Daily Archives

August 13, 2021

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା ଓବିସି କାର୍ଡ । ନିର୍ବାଚନରେ ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବାକୁ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା ଜାତି କାର୍ଡ ପଞ୍ଚାୟତ ନିର୍ବାଚନରେ ୨୭% ଓବିସିଙ୍କୁ ପ୍ରାର୍ଥୀ କରିବ ବିଜେଡି ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମାନେ ଏବେଠୁ ରଣନୀତି ତିଆରି କରିବା ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ସରକାର ସଙ୍କେତ ଦେଇସାରିଛନ୍ତି ଯେ,…

ଜଗତସିଂହପୁରରେ ୨୧୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । କହିଲେ ଜଗତସିଂହପୁର ଓଡିଶା ବିକାଶର…

କନକ ବ୍ୟୁରୋ:  ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର, ଓଡିଶାର ଏକ ଆଗୁଆ ଜିଲ୍ଲା । ଶିଳ୍ପ, କୃଷି ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାରୁ ହିଁ ବିଜୁ ବାବୁ ଓଡିଶାର ବିକାଶ ଯାତ୍ରାର ଆରମ୍ଭ କରିଥିଲେ । ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟ ବନ୍ଦର…

ଭାରତ ବାୟୋଟେକ ନାଜାଲ ଭ୍ୟାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି

କନକ ବ୍ୟୁରୋ : କୋଭିଡ -୧୯ ବିରୋଧରେ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ଖୁବଶୀଘ୍ର ସାମିଲ ହୋଇପାରେ ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ନାଜାଲ ଭ୍ୟାକ୍ସିନ । ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏନେଇ ବାୟୋଟେକ୍ନୋଲୋଜି ବିଭାଗ…

ଟ୍ୱିଟର ଇଣ୍ଡିଆରୁ ହଟିଲେ ମନୀଷ ମାହେଶ୍ୱରୀ, ଆମେରିକାରେ ମିଳିଲା ବଡ ଦାୟିତ୍ୱ

କନକ ବ୍ୟୁରୋ : ଭାରତରେ ସୋସିଆଲ ମିଡିଆକୁ ନେଇ ଚାଲିଥିବା ବିବାଦ ଭିତରେ ଟ୍ୱିଟର ଇଣ୍ଡିଆ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏବେ ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ଆମେରିକା ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କୁ ଏକ ବଡ ଦାୟିତ୍ୱ ମିଳିଛି । ସେଠାରେ ସେ ରେଭିନ୍ୟୁ…

ଆସୁଛି ରାକ୍ଷୀ ପୂନେଇ, ସମ୍ପର୍କର ସୂତା ବାନ୍ଧିବାକୁ ନିଖୋଜ ଭାଇ ଅପେକ୍ଷାରେ ଭଉଣୀ । ଭୋକ ଉପାସରେ ପଡି ବାଟ ଚାହିଁ…

କନକ ବ୍ୟୁରୋ: ଫେରୁ ନାହାନ୍ତି ସ୍ୱାମୀ, ବାଟ ଚାହିଁ ବସିଛି ସ୍ତ୍ରୀ । ସ୍ୱାମୀଙ୍କ ଫେରିବା ବାଟକୁ ଅନେଇ ଅନେଇ ଆଖି ପାଣି ଆଖିରେ ମଲାଣି । ସ୍ୱାମୀ ନିଖୋଜ ହୋଇଯାଇ ନାହାନ୍ତି ଯେ ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଛନ୍ତି । ଆଉ ମନର ମଣିଷଙ୍କୁ ୪୦ ଦିନ ହେବ ନପାଇ ଆଖିରୁ ଲୁହ ଝରାଉଛନ୍ତି ନିଖୋଜ…

ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା । କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା…

କନକ ବ୍ୟୁରୋ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଜେଇ) ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ। ଯାହାକି ସେପ୍ଟେମ୍ବର ୧୮ ତାରିଖ ଯାଏଁ ଜାରି ରହିବ । ଏନେଇ ଆଜି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ତେବେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି)…