Daily Archives

July 19, 2021

କରୋନାରେ ଏବେ କମ ରୋଗୀ ଯାଉଛନ୍ତି ହସପିଟାଲ୍ । ହେଲେ ଭେଣ୍ଟିଲେଟର ଓ ଆଇସିୟୁରେ ଅଛନ୍ତି ଅଧିକ ରୋଗୀ । ୩୩ ପ୍ରତିଶତ…

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ସଂକ୍ରମଣ କମିବା ପରେ ସ୍ୱାଭାବିକ ଭାବେ ହସ୍ପିଟାଲ ଉପରେ ଚାପ କମିଛି । ହେଲେ ହସ୍ପିଟାଲରେ ଥିବା ଅଧିକାଂଶ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଚିନ୍ତା ବଢାଇ ଦେଇଛି । ମେଡିକାଲରେ ଭର୍ତି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୩…

ବଢ଼ୁଛି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁର ରହସ୍ୟ । ପତ୍ନୀଙ୍କ ସହ ସଂପର୍କ ନରଖିବା ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ହୋଇଥିଲା…

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଆହୁରି ରହସ୍ୟ ମୟ ହେବାରେ ଲାଗିଛି । ସୌମ୍ୟଙ୍କର ମୃତ୍ୟୁ ଯେମିତି ବି ହେଉନା କାହିଁକି ତାଙ୍କ ପତ୍ନୀଙ୍କ ସହ ତାଙ୍କର ବୈବାହିକ ଠିକ୍ ଠାକ୍ ନଥିଲା, ଏହା ଧିରେ ଧିରେ ସାମନାକୁ ଆସିବାରେ ଲାଗିଛି । ଏପରିକି…

ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ୨୧ ତାରିଖ ରାତି ୮ଟା ଯାଏଁ କଟକଣା ଜାରି ।

କନକ ବ୍ୟୁରୋ: ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ୨୧ ତାରିଖ ରାତି ୮ଟା ଯାଏଁ ଏହି କଟକଣା ଜାରି ରହିବ । ବାହୁଡା ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ଲାଗୁ ହୋଇଛି । ସେହିପରି ରଥଯାତ୍ରା ସମୟରେ ମଧ୍ୟ ପୁରୀ ସହରରେ କର୍ଫ୍ୟୁ ଜାରି ହୋଇଥିଲା । ଏହି ସମୟରେ ଲୋକମାନେ ଘରୁ…

ଆର୍ଶୀବାଦ ଯୋଜନାରେ ସାମିଲ ହେବା ପାଇଁ ୮ ହଜାର ୩୦୦ ପିଲା କରିଛନ୍ତି ଆବେଦନ  । ଉଠିଲା ପ୍ରଶ୍ନ, ଯଦି ବାପାମାଆଙ୍କୁ…

କନକ ବ୍ୟୁରୋ: ରାଜ୍ୟରେ ଗତ ବର୍ଷକ ଭିତରେ ୮ ହଜାର ୩୦୯ ଜଣ ଶିଶୁ ଅନାଥ ହୋଇଛନ୍ତି । କିଏ ଉଭୟ ବାପା ମାଆଙ୍କୁ ହରାଇଛନ୍ତି ତ ଆଉ କିଏ କେବଳ ବାପା କିମ୍ବା ମାଆଙ୍କୁ ହରାଇଛନ୍ତି । ରାଜ୍ୟ ସହରକାରଙ୍କ ଆଶିର୍ବାଦ ଯୋଜନାରେ ସାମିଲ ହେବାକୁ ହେଉଥିବା ଆବେଦନରୁ ଏଭଳି ଚକିତ କଲା ଭଳି ତଥ୍ୟ ସାମ୍ନାକୁ…

ପ୍ରତିରକ୍ଷା ଜମି ଉପରେ ସରକାରଙ୍କ ନଜର । ୨୫୦ ବର୍ଷ ତଳର ପ୍ରତିରକ୍ଷା ଜମି ନୀତିରେ ସଂସ୍କାର ଆଣିବେ ମୋଦୀ ସରକାର

କନକ ବ୍ୟୁରୋ : ଦେଶରେ ୨୫୦ ବର୍ଷ ଧରି ଅର୍ଥାତ ବ୍ରିଟିସ ଅମଳରୁ ପ୍ରଚଳିତ ହେଉଥିବା ପ୍ରତିରକ୍ଷା ଜମି ନୀତିରେ ସଂସ୍କାର ଆଣିବାକୁ ମୋଦୀ ସରକାର ଯୋଜନା କରିଛନ୍ତି । ଏଭଳି ଆଇନ ବଳରେ ପ୍ରତିରକ୍ଷା ବିଭାଗ ପାଇଁ କିଣାଯାଇଥିବା ଜମିରେ ସାର୍ବଜନୀନ ପ୍ରକଳ୍ପ କିମ୍ବା ଅନ୍ୟାନ୍ୟ ଅଣ-ସାମରିକ…

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ୩୫ହଜାର ହେକ୍ଟର ଜମି…

କନକ ବ୍ୟୁରୋ: ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ହେଉଛି ଜୀବନରେଖା ।…