Daily Archives

September 2, 2021

ଆଫଗାନିସ୍ତାନ ପରେ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛି ଆଇଏସକେପି । ସତର୍କ କରାଇଲା ଗୁଇନ୍ଦା ବିଭାଗ, ଜାଣନ୍ତୁ…

କନକ ବ୍ୟୁରୋ : ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ଆଇଏସକେପି । ଆଫଗାନିସ୍ତାନରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ କରିଥିବା ଆଇଏସକେପି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଇଙ୍ଗିତରେ ଭାରତରେ କିଛି ଏଭଳି ଢଙ୍ଗରେ ଆତଙ୍କବାଦୀ ଆକ୍ରମଣ କରିପାରେ । ଏଥିପାଇଁ କର୍ଣ୍ଣାଟକ ଓ କାଶ୍ମୀରରେ…

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଧୋନୀ, ସଚିନଙ୍କୁ ଟପିଲେ କୋହଲି । ଜାଣନ୍ତୁ, କେଉଁ ମାଇଲଖୁଣ୍ଟ ଛୁଇଁଲେ ଭାରତୀୟ…

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଚାଲିଥିବା ଚୁତର୍ଥ ଟେଷ୍ଟରେ ଆଜି ପୁଣି ଦୁଇଟି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ଏହି କ୍ରମରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଟପିଥିବାବେଳେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ମଧ୍ୟ…

ଚତୁର୍ଥ ଟେଷ୍ଟର ଚୂଡାନ୍ତ ଏକାଦଶରେ କାହିଁକି ସ୍ଥାନ ପାଇଲେନି ଅଶ୍ୱିନୀ? ପଢନ୍ତୁ, ଅଧିନାୟକ କୋହଲିଙ୍କ ଜବାବ…

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଆଜି ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ । ଦୁଇଟି ଯାକ ଦଳ ଏହି ମ୍ୟାଚରେ ଦୁଇ ଦୁଇଟି ପରିବର୍ତ୍ତନ ସହ ପଡିଆକୁ…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି,…

ଦିନେ ଜୀବନ ଜିଇଁବାକୁ ୧୦ ଟଙ୍କା ପାଇଁ କରୁଥିଲେ ଦିନ ମଜୁରିଆ କାମ । ଆଜି ୨୦୦୦ କୋଟି ଟଙ୍କାର ମାଲିକ, ଦେଖନ୍ତୁ…

କନକ ବ୍ୟୁରୋ : କୁଲି ବାପାର କୋଟିପତି ପୁଅ । ଦିନେ ସେ ଦିନକୁ ୧୦ଟଙ୍କା ମଜୁରୀରେ କାମ କରୁଥିଲେ ଆଉ ଏବେ ଛିଡା କରିଛନ୍ତି ୨୦୦୦ କୋଟି ଟଙ୍କାର କମ୍ପାନୀ । ଆଜି ଆମେ ଆପଣଙ୍କୁ ସେମିତି ଜଣେ ସଫଳ ବ୍ୟକ୍ତିତ୍ୱଙ୍କ ସହ ପରିଚୟ କରାଇବୁ, ଯିଏ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏ…

ଜି-ମେଲ ବ୍ୟବହାରକାରୀ ସାବଧାନ । ସାମାନ୍ୟ ଅସାବଧାନତା ଆପଣଙ୍କ ଆକାଉଣ୍ଟକୁ କରିପାରେ ଖାଲି ।

କନକ ବ୍ୟୁରୋ: ଆପଣ ମୋବାଇଲରେ ଜି-ମେଲ ବ୍ୟବହାର କରୁଛନ୍ତି କି? ଯଦି କରୁଛନ୍ତି, ତେବେ ସାବଧାନ ହେଇଯାଆନ୍ତୁ କାହିଁକି ନା ସାମାନ୍ୟ ଅସାବଧାନତା ଆପଣଙ୍କ ଆକାଉଣ୍ଟକୁ ଖାଲି କରିଦେଇପାରେ । ଜି-ମେଲରେ ଏବେ ନୂଆ ଇମେଲ ସ୍କାମ ବ୍ୟାପିବାରେ ଲାଗିଛି । ଯେଉଁଥିରେ ହ୍ୟାକରମାନେ ଆଖି ପିଛୁଳାକେ…