Daily Archives

July 21, 2021

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ପଛୁଆ ବର୍ଗ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲା ବିଜେଡି । କହିଲା, ଏଭଳି…

କନକ ବ୍ୟୁରୋ: ପଛୁଆ ବର୍ଗ ବିଲକୁ ନେଇ ମନ୍ତବ୍ୟ ଦେବା ପରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ସେ କହିଛନ୍ତି, ପୃଥୀରାଜ ହରିଚନ୍ଦନ ଓଡ଼ିଶା ବିଧାନସଭାର ସଦସ୍ୟ ନୁହଁନ୍ତି । ତେଣୁ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ପାଇଁ ତାଙ୍କରି…

ୟୁପି :ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର । ଜୁଲାଇ ୩୦ ରେ ୯ ଟି ମେଡିକାଲ କଲେଜର କରିବେ…

କନକ ବ୍ୟୁରୋ :  ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିବାସୀଙ୍କୁ ପ୍ରଧାନମନ୍ତ୍ରୀ ବଡ ଉପହାର ଦେବାକୁ ଯାଉଛନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଜୁଲାଇ ୩୦ ତାରିଖରେ ୟୁପିର ୯ ଟି ମେଡିକାଲ କଲେଜକୁ ଲୋକାର୍ପଣ କରିବେ । ଏନେଇ ସିଦ୍ଧାର୍ଥନଗର ଠାରେ ପ୍ରସ୍ତୁତି ଚାଲିଛି । ଆଗାମୀ ଦୁଇଦିନ…

ମହାରାଷ୍ଟ୍ର ମହାବିକାଶ ଅଗାଡି ମେଣ୍ଟରେ ଫାଟ । ପୌର ଓ ପଞ୍ଚାୟତ ନିର୍ବାଚନରେ ଏକାକୀ ଲଢିବ କଂଗ୍ରେସ

କନକ ବ୍ୟୁରୋ : କଂଗ୍ରେସର ଅନ୍ୟନାମ ପାଲଟୁଛି କନ୍ଦଳ । ପଞ୍ଜାବ, ରାଜସ୍ଥାନ ଓ ମଣିପୁରରେ ଦଳ ଭିତରେ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପୁଣି ମହାରାଷ୍ଟ୍ରରେ ବି ମେଣ୍ଟ ଭିତରେ କଂଗ୍ରେସ କନ୍ଦଳ ସୃଷ୍ଟି କରିବାକୁ ଚେଷ୍ଟା କରିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ଓ୍ବାର୍ଣ୍ଣିଂ ଜାରି କରି ସତର୍କ…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କଟକ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି, ବାଲେଶ୍ବର, କନ୍ଧମାଳ, ଯାଜପୁର,…

କେନ୍ଦ୍ର ବିରୋଧରେ ମମତାଙ୍କ ଅଭିଯୋଗ, “ବିରୋଧୀଙ୍କ ସ୍ୱର ଚପାଇବାକୁ କରାଯାଉଛି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର”

କନକ ବ୍ୟୁରୋ : ତୃଣମୂଳ ଶହିଦ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଅବସରରେ ଏକ ଭର୍ଚୁଆଲ ସଭାରେ ମମତା କହିଛନ୍ତି କି ଦେଶବାସୀଙ୍କ ଆର୍ଶିବାଦ ଓ ପଶ୍ଚିମବଙ୍ଗବାସୀଙ୍କ ଭୋଟ ମୋତେ ପୁଣିଥରେ ଲୋକଙ୍କ ସେବା କରିବାକୁ ନିର୍ବାଚିତ କରିଛନ୍ତି ।…

ପିଡିଏସ୍ ବଣ୍ଟନରେ ହେରଫେର୍ ଅଭିଯୋଗ ଆଣି ବର୍ଷିଲା ବିଜେପି । କହିଲା, ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ…

କନକ ବ୍ୟୁରୋ: ରାଜ୍ୟରେ ପିଡିଏସ୍ ବଣ୍ଟନରେ ହେରଫେର୍ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ ହିତାଧିକାରୀ ଥିବା ଅଭିଯୋଗ ଆଣିଛନ୍ତି ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ତେବେ ଏହି ଭୂତ ହିତାଧିକାରୀ କିଏ ତାର ଜବାବ…