Daily Archives

July 20, 2021

ଶାନ୍ତିଶୃଙ୍ଖଳାରେ ସରିଲା ମହାପ୍ରଭୁଙ୍କ ବାହୁଡାଯାତ୍ରା । ସିଂହଦ୍ୱାରରେ ଲାଗିଲା ତିନି ରଥ । ରାସ୍ତାରେ ମାଉସୀଘରେ…

କନକ ବ୍ୟୁରୋ: ସରିଲା ଶ୍ରୀଜିଉଙ୍କ ନଅଦିନର ଗୁଣ୍ଡିଚାଯାତ୍ରା । ଜନ୍ମବେଦୀରେ ଲୀଳାଖେଳ ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିଛନ୍ତି ଶ୍ରୀଜିଉ । ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ଧାଡି ପହଣ୍ଡି  । ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି…

କଟକ ବଡ ଡାକ୍ତରଖାନା ହେବ ଇକମୋ ଚିକିତ୍ସାର ନୂତନ ହବ୍ । ଲାଗିବ ୯ଟି ଇକମୋ ମେସିନ । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦେବା…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ପ୍ରକୋପରେ ଅଣନିଶ୍ୱାସୀ ହୋଇପଡିଥିଲା ଓଡିଶା । ଆଉ ରାଜ୍ୟରେ ଶଯ୍ୟା ଆଇସିୟୁ, ଭେଂଟିଲେଟର ଅଭାବ ଭଳି ସମସ୍ୟା ଠାରୁ ବଳି ଯାଇଥିଲା ଇକମୋ ଚିକିତ୍ସାର ଅଭାବ । ଓଡିଶାରେ ଇକମୋ ଚିକିତ୍ସା ସମ୍ଭବପର ହେଉନଥିବାରୁ ଅନେକ ରୋଗୀଙ୍କୁ ଏୟାରଲିଫ୍ଟ କରାଯାଉଥିଲା ।…

ଓଡିଶାରେ ଟିକା ନେବା ପରେ କେତେ ଜଣଙ୍କୁ ହୋଇଛି କରୋନା? ପଢନ୍ତୁ କଣ କହୁଛି ତଥ୍ୟ ।

କନକ ବ୍ୟୁରୋ: ବର୍ତମାନ ସୁଦ୍ଧା ଓଡିଶାରେ ୧କୋଟି ୪୪ ଲକ୍ଷ ଡୋଜ ଟିକାକରଣ କରାଗଲାଣି । କରୋନାକୁ ପ୍ରତିହତ କରିବାରେ ଟିକା ହେଉଛି ଏକ ବଡ ଅସ୍ତ୍ର । ହେଲେ ଟିକା ନେବା ପରେ ବି କରୋନା ସଂକ୍ରମଣର ଖବର ଆସୁଛି । ଅବଶ୍ୟ ଏ ସଂଖ୍ୟା କମ ରହିଛି । ଟିକା ନେଇ ବର୍ତ୍ତମାନ ସୁଦ୍ଧା ୧୮, ୮୦୫ ସଂକ୍ରମିତ…

ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କଲା ପୋଲିସ । ଗଣମାଧ୍ୟମକୁ ପତ୍ନୀ କହିଲେ, ଅନ୍ୟ ଯୁବତୀଙ୍କ ସହ…

କନକ ବ୍ୟୁରୋ: ଦିନ ଗଡିବା ସହ ମୃତ ଏସିଏଫ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଥିବା କଳି ପଦାକୁ ଆସୁଛି । ଧିରେ ଧିରେ ସ୍ପଷ୍ଟ ହେଉଛି ଏହି ନବବିବାହିତା ଯୋଡିଙ୍କ ବାହାଘରକୁ ମାତ୍ର ଅଳ୍ପକିଛି ମାସ ହୋଇଥିଲେ ବି ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନଥିଲା । ଉଭୟ ପରସ୍ପରକୁ ସନ୍ଦେହ…

ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଲେ ଆଇସିଏମଆର ଡିଜି । କହିଲେ, ଭୂତାଣୁ ସହ ଠିକ୍ ମୁକାବିଲା…

କନକ ବ୍ୟୁରୋ: ଦେଶରେ ସିରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ବଡ ସୂଚନା । ଦେଶରେ ପ୍ରାଇମେରୀ ସ୍କୁଲ ଖୋଲିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ଆଇସିଏମଆର ଡିଜି । ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆବ ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ବୟସ୍କଙ୍କ ତୁଳନାରେ…

ଭୁବନେଶ୍ୱର-ଚହଲଙ୍କ କମାଲ । ୨୭୫ ରନ କଲା ଶ୍ରୀଲଙ୍କା । ଭାରତ ଆଗରେ ୨୭୬ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ କମାଲ ଦେଖାଇଛନ୍ତି ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ୱର କୁମାର । ଉଭୟ ୩ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଫଳରେ ୨୭୫ ରନରେ ସୀମିତ ରହିଛି ଶ୍ରୀଲଙ୍କା ଦଳ । ଏବେ ଭାରତ ଆଗରେ ୨୭୬ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚକୁ ଜିତିବାକୁ…