Daily Archives

July 19, 2021

ପେଗାସସ୍ ସ୍ପାଏ ମାମଲା : ରାହୁଲ ଗାନ୍ଧୀଙ୍କ ଫୋନ କଲ ରେକର୍ଡକୁ ନେଇ ସରକାରଙ୍କୁ କଂଗ୍ରେସର ଭତ୍ସନା । ଗୃହମନ୍ତ୍ରୀଙ୍କ…

କନକ ବ୍ୟୁରୋ : ପେଗାସସ୍ ସ୍ପାଏର ଫୋନ ଟେପିଂ ମାମଲାକୁ ନେଇ ସୋମବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜୱାଲା କହିଛନ୍ତି କି ମୋଦୀ ସରକାର ରାହୁଲ ଗାନ୍ଧୀଙ୍କ ସହ ନିଜ ମନ୍ତ୍ରୀମଣ୍ଡଳର ବିଭିନ୍ନ ମନ୍ତ୍ରୀଙ୍କ ଫୋନ କଲ ଟ୍ୟାପିଂ କରାଇଛନ୍ତି ।…

ଖୁସିର ପରିବାରରେ ବସା ବାନ୍ଧିଛି ଦୁଃଖ । ବିବାହ ଦୁଇ ବର୍ଷରେ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ ଗୁରୁତର କିଡନୀ…

କନକ ବ୍ୟୁରୋ: କଥାରେ କୁହନ୍ତି ଦୁଃଖ ଯେତେବେଳେ ଆସେ ସାଥିରେ ସାହିପଡିଶାଙ୍କୁ ନେଇ ଆସେ । ଏଇ ଯେମିତି ଦୁଃଖ ଏବେ ବାପିନଙ୍କ ଘରେ ବସା ବାନ୍ଧିଛି । ବିବାହର ଦୁଇ ବର୍ଷ ପରେ ଗୁରୁତର କିଡନୀ ରୋଗରେ ପୀଡିତ ବାପିନ ଜେନା । ଶାରିରୀକ ଅସୁସ୍ଥା ଯୋଗୁଁ ପାନ ଦୋକାନ ଖୋଲି ପାରୁନାହାନ୍ତି ବାପିନ ।…

କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛି ଅସ୍ତ୍ର । ୬-୧୨ ବର୍ଷର ପିଲାମାନଙ୍କ ଠାରେ କୋଭାକ୍ସିନର ଦ୍ୱିତୀୟ ଖୋରାକ…

କନକ ବ୍ୟୁରୋ : କରୋନା ସଂକ୍ରମଣର ତୃତୀୟ ଲହର ଆସୁଥିବା ନେଇ କେନ୍ଦ୍ର ସରକାର ଚେତାବନୀ ଦେଇ ସାରିଛନ୍ତି । ଏହାରି ଭିତରେ ଛୋଟ ପିଲାମାନଙ୍କ ଟିକା ଦେବା ନେଇ ପ୍ରସ୍ତୁତ ଜୋରଦାର କରିଛନ୍ତି ଟିକା ନିର୍ମାତା କମ୍ପାନୀ ମାନେ । ଏହି କ୍ରମରେ ଭାରତ ବାୟୋଟେକ ଜୁନ ମାସରୁ ଛୋଟ ପିଲାମାନଙ୍କୁ ଟିକା…

ସରକାରଙ୍କ ବାରଣ ସତ୍ୱେ ବୋଲବମ୍ ଗଲେ କାଉଡିଆ । ବାଲେଶ୍ୱରରେ କଟକଣା ନମାନି ଶ୍ରବଣ ପ୍ରଥମ ସୋମବାରରେ ମହାଦେବଙ୍କ ପାଖରେ…

କନକ ବ୍ୟୁରୋ: ବାରଣ ସତ୍ୱେ ବୋଲବମ୍ ଗଲେ କାଉଡିଆ । କରୋନା ସଂକ୍ରମଣ ଯୋଗୁଁ ବୋଲବମ୍ ନଯିବା ପାଇଁ ସରକାର ମନା କରିଥିବା ବେଳେ ଶ୍ରାବଣ ମାସ ପ୍ରଥମ ସୋମବାରରେ ଶିବଙ୍କ ପାଖରେ ଜଳାଭିଷେକ କରିଛନ୍ତି କାଉଡିଆ । ବାଲେଶ୍ୱର ସୋର ଥାନା ମାଣିପୁର ଗାଁରେ ପାଣି ଢାଳିଛନ୍ତି କାଉଡିଆ । କରୋନା ପାଇଁ…

ବାହୁଡା ଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନର ବଡ ପ୍ରସ୍ତୁତି । ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ…

କନକ ବ୍ୟୁରୋ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡାଯାତ୍ରା । ଆଜି ରାତି ୮ଟାରୁ ୨୧ ତାରଖ ରାତି ୮ଟା ଯାଏଁ ପୁରୀ ଜାରି ହେବ କର୍ଫ୍ୟୁ । ନିଳାଦ୍ରୀ ଭକ୍ତ ନିବାସରେ ବସିଥିଲା ବୈଠକରେ ମହାବାହୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ଜେଲରେ ଥିବା ୪୨୦ ଠିକାଦାର ବିରୋଧରେ ଲମ୍ବିଲା ଅଭିଯୋଗ ଫର୍ଦ୍ଦ । ଗରିବଙ୍କ ଆବାସ ଗୃହ ହଡ଼ପ ଅଭିଯୋଗରେ ରୁଜୁ ହେଲା ଆଉ ୮…

କନକ ବ୍ୟୁରୋ: ବଢିଲା ଜେଲରେ ଥିବା ୪୨୦ ଠିକାଦାରଙ୍କ ଅଡୁଆ  । ଗରିବଙ୍କ ଆବାସ ଗୃହ ହଡ଼ପ ଅଭିଯୋଗରେ ରୁଜୁ ହୋଇଛି ଆଉ ୮ ଟି ମାମଲା । ଗରିବ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଅଭିଯୋଗରେ ଜୁଲାଇ ୧୦ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟର ୪୨୦ ଠିକାଦାର ସଂଜୀବ…