Daily Archives

August 17, 2021

ବସରେ ମାଆକୁ ଅପମାନ ପରେ ସହିପାରିଲାନି ଝିଅ । ବଦଲା ନେବାକୁ ପାଠପଢି ବନିଗଲା IPS ଅଫିସର । ଚର୍ଚ୍ଚାରେ ଲେଡି ଦବଙ୍ଗ…

କନକ ବ୍ୟୁରୋ: ଅଗର ଇରାଦୋଁ ମେ ଦମ୍ ହୋ, ତୋ କୋଇ ମଞ୍ଜିଲ ମୁସ୍କିଲ୍ ନେହିଁ... ଜୀବନରେ ସଫଳତା ପାଇବାକୁ ହେଲେ ନିଜ ଲକ୍ଷ୍ୟକୁ ସ୍ଥିର କରିବାକୁ ପଡିବ । ଧର୍ଯ୍ୟର ସହ ଅପେକ୍ଷା କଲେ ସଫଳତା ନିଶ୍ଚୟ ମିଳିବ । ଯାହାର ଉଦାହରଣ ହେଉଛନ୍ତି ହିମାଚଳ ପ୍ରଦେଶର ସାଲିନୀ ଅଗ୍ନିହୋତ୍ରୀ... ବସ…

୫୦ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଭାଙ୍ଗିବ ଶହଶହ ବେଆଇନ ଚିଙ୍ଗୁଡି ଘେରି । ସମ୍ବାଦ ଓ କନକ ନ୍ୟୁଜରେ ଖବର ପ୍ରସାରଣ…

ଉଚ୍ଛେଦ ହେବ ବେଆଇନ୍ ଚିଙ୍ଗୁଡି ଘେରି ପ୍ରଶାସନକୁ ବିରୋଧ ପାଇଁ ମାଫିଆଙ୍କ ମେଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ପ୍ରଶାସନ ଜଗତସିଂହପୁର ଜିଲ୍ଲାରେ ପାରାଦୀପ ଠାରୁ ବନ୍ଦର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ସମୂଦ୍ର ବେଳାଭୂମି ରହିଛି । ମହାନଦୀ, ଦେବୀ, ହଂସୁଆ, ଜଟାଧାର ନଦୀ…

ମାଲକାନଗିରିରେ ପ୍ରବଳ ବର୍ଷା । ପୋଲ ଉପରେ ବହିଲା ୬ଫୁଟ ପାଣି, ମାଲକାନଗିରିରୁ ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ : ସ୍ୱଳ୍ପ ବୃଷ୍ଟି ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ମରୁଡି ପରିସ୍ଥିତି ଉପୁଜିଛି । ଜମି ଶୁଖିଲା ପଡିଛି, ତଳି ବିଲ ଶୁଖି ଆଁ କରିଛି । ବର୍ଷାକୁ ଅନାଇ ରହିଛି ଚାଷୀ । ଅନେକ ସ୍ଥାନରେ ମରୁଡି ପରିସ୍ତିତି ଉପୁଜିଥିବା ବେଳେ ମାଲକାନଗିରିରୁ ଆସିଲା ପ୍ରବଳ ବର୍ଷାର ଭୟଙ୍କର ଚିତ୍ର ।…

ଓଡ଼ିଶାକୁ ପ୍ରଂଶସା କଲେ ଭାରତୀୟ ମହିଳା ହକି ଦଳର ଅଧିନାୟିକା । କହିଲେ, ଓଡ଼ିଶାକୁ ଅନୁକରଣ କରୁ ପୂରା ଦେଶ ।

କନକ ବ୍ୟୁରୋ : ଓଡ଼ିଶାର ହୃଦୟରେ ହକି ରହିଛି । ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି । ଖାସକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ହକି ପାଇଁ ବିଶ୍ୱସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଟିମର ପ୍ରାୟୋଜକ ହେବାକୁ ଆଗେଇ ଆସିଛନ୍ତି…

ଆମେରିକା ଆଇନ ଆଧାରରେ ତାଲିବାନକୁ ବ୍ୟାନ କଲା ଫେସବୁକ୍ । କହିଲା, ତାଲିବାନ ଏକ ଆତଙ୍କୀ ସଂଗଠନ

କନକ ବ୍ୟୁରୋ :  ଆଫଗାନିସ୍ତାନରେ ତାଲିବାନ ନିଜକୁ ନୂଆ ସରକାର ଭାବେ ଉପସ୍ଥାପନା କରିଛି । ହେଲେ ସୋସିଆଲ ମିଡିଆ ସାଇଟ୍ ଫେସବୁକ ତା’ର ପ୍ଲାଟଫର୍ମରୁ ପୁରା ତାଲିବାନକୁ ବ୍ୟାନ କରିଛି । ଫେସବୁକ୍ କହିଛି କି ଆମେରିକୀୟ ଆଇନ ଆଧାରରେ ତାଲିବାନ ଏକ ଆତଙ୍କୀ ସଂଗଠନ ହୋଇଥିବାରୁ ଫେସବୁକ ସର୍ଭିସରୁ…

ଆସନ୍ତା ୨୪ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ନୟାଗଡ଼, ଖୋର୍ଧା, କଟକ, କନ୍ଧମାଳ,…