Daily Archives

August 17, 2021

ଆଫଗାନ ହିଂସା : ମହାନତା ଦେଖାଇଲା ଭାରତ, ସମସ୍ତ ଆଫଗାନବାସୀଙ୍କୁ ଭିସା ଦେବାକୁ ପ୍ରତିଶୃତି

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ସେଠାରେ ଭୟଙ୍କର ଭାବେ ମାନବୀୟ ସଂକଟ ଦେଖାଦେଇଛି । ତାଲିବାନୀ ଆତଙ୍କବାଦୀଙ୍କ ଭୟରେ ଏବେ ସେଠାକାର ଲୋକେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଏହି କ୍ରମରେ ହଜାର ହଜାର ଆଫଗାନବାସୀ ବିଶ୍ୱର ବିଭିନ୍ନ ଦେଶରେ ଶରଣ ପାଇଁ ଉଦ୍ୟମ…

ଆଫଗାନିସ୍ତାନର ପୂର୍ବ ଉପରାଷ୍ଟ୍ରପତି ତାଲିବାନ ବିରୋଧରେ ଯୁଦ୍ଧ ପାଇଁ ଦେଲେ ରଣ ହୁଙ୍କାର । କହିଲେ, କେବେ ବି ତାଲିବାନ…

କନକ ବ୍ୟୁରୋ : ଆଫଗାନିସ୍ତାନକୁ ଚାରିପଟୁ ଦଖଲ କରିସାରିଛି ତାଲିବାନ । ଏବେ ତାଲିବାନ ସେଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ବୟାନ ପୁଣି ଯୁଦ୍ଧ ଆଶଂକା ସୃଷ୍ଟି କରିଛି । ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲାହା…

ପେଟ ପାଇଁ ନାବାଳକ ଯାଇଥିଲେ ଦାଦନ ଖଟି । ଚେନ୍ନାଇରୁ ଯନ୍ତ୍ରଣା ନେଇ ଫେରିଲେ ସିଫନ୍ ମଲ୍ଲିକ । ଟ୍ରେନ ଦୁର୍ଘଟଣାରେ…

କନକ ବ୍ୟୁରୋ: ଦୁଇ ପଇସା ରୋଜଗାର କରି ବିଧବା ମାଆ ମୁଣ୍ଡର ବୋଝ ହାଲୁକା କରିବାକୁ ଦାଦନ ଖଟିବାକୁ ଘର ଛାଡିଥିଲା ନାବାଳକ ପୁଅ । ଆଶା ରଖିଥିଲା ଦୁଇ ପଇସା ରୋଜଗାର କରିବ, ମାଆକୁ ସାହା ହେବ, ସାନ ଭଉଣୀ ମୁହଁରେ ଦାନା ଦେବ । ହେଲେ ଚେନ୍ନାଇ ମାଟିରେ ପାଦ ପଡିବା ଆଗରୁ ଦୁର୍ଘଟଣାରେ ଭାଙ୍ଗି…

ସେହି ଶେଷ ୬ ସେକେଣ୍ଡ । ପଡିଆ ଭିତରେ କଣ ଭାବୁଥିଲେ ଶ୍ରୀଜେଶ, ଓଡ଼ିଶାରେ ପହଞ୍ଚି ପରଦା ହଟାଇଲେ ଭାରତୀୟ ପୁରୁଷ ହକି ଦଳର…

କନକ ବ୍ୟୁରୋ : ସେହି ଶେଷ ୬ ସେକେଣ୍ଡ । ଯାହା ଭାରତୀୟ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରେ ପୋଡିୟମ ଫିନିସ କରିବାକୁ ସୁଯୋଗ ଦେଇଥିଲା । ଶେଷ ୬ ସେକେଣ୍ଡରେ କଣ ହେବ ତାହା ଉପରେ ପୂରା ଦେଶର ନଜର ରହିଥିଲା । କିନ୍ତୁ ଜର୍ମାନୀର ପେନାଲ୍ଟି କର୍ଣ୍ଣରକୁ ଅଟକାଇ ଭାରତକୁ ୪୧ ବର୍ଷ ପରେ ଅଲିମ୍ପିକ୍ସରେ…

କନକ ନ୍ୟୁଜରେ ଧରା ପଡିଲା ଆନ୍ଧ୍ରର ଚାଲାକି । ବିଭିନ୍ନ ପ୍ରଲୋଭନ ଦେଖାଇ ଓଡିଶା ସ୍କୁଲରୁ ପିଲାଙ୍କୁ ନେଇ ଯାଉଥିବା…

କନକ ବ୍ୟୁରୋ : କନକ ନ୍ୟୁଜ କ୍ୟାମେରାରେ କୋଟିଆରେ ଆନ୍ଧର ଝାଟି ମାଟିର ତେଲୁଗୁ ସ୍କୁଲ । କୋଟିଆର ବିକାଶ ପାଇଁ ଜିଲ୍ଳା ପ୍ରଶାସନ ଦିନ ରାତି ଏକ କରି ରାଜ୍ୟ ସରକାର କୋଟିଆ ମିଶନକୁ ପୁରା କରୁଥିବା ବେଳେ ଆନ୍ଧ୍ର, ଗଳା ବାଟ ଦେଇ କେତେବେଳେ ରାସ୍ତା ନିର୍ମାଣ କରୁଛି ତ କେତେବେଳେ ପଟା ବାଂଟୁଛି ।…

ପୁଣି ଚର୍ଚ୍ଚାରେ ସମ୍ବଲପୁରର ଆଦିବାସୀ ୟୁଟ୍ୟୁବର ଇସାକ୍ ମୁଣ୍ଡା । ୟୁଟ୍ୟୁବରୁ ମିଳୁଥିବା ଟଙ୍କାରେ କରିବେ ନିଜ ଗାଁର…

କନକ ବ୍ୟୁରୋ: ୟୁଟ୍ୟୁବର ଭିଡିଓ କରି ଚର୍ଚ୍ଚାରେ ଥିବା ଇସାକ୍ ମୁଣ୍ଡା ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଥମେ ସେ ୟୁଟ୍ୟୁବରେ ନିଜେ ଖାଉଥିବା ଖାଦ୍ୟକୁ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ ଆଉ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥିଲେ । ହେଲେ ଏବେ ନିଜ ଗାଁ ରାସ୍ତାକୁ ମରାମତି…