Daily Archives

August 10, 2021

ଓଡ଼ିଶା ପର୍ଯ୍ୟଟନକୁ କୋଭିଡ୍ ଝଟକା । କରୋନା ଯୋଗୁଁ ରାଜ୍ୟକୁ ଆସୁନାହାନ୍ତି ପର୍ଯ୍ୟଟକ, ଚିନ୍ତାରେ ବ୍ୟବସାୟୀ ।

କନକ ବ୍ୟୁରୋ : ଓଡ଼ିଶା ପର୍ଯ୍ୟଟନକୁ ବଡ ଧରଣରୁ ଝଟକା ଦେଇଛି କୋଭିଡ୍ । କରୋନା ଯୋଗୁଁ ରାଜ୍ୟକୁ ଆସୁ ନାହାନ୍ତି ପର୍ଯ୍ୟଟକ । ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୯୯ ପ୍ରତିଶତ ଓ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୮୪ ପ୍ରତିଶତ ହ୍ରାସ ପାଇଛି । ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ଏହା ଉପରେ…

ବିଶ୍ୱ ନେତୃତ୍ୱଙ୍କୁ ଆଫଗାନ କ୍ରିକେଟର ରଶିଦ ଖାନଙ୍କ ନିବେଦନ, ଆମକୁ ସଂକଟ ଭିତରେ ମରିବାକୁ ଛାଡି ଦିଆନଯାଉ

କନକ ବ୍ୟୁରୋ : ଏବେ ଆଫଗାନିସ୍ତାନ ସ୍ଥତି ସମ୍ପୂର୍ଣ୍ଣ ଖରାପ ଆଡକୁ ଗତି କରୁଛି । ସେଠାରେ ତାଲିବାନ ଓ ଆଫଗାନ ସରକାର ସୈନ୍ୟଙ୍କ ମଧ୍ୟରେ ଲଢେଇ ଜୋରଦାର ହେଉଛି । ଆଫଗାନର ଅନେକ ଅଞ୍ଚଳ ଏବେ ତାଲିବାନୀମାନେ କବଜା କରିନେଇଛନ୍ତି । ଏହାସହ ଏବେ ଆଫଗାନିସ୍ତାନର ରାଜଧାନୀ ଦଖଲ କରିବାକୁ ତାଲିବାନ…

ଜଳବାୟୁ ପରିବର୍ତ୍ତନକୁ ନେଇ ଆସିଲା ସାଂଘାତିକ ରିପୋର୍ଟ । ଶତାବ୍ଦୀର ଶେଷ ସୁଦ୍ଧା ପାଣିରେ ବୁଡିଯିବ ଭାରତର ୧୨ ସହର,…

କନକ ବ୍ୟୁରୋ :   ପାଣିରେ ବୁଡି ଯିବ ପାରାଦୀପ ସହର । ଜଳବାୟୁ ପରିବର୍ତନ ନେଇ ଆନ୍ତଃ-ସରକାର ପ୍ୟାନେଲ, ଆଇପିସିସି ଏହି ସାଂଘାତିକ ତଥ୍ୟ ଦେଇଛି । ଜଳବାୟୁ ପରିବର୍ତନ ଯୋଗୁଁ ସମୁଦ୍ର ପତନ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏହି ପ୍ରକ୍ରିୟା ଜାରି ରହିଲେ ଶତାବ୍ଦୀରେ ଶେଷ ସୁଦ୍ଧା ପାରାଦୀପ…

କରୋନାର କରୁଣ କାହାଣୀ । ସ୍ୱାମୀ ଚାଲିଗଲେ, ସଂସାର ଉଜୁଡିଗଲା । ଏବେ ୩ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ମୀନାରାଣୀ ।

କନକ ବ୍ୟୁରୋ :  କେନ୍ଦ୍ରାପଡ଼ା ବ୍ଲକ୍ କୁତରଙ୍ଗ ଗ୍ରାମର ଚନ୍ଦ୍ରମଣି ଦାସ। ରାଜ୍ୟ ବାହାରେ ଯାଇ ଶ୍ରମିକ ଭାବେ କାମ କରୁଥିଲେ। କେତେବେଳେ ଆନ୍ଧ୍ରପ୍ରଦେଶ ତ ଆଉ କେତେବେଳେ ସୁରଟରେ ଦିନ କାଟୁଥିଲେ। ଯାହା ରୋଜଗାର କରୁଥିଲେ, ସେହିଥିରେ ସ୍ତ୍ରୀ ଓ ତିନି ଝିଅ ଦୁଃଖେକଷ୍ଟେ ଚଳୁଥିଲେ। ଗଲା…

କରୋନା କମିନି, ଏବେ ବି ଦେଶର ୩୭ ଜିଲ୍ଲାରେ ବଢିଚାଲିଛି ସଂକ୍ରମଣ । କେରଳରେ ଲକ୍ଷେ ପାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା…

କନକ ବ୍ୟୁରୋ :  ଦେଶରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ୪୪ଟି ଜିଲ୍ଲାରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଏହି ଜିଲ୍ଲାଗୁଡ଼ିକରେ ସାପ୍ତାହିକ ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ରହିଛି । ବିଶେଷ କରି ୩୭ଟି ଜିଲ୍ଲାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ…

କରୋନା କାଳରେ କେମିତି ହେବ ପାଠପଢା ଓ ପରୀକ୍ଷା? ନୂଆ ପଦ୍ଧତି ଜାରି କଲା ମାଧ୍ୟମିକ  ଶିକ୍ଷା ପରିଷଦ । 

କନକ ବ୍ୟୁରୋ : କରୋନା  ପାଇଁ ଗତବର୍ଷ ସ୍କୁଲ ମାନଙ୍କରେ ପରୀକ୍ଷା ବାତିଲ ହୋଇଯାଇଥିଲା  । ଏହାପରେ ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶ କରାଗଲା   । ତେବେ ଆଗକୁ ଯେପରି ଏଭଳି ଅସୁବିଧା ନଉପୁଜେ ସେଥିପାଇଁ ନୂଆ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ କରିବାକୁ…