Daily Archives

July 20, 2021

ଅଲିମ୍ପିକ୍ସ ଯିବା ପାଇଁ ବନ୍ଧା ପକେଇଦେଇଥିଲେ ନିଜ ଘର, ଆଉ ଭାରତ ପାଇଁ ଜିତିଥିଲେ ପ୍ରଥମ ଅଲିମ୍ପିକ୍ସ ପଦକ । ସ୍ୱାଗତ…

କନକ ବ୍ୟୁରୋ: ଅଲିମ୍ପିକ୍ସରେ ସବୁବେଳେ ବିଦେଶୀ ଖେଳାଳି ଜଲୱା ଦେଖିବାକୁ ମିଳିଥାଏ । ଆମେରିକା, ସ୍ୱିଡେନ, ଇଟାଲି ଓ ଜାପାନ ଭଳି ଦେଶର ଖେଳାଳିମାନେ ପଦକ ଜିତିବାରେ ଖୁବ ମାହିର ଅଟନ୍ତି । ହେଲେ ଏହାରି ଭିତରେ ବି ଅଲମ୍ପିକ୍ସରେ ଇତିହାସ ରଚିଥାନ୍ତି ଭାରତୀୟ ଖେଳାଳି । ଆଜି ଆମେ ଅଲମ୍ପିକ୍ସର…

ଅଭିଯୋଗକୁ ମୋଡ଼ିଦେଲେ ଏସିଏଫ ସୌମ୍ୟରଂଜନଙ୍କ ପତ୍ନୀ : ବିଦ୍ୟାଭାରତୀ କହିଲେ, ଅନ୍ୟ ଜଣେ ଝିଅ ସହ ସ୍ୱାମୀଙ୍କ ଥିଲା…

କନକ ବ୍ୟୁରୋ : ଏସିଏଫ ସୌମ୍ୟରଂଜନଙ୍କ ପରିବାର ଯେଉଁ ଅଭିଯୋଗ ସବୁ ଆଣୁଥିଲେ ଆଜି ତାର ମୋଡ ବଦଳାଇ ଦେଇଛନ୍ତି ପତ୍ନୀ ବିଦ୍ୟା ଭାରତୀ । ସ୍ୱାମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ବିଦ୍ୟା କହିଛନ୍ତି, ଅନ୍ୟ ଜଣେ ଝିଅ ସହ ତାଙ୍କ ସମ୍ପର୍କ ଥିଲା । ସୌମ୍ୟ ଥରେ ଫୋନରେ କଥା ହେଉଥିବା ବେଳେ…

ବାହୁଡିଲେ ମହାବାହୁ : ଘଣ୍ଟ ବାଜିଲା, ଡାହୁକ ଡାକ ଦେଲା, କଳାଗୋସାଇଁର ନନ୍ଦିଘୋଷ ଗଡିଲା

କନକ ବ୍ୟୁରୋ : ଚଳଚଂଚଳ ଶ୍ରୀକ୍ଷେତ୍ର । ନଅ ଦିନର ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡି ଯାଉଛନ୍ତି କାଳିଆ ସାଆନ୍ତ । ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ ଯାଏଁ, ସମସ୍ତେ ନିଜ ନିଜ ସେବାରେ ବ୍ୟସ୍ତ । ପ୍ରଭୁଙ୍କ ଏହି ମାନବୀୟ ଲୀଳା, ଦୂରରୁ ଥାଇ ଟିଭି ମାଧ୍ୟମରେ ଦେଖୁଛନ୍ତି ଭକ୍ତ ।…

ଗଡିଲା ‘ଦେବଦଳନ’ : ତାଳଧ୍ୱଜ ପରେ ଶ୍ରୀମନ୍ଦିର ଅଭିମୁଖେ ଗଡିଲା ହଦଳୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ପଛେ ପଛେ ଗଡିଲା ଦେବୀ ସୁଭଦ୍ରା ଦେବଦଳନ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଂଖଳିତ ଭାବେ ଶେଷ ହୋଇଛି । ତେବେ…

ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା । ଗଡିଲା ଶ୍ରୀବଳଭଦ୍ରଙ୍କ ରଥ । ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି ସେବାୟତ

କନକ ବ୍ୟୁରୋ : ପହଣ୍ଡି ପରେ ସରିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି ।  ଆଉ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା । ବିଶ୍ୱରେ କରୋନା ମହାମାରୀ ଭିତରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡାଯାତ୍ରା । ନବଦିନାତ୍ମକ…

ବାପା, ଝିଅଙ୍କ କଥାରେ ରହୁନି ତାଳମେଳ : ସୌମ୍ୟରଂଜନଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣୁଛନ୍ତି ବିଦ୍ୟାଭାରତୀ; ସେପଟେ…

କନକ ବ୍ୟୁରୋ : ଯେତିକି ଦିନ ଗଡୁଛି, ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ରହସ୍ୟ ସେତେ ବଢୁଛି ।  ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରଶ୍ନ ଅନେକ ଆସୁଛି ହେଲେ ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । କେମିତି ହେଲା ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପୂରା ଘଟଣା । ମୃତ୍ୟୁର ବଳୟ…