Daily Archives

August 10, 2021

କରୋନା କାଳରେ ବିକଳ୍ପ ପରୀକ୍ଷା ପଦ୍ଧତି ପାଇଁ ସର୍କୁଲାର ଜାରି କଲା ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୧-୨୨…

କନକ ବ୍ୟୁରୋ : କରୋନା କାଳରେ ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୧-୨୨ ଶିକ୍ଷା ବର୍ଷକୁ ଦୁଇ ଟର୍ମରେ ଭାଗ କରାଯାଇଛି । ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ । ପ୍ରତି ଟର୍ମରେ ପିଲା…

ଅଗଷ୍ଟ ୧୭ରୁ ମହାରାଷ୍ଟ୍ରରେ ଖୋଲିବ ସ୍କୁଲ, ସହର ଓ ଗ୍ରାମାଞ୍ଚଳ ପାଇଁ ଅଲଗା ଅଲଗା ନିୟମ

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ସ୍କୁଲଗୁଡିକୁ ଖୋଲିବାକୁ ଏବେ ରାଜ୍ୟ ସରକାରମାନେ ପ୍ରୟାସ ଆରମ୍ଭ କରିଛନ୍ତି । କିଛି ରାଜ୍ୟରେ ସ୍କୁଲ ଖୋଲିଯାଇଥିବା ବେଳେ କରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ଅଗଷ୍ଟ ୧୭ ତାରିଖରୁ ସ୍କୁଲି ଖୋଲିବ ବୋଲି ଜଣାପଡିଛି…

କୋଭିଡ୍ ମୃତ୍ୟୁକୁ ନେଇ ହିସାବ ଗଡବଡ । ଆରଟିଆଇରେ କୋରାପୁଟରୁ ସାମ୍ନାକୁ ଆସିଲା ସାଂଘାତିକ ସତ । ଡ୍ୟାସବୋର୍ଡ ତଥ୍ୟ ସହ…

କନକ ବ୍ୟୁରୋ : କରୋନା ମୃତ୍ୟୁକୁ ନେଇ ସନ୍ଦେହ ଭିତରେ ଏକ ଆରଟିଆଇ ତଥ୍ୟ ବଡ ଖୁଲାସା କରିଛି । ରାଜ୍ୟ ସରକାରଙ୍କ କୋଭିଡ ଡ୍ୟାସ ବୋର୍ଡ କହୁଛି , କୋରାପୁଟରେ ଦୁଇଟି ଲହରରେ ୭୩ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଆରଟିଆଇ ତଥ୍ୟରୁ କେବଳ ସଦର ମହକୁମା ହସ୍ପିଟାଲରେ ଜୁଲାଇ ସୁଦ୍ଧା ୨ଶହରୁ ଅଧିକ…

ଅଲିମ୍ପିକ୍ସରେ ଭାରତର ସଫଳ ଅଭିଯାନ ପରେ ପ୍ରତିକ୍ରିୟା ରଖିଲେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷ ନରିନ୍ଦର…

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ସଫଳତାର ସହ ଅଭିଯାନ ଶେଷ କରିଛି ଭାରତ । ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ ସହ ଭାରତକୁ ମିଳିଛି ମୋଟ୍ ୭ଟି ପଦକ । ତେବେ ଏହାରି ଭିତରେ କନକ ନ୍ୟୁଜକୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷ ପ୍ରତିକ୍ରିୟା ଦେଇଛନ୍ତି ।…

ମରିବୁ ପଛେ ପାଣି ଛାଡିବୁନି । ଖରସ୍ରୋତାରୁ ଭଦ୍ରକ, ବାଲେଶ୍ୱରକୁ ହେଉଥିବା ଜଳ ପ୍ରକଳ୍ପକୁ ପ୍ରବଳ ବିରୋଧ, ରାଜକନିକାରେ…

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ତେଜିଛି ଖରସ୍ରୋତା ଆନ୍ଦୋଳନ । ପ୍ରସ୍ତାବିତ ପ୍ରକଳ୍ପକୁ ଜୋରଦାର ବିରୋଧ କରିଛନ୍ତି । ଶତାଧିକ ମହିଳା ଛୋଟ ପିଲା ପ୍ରତିବାଦ ସ୍ଥଳରେ ପହଂଚି ପ୍ରକଳ୍ପ କାମକୁ ବିରୋଧ କରିଛନ୍ତି । ଏଥିପାଇଁ ସ୍ଥାନୀୟ ବୁଣିଆଡିଆ ପଡିଆ ସମେତ ଭରିଗଦା, ବରୁଣାଡିଆ ଓ…

ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ମନ୍ତ୍ରୀ ଦେଲେ ସଂକେତ, ବିଜେପି ଓ ବିଜେଡି ଶିବିରରେ କସରତ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ ଓ ଏନେଇ ଖୁବ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଏପଟେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ବିଜେଡି ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକଙ୍କୁ…