Daily Archives

August 6, 2021

ସଫଳ ହେଲା ଦ୍ୱାଦଶ ପର୍ଯ୍ୟାୟ ବୈଠକ, ପୂର୍ବ ଲଦାଖର ଗୋଗ୍ରା ଶୀଖରରୁ ପଛକୁ ହଟିଲେ ଉଭୟ ଦେଶର ସେନା

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ନେଇ ଦ୍ୱାଦଶ ପର୍ଯ୍ୟାୟ ବୈଠକର ସଫଳତା ଏବେ ଦେଖିବାକୁ ମିଳିଛି । ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଏବେ ଉଭୟ ଦେଶର ସେନା ପୂର୍ବ ଲଦାଖର ଗୋଗ୍ରା ଶୀଖର ଅଞ୍ଚଳରୁ ପଛକୁ ହଟିଛନ୍ତି । ଏହାସହ ଉଭୟ ଦେଶର ସେନା ଦ୍ୱାରା ସେଠାରେ…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନପାଇଲେ ୮ ବର୍ଷର ଓଡିଆ ପୁଅ ଆହାନ୍ । ଇଂରାଜୀ ଭାଷାରେ ଗଳ୍ପ ସଙ୍କଳନ କରି ସାଉଁଟିଲେ…

କନକ ବ୍ୟୁରୋ: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର କୁନି ଲେଖକ ଆହାନ୍ । ନିଜର ଉଚ୍ଚକୋଟୀର ଲେଖା ପାଇଁ ମାତ୍ର ୮ବର୍ଷ ବୟସରେ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସେ ସ୍ଥାନ ପାଇଛନ୍ତି । ଇଂରାଜୀ ଭାଷାରେ ସେ ଲେଖିଥିବା ହ୍ୱେନ ୟୁ ଟ୍ରାଏ , ୟୁ କେନ୍ ଫ୍ଲାଏ ତାଙ୍କୁ ସଫଳତା ଆଣି…

ଅନାଥ ଭାଇ-ଭଉଣୀଙ୍କୁ ସାହା ହୁଅନ୍ତୁ ସରକାର । ବାପା-ମାଆଙ୍କ ମୃତ୍ୟୁ ପରେ ପର ଘରେ କାମ କରି ପେଟ ପୋଷୁଛନ୍ତି ରୁବି ଓ…

କନକ ବ୍ୟୁରୋ: ଯେତେବେଳେ ପିଲାଙ୍କ ମୁଣ୍ଡ ଉପରୁ ବାପା-ମାଆଙ୍କ ହାତ ହଟିଯାଏ, ସେମାନେ ହତବାକ୍ ହୋଇଯାଆନ୍ତି । ସେମାନଙ୍କ ଦୁନିଆରେ ଘନ ଅନ୍ଧାର ଘୋଟିଯାଏ, ଆଗକୁ କେମିତି ବଢିବେ, କଣ କରିବେ କିଛି ବାଟଘାଟ ପାଆନ୍ତି ନାହିଁ । ଠିକ୍ ସେମିତି ଏବେ ବାଟବଣା ହୋଇ ଯାଇଛନ୍ତି ଢେଙ୍କାନାଳ ଜିଲ୍ଲା…

ଶିକ୍ଷା ପାଇଁ କୋରାପୁଟ ଜିଲ୍ଲାକୁ ମିଳିଲା ସଫଳତା । ନୀତି ଆୟୋଗଙ୍କ ଆକାଂକ୍ଷା ରାକିଙ୍ଗ୍ ତାଲିକରେ ପ୍ରଥମ ସ୍ଥାନ ପାଇଲା…

କନକ ବ୍ୟୁରୋ: ଶିକ୍ଷା କ୍ଷେତ୍ରରେ ବେଶ ଆଗକୁ ବଢିଛି କୋରାପୁଟ ଜିଲ୍ଲା । ନୀତି ଆୟୋଗର ଶ୍ରେଷ୍ଠ ୫ଟି ଆକାଂକ୍ଷା ଜିଲ୍ଳା ତାଲିକାର ଶୀର୍ଷରେ ରହିଛି ପଛୁଆ ଅଞ୍ଚଳ ଭାବେ ପରିଚିତ କୋରାପୁଟ ଜିଲ୍ଳା । ଜୁନ ୨୦୨୧ ସୁଦ୍ଧା ଶିକ୍ଷା କ୍ଷେତ୍ରରେ ସର୍ବାଧିକ ଉନ୍ନତି କରିଛି କୋରାପୁଟ । ଜିଲ୍ଳାରେ…

ଏଣିକି ଟୟ ଟ୍ରେନରେ ବସି ନନ୍ଦନକାନନ ବୁଲିପାରିବେ ପର୍ଯ୍ୟଟକ । ସୋମବାରରୁ ଶୁକ୍ରବାର ସକାଳ ସାଢେ ୭ରୁ ଅପରାହ୍ନ ସାଢେ…

କନକ ବ୍ୟୁରୋ: ଏଣିକି ଟ୍ରେନରେ ବସି ନନ୍ଦନକାନନର ମଜା ନେବେ ପର୍ଯ୍ୟଟକ । ଖୁବଶୀଘ୍ର ନନ୍ଦନକାନନରେ ଗଡିବ ଟୟ ଟ୍ରେନ୍ । ବହୁ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଏହି ଟୟ ଟ୍ରେନ୍ ଗଡିବ । ଯେଉଁଥିରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ମଧ୍ୟ ବସିବାର ସୁବିଧା କରାଯାଇଛି । ତେବେ ଏବେ ଟୟ ଟ୍ରେନର ଟ୍ରାଏଲ…

୨୧ ବର୍ଷ ହେଲା ନିର୍ମାଣ ହୋଇ ପାରୁନି ଅନୁଗୁଳ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ । ୨୦୦୦ ମସିହାରୁ ସରିଛି ସର୍ଭେ ।…

କନକ ବ୍ୟୁରୋ: ଚାଷ ଜମିରେ ପାଣି ପହଞ୍ଚାଇବା ପାଇଁ ଅନୁଗୁଳ ଜିଲ୍ଲାର ବନ୍ତଳା କରଡାସିଙ୍ଗରେ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯାଉଛି । ଚାଷୀଙ୍କ ୩୦ ବର୍ଷର ଦାବି, ହିଡିସିଙ୍ଗ କୃଷକ ମହାସଂଘର ଆନ୍ଦୋଳନ ପରେ ପ୍ରକଳ୍ପ କାମ ଆରମ୍ଭ ହୋଇଛି, ହେଲେ ଏହାରି ଭିତରେ ୨୧ ବର୍ଷ ବିତି ଯାଇଥିଲେ…