Daily Archives

July 18, 2021

ସୁନ୍ଦରଗଡରେ କରୋନାର “ଆର-ଭ୍ୟାଲୁ”କୁ ନେଇ ଆଶଙ୍କା । ନୂଆ ଗଣିତ କହୁଛି, ଜିଲ୍ଲାରେ ସବୁଠୁ ଅଧିକ ସଂକ୍ରମଣ କ୍ଷମତା,…

କନକ ବ୍ୟୁରୋ : କରୋନା ସଂକ୍ରମଣ କ୍ଷମତାକୁ ନେଇ ଓଡିଶାର ସୁନ୍ଦରଗଡ ଜିଲ୍ଲାରୁ ଆସିଛି ଚିନ୍ତାଜନକ ଖବର । ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ସୂଚନା ଅନୁସାରେ ସୁନ୍ଦରଗଡରେ ଆର ଭାଲ୍ୟୁ ୧ ଉପରେ ରହିଛି । ଆର ଭ୍ୟାଲୁ ବଢ଼ିବା, ସଂକ୍ରମଣ ବଢିବାର ସଂକେତ । ତେଣୁ ସୁନ୍ଦରଗଡରେ ଏହା କରୋନାର ତୃତୀୟ…

ପଖାଳକୁ ନେଇ ବଢିଲା ବିବାଦ । ଓଡି଼ଶାର ସଂସ୍କୃତିପ୍ରେମୀ କହିଲେ, ରସଗୋଲା ପରେ ପଖାଳକୁ ବି ନେଇଯିବ ପଶ୍ଚିମବଙ୍ଗ । 

କନକ ବ୍ୟୁରୋ : ପଖାଳକୁ ନେଇ ନୂଆ ବିବାଦ ଦେଖା ଦେଇଛି । ଓଡିଆଙ୍କ ପାରମ୍ପରିକ ଖାଦ୍ୟ ପଖାଳକୁ ଏବେ ବିଶ୍ୱ ଦରବାରରେ ପଶ୍ଚିମବଙ୍ଗର ଖାଦ୍ୟ ବୋଲି ପରିଚୟ ଦିଆଯାଉଛି । ଅଷ୍ଟ୍ରେଲିଆର ଏକ ଟିଭି କାର୍ଯ୍ୟକ୍ରମରେ ପଖାଳକୁ ପଶ୍ଚିମବଙ୍ଗର ଖାଦ୍ୟ ବୋଲି କୁହାଯାଇଛି । ତେଣୁ ରସଗୋଲା ପରେ ଏବେ ପଖାଳ…

ମୃତ୍ୟୁପୂର୍ବରୁ ପୁଲିସକୁ କଣ କହିଥିଲେ ଗଜପତି ଏସିଏଫ ସୌମ୍ୟରଞ୍ଜନ ? ଜମାନବନ୍ଦୀର ଆସିଲା ପୂରା ତଥ୍ୟ, ପତ୍ନୀଙ୍କ ସହ…

କନକ ବ୍ୟୁରୋ : ଯେତିକି ଦିନ ଗଡୁଛି, ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ରହସ୍ୟ ସେତେ ବଢୁଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏସିଏଫ ସୌମ୍ୟରଂଜନ ଦେଇଥିବା ମୃତ୍ୟୁପୂର୍ବର ଜମାନବନ୍ଦୀ । ସେଥିରେ ସେ କହିଛନ୍ତି ଅସାବଧାନତାରୁ କିରାସିନ ଢାଳି ହୋଇ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା ।…

ସଂସଦର ମୌସୁମୀ ଅଧିବେଶନ ପାଇଁ ୩୦ଟି ରାଜନୈତିକ ଦଳ ସହ ଆଲୋଚନା କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଆଗରେ ବିଜେଡି ଉଠାଇଲା…

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ତେଲ ଦର ବୃଦ୍ଧି, କରୋନା ମୁକାବିଲାରେ ସରକାରଙ୍କ ବିଫଳତା ଆଦି ପ୍ରସଙ୍ଗକୁ ନେଇ ଏଥର ମୌସୁମୀ ଅଧିବେଶନରେ ଝଡ ଉଠିପାରେ । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ସର୍ବଦଳୀୟ ବୈଠକ ଡକାଇ ୩୦ଟି ରାଜନୈତିକ ଦଳ…

ଆଫଗାନିସ୍ତାନରେ ଟାର୍ଗେଟରେ ଭାରତୀୟ ସମ୍ପତ୍ତି । ତାଲିବାନ ଓ ପାକିସ୍ତାନ ଯୁବକଙ୍କ ନିର୍ଦ୍ଦେଶ ଦେଲା ଆଇଏସଆଇ ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ଅଶାନ୍ତି ଓ ଆକ୍ରମଣ ବୃଦ୍ଧି ସହିତ ସୁରକ୍ଷା ବ୍ୟବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଏବେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ନିଜ ପ୍ରଶିକ୍ଷିତ ଲୋକ  ଏବଂ ତାଲିବାନକୁ ଗତ ୨୦ ବର୍ଷ ମଧ୍ୟରେ ଭାରତ ଦ୍ୱାରା ନିର୍ମିତ କୋଠା ଏବଂ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ ଓ ଦେଓଗଡ଼ ରହିଛି । ଉକ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ…