Daily Archives

August 21, 2021

ମାଲକାନଗିରିରେ ବଂଟା ଯାଉଛି ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ୍ କାର୍ଡ । ସହଜରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ଆଶାରେ…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍ କାର୍ଡ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଆଜି ଆନୁଷ୍ଠାନିକ ଭାବେ କାର୍ଡ ବଂଟନ କରାଯାଇଛି । ଜିଲ୍ଲାରେ ଯଥେଷ୍ଟ ପରିମାଣର କାର୍ଡ ପହଁଚି ପାରିନଥିବାରୁ ଅଳ୍ପ କେତେକ ସ୍ଥାନରେ କାର୍ଡ ବଂଟନ…

ସୀମାରେ ଯବାନ, ବାପା-ମାଆଙ୍କୁ ହଇରାଣ କରୁଛନ୍ତି ପଡୋଶୀ । ସୁରକ୍ଷା ପାଇଁ କାନ୍ଦି କାନ୍ଦି ନିବେଦନ କଲେ ଯବାନ

କନକ ବ୍ୟୁରୋ: ଦେଶର ସୁରକ୍ଷା ପାଇଁ ଯବାନ ନିଜର ଜୀବନକୁ ପାଣି ଛଡ଼ାଇ ସୀମାରେ ଜଗି ରହିଛି ହେଲେ ସେପଟେ ନିଜ ବାପା ମାଆ ସୁରକ୍ଷା ଓ ନ୍ୟାୟ ପାଇ ପାରୁ ନ ଥିବାରୁ ଯବାନ ଆଖିରେ ଲୁହ ନିଗାଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି । ଯିଏ ଦିନ ରାତି ଏକ କରି ଦେଶ ସୁରକ୍ଷା କରୁଛି, ମାତ୍ର ଜନ୍ମଦାତା ବାପା…

ସାଇବର ଠକ ପଠାଉଛନ୍ତି ଲିଙ୍କ, ଖୋଲିଲେ ହ୍ୟାଙ୍ଗ ହେଉଛି ଫୋନ, ଖାଲି ହେଇଯାଉଛି ଆକାଉଣ୍ଟ । ଆପଣଙ୍କ ପାଖକୁ ଆସୁଛି କି…

କନକ ବ୍ୟୁରୋ: ଲିଙ୍କ୍ ଖୋଲନ୍ତୁ, ଲାପଟପ୍ ପାଆନ୍ତୁ । ସାଇବର ଠକ ପଠାଉଛନ୍ତି ଲୋଭନୀୟ ଅଫର । କ୍ଲିକ୍ କଲେ ଖାଲି ହେଉଛି ବ୍ୟାଙ୍କ୍ ଆକାଉଣ୍ଟ । ସାବଧାନ ! ସାଙ୍ଘାତିକ ହେଉଛି ସାଇବର ଲୁଟେରାଙ୍କ କାରନାମା । ଲିଙ୍କ ପଠାଇ ଲୋଭନୀୟ ଅଫର ଦେଇ ଆକାଉଣ୍ଟରେ କଳାକନା ବୁଲାଉଛନ୍ତି ସାଇବର ଠକ ।…

ସରକାରଙ୍କ ଟିକା ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହେବ ନାହିଁ ଜାଇଡସ କାଡିଲା, ଅକ୍ଟୋବର ସୁଦ୍ଧା ମାତ୍ର ୧ କୋଟି…

କନକ ବ୍ୟୁରୋ : ଜାଇଡସ କାଡିଲାର ୩ ଡୋଜ ଟିକା ଜାଇକୋଭି-ଡିକୁ ଶୁକ୍ରବାର ଦିନ ଡିସିଜିଆଇ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ଟିକାକୁ ମିଶାଇ ଭାରତ ପାଖରେ ଏବେ କରୋନାରୋଧୀ ଟିକା ସଂଖ୍ୟା ୬ ରେ ପହଂଚିଛି । ଏବେ ଫାର୍ମା କମ୍ପାନୀ ପକ୍ଷରୁ ଶନିବାର ଦିନ…

ଘୋଡା ବୁଢା ହେବା ପରେ ରାସ୍ତାରେ ଛାଡି ପଳାଇଲା ସ୍ୱାର୍ଥପର ମାଲିକ । ଦିନେ ଘୋଡାରୁ ରୋଜଗାର କରୁଥିଲା, ଆଜି ବଳ ଗଲା ପରେ…

କନକ ବ୍ୟୁରୋ: ସେବେ ଓଟ, ଏବେ ଘୋଡା । ଆଖିରୁ ବହୁଛି ଧାରଧାର ଲୁହ । ମାଲିକ ପର କରିବା ପରେ, ବେସାହାର ପୋଷା ପଶୁ... ପୁଣି ପଶୁ ଉପରେ ମଣିଷର ଅତ୍ୟାଚାର । ପୋଷା ପଶୁକୁ ଅଣଦେଖା କଲା ମଣିଷ । ସ୍ୱାର୍ଥ ସରିଯିବା ପରେ ପର କରିଦେଲା ସ୍ୱାର୍ଥପର ମାଲିକ । ବୁଢା ହୋଇଗଲା ବୋଲି, ଦେହରୁ ବଳ ହଟିଗଲା…

ସୁନ୍ଦରଗଡ଼ରେ ହକି ତାରକାଙ୍କୁ ଭବ୍ୟ ସ୍ୱାଗତ । ହକି ଏନନ୍ତୁଡି ଶାଳରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ବାଜା ବଜାଇ, ଫୁଲ ମାଳ…

କନକ ବ୍ୟୁରୋ: ଝାରସୁଗୁଡ଼ା ବିମାନ ବନ୍ଦରରେ ୪ ହକି ଖେଳାଳି ପହଂଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବାଜା ବଜାଇ, ଫୁଲ ମାଳ ପକାଇ ପାରମ୍ପରିକ ଢଙ୍ଗରେ ସମ୍ବର୍ଦ୍ଧନା ଦିଆଯାଇଛି । ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ସାମିଲ ସୁନ୍ଦରଗଡ଼ ଜିଲ୍ଲାର ୪ ଖେଳାଳି ଦିଲ୍ଲୀରୁ ଆସି…