ ଦେଖନ୍ତୁ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସିଟି ବସର ଅବସ୍ଥା । କୋଟି କୋଟି ଟଙ୍କାର ବସ, ଡିପୋରେ ପଡ଼ି ଖତ ଖାଇବା ପରେ ଏବେ କବାଡ଼ିଆଙ୍କୁ ବିକ୍ରି କରାଯାଇଛି । ସରକାରୀ ଅର୍ଥକୁ କିଭଳି ଶ୍ରାଦ୍ଧ…

ମନୁଷ୍ୟକୃତ ମରୁଡି ! ଟାଟା ପାୱାର କନେକ୍ସନ କାଟିଦେବା ପରେ… ଚାଷୀ ବସିଛି ଚିନ୍ତାରେ…

କନକ ବ୍ୟୁରୋ: କନେକ୍ସନ କାଟିଦେଲା ଟାଟା ପାୱାର! ଅଚଳ ହୋଇଗଲା ଉଠା ଜଳସେଚନ ପ୍ରକଳ୍ପ । ମାଡି ଆସିଲା ମରୁଡି, ଚିନ୍ତାରେ ପଡିଲେ ଚାଷୀ । ସମ୍ବଲପୁର ଜିଲ୍ଲାର ଅଣଜଳସେଚିତ ଅଂଚଳରେ ମରୁଡି ସ୍ଥିତି ଉତ୍ପନ୍ନ ହେଉଥିବା ବେଳେ ଧାନଗଛ ମରିବାକୁ ବସିଲାଣି । ପ୍ରାଥମିକତା ଭିତିରେ ଉଠା ଜଳସେଚନକୁ…

ତୁଟିଲା ଦମ୍ଭ, ତାଲିବାନ ଭୟରେ କମାଣ୍ଡରଙ୍କ ସହ ତାଜିକିସ୍ତାନ ପଳାଇଲେ ଆଫଗାନର ପୂର୍ବତନ ରାଷ୍ଟ୍ରପତି

କନକ ବ୍ୟୁରୋ :  ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନୀ ମାନଙ୍କୁ ଭୟ କରିଯାଇଛନ୍ତି ଆଫଗାନ ନାଗରିକ । ଏହାରି ମଧ୍ୟରେ ତାଲିବାନୀଙ୍କ ଦଖଲ ବାହାରେ ଥିବା ପଞ୍ଜଶୀର ବି ଏବେ ତାଲିବାନୀମାନେ ଦଖଲ କରିବା ସହଜ ହୋଇଛି । କିଛିଦିନ ତଳେ ତାଲିବାନକୁ କଡା ଟକ୍କର ଦେଉଥିବା ଆଫଗାନିସ୍ତାନର ପୂର୍ବତନ…