Daily Archives

August 21, 2021

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ, ଆଜି ୧୦ଟିକୁ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ୟ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ…

ମୋ ଗାଁରେ ରହିବେ ନାହିଁ କେହି ନିରକ୍ଷର । କନ୍ଧମାଳ ଜିଲ୍ଲା ଆଦିବାସୀ ଅଂଚଳର ଶିକ୍ଷିତ ଯୁବକ ରାଜେଶ ବଗର୍ତୀ ନିଆରା…

କନକ ବ୍ୟୁରୋ: କୋଭିଡ ସମୟରେ ଗାଁରେ ବୁଲି ବୁଲି ପିଲାଙ୍କ ପାଠ ପଢାଉଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମଫିଲ୍ ଛାତ୍ର । ଘରକୁ ଘର ଯାଇ ପିଲାଙ୍କୁ ସେମାନଙ୍କ ପିଣ୍ଡାରେ ବସାଇ ଦୁଇ ଓଳି ପାଠ ପଢାଇ ଚର୍ଚ୍ଚାକୁ ଆସିଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ରାଜେଶ ବଗର୍ତୀ । ଆଉ ଏହା ପଛରେ…

ମୁଖ୍ୟମନ୍ତ୍ରୀଙ୍କ ସହ ବିଶିଷ୍ଟ ଶିଳ୍ପପତିି ଲକ୍ଷ୍ମୀ ମିତ୍ତଲଙ୍କ ସାକ୍ଷାତ । ପାରାଦୀପରେ ଆର୍ସେଲର-ନିପ୍ପନ ଷ୍ଟିଲ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦେଶର ବିଶିଷ୍ଟ ଶିଳ୍ପପତିି ତଥା ଆର୍ସେଲର ମିତଲ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତଲ । ପାଖାପାଖି ଏକ ଘଂଟା ଧରି ନବୀନ ନିବାସରେ ଭିତରେ ରହିଥିଲେ ଲକ୍ଷ୍ମୀ ମିତଲ । ଓଡ଼ିଶା ଗସ୍ତରେ ଥିବା ମିତଲ ଆଜି କେନ୍ଦ୍ରାପଡ଼ା ଗସ୍ତ…

ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦୁଇଟି ସ୍ୱତନ୍ତ୍ର ନୀତି । ଜଗା-ବଳିଆଙ୍କୁ…

କନକ ବ୍ୟୁରୋ: ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ହେଉଛି ରକ୍ଷା ବନ୍ଧନ । ଖାଲି ମଣିଷ ନୁହେଁ ଭଗବାନ ମଧ୍ୟ ସାମିଲ ହୋଇଥାଆନ୍ତି ଏହି ପବିତ୍ର ପରମ୍ପରାରେ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଥାଆନ୍ତି…

କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଗସ୍ତକୁ ନେଇ ବଲାଙ୍ଗୀରବାସୀଙ୍କ ମନରେ ବଢିଲା ଆଶା । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନେଇ…

କନକ ବ୍ୟୁରୋ: ବଲାଙ୍ଗିର ଗସ୍ତରେ ଯିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଆଶାବାଦୀ ଅଛନ୍ତି ଜିଲ୍ଲାବାସୀ । ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ହେଉ କି କଂଟାବାଞୀରେ ପ୍ରସ୍ତାବିତ ରେଳ ୱାଗନ କାରଖାନା କାମ ଆଗେଇବ ବୋଲି ଆଶା କରାଯାଉଛି । ସେପଟେ କଂଗ୍ରେସ…

ଦିଲ୍ଲୀ : ସୋମବାର ଠାରୁ ରାଜଧାନୀରେ ପୂର୍ବଭଳି ଖୋଲିବ ଦୋକାନ ବଜାର, ହଟିଲା ସମସ୍ତ କଟକଣା

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ପୂର୍ବଭଳି ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ସୋମବାର ଠାରୁ ଦିଲ୍ଲୀର ସମସ୍ତ ଦୋକାନ ବଜାର ପୂର୍ବଭଳି ଖୋଲାଯାଇ ପାରିବ । କରୋନା ସଂକ୍ରମଣ ବଢୁଥିବା କାରଣରୁ ବର୍ତମାନ ପର୍ଯ୍ୟନ୍ତ କଟକଣା ଲାଗି…