Daily Archives

July 13, 2021

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ପରେ ନବୀନଙ୍କ କ୍ୟାବିନେଟ୍ ଉପରେ ନଜର । ରଥଯାତ୍ରା ପରେ ହୋଇପାରେ ବଡ଼ଧରଣର…

କନକ ବ୍ୟୁରୋ: ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ବ୍ୟାପକ ଅଦଳବଦଳ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ନେଇ ପାୱ।ର କରିଡରରେ ଚର୍ଚ୍ଚା । ରଥଯାତ୍ରା ସରିବା ପରେ ଯେକୈାଣସି ମୁହୁର୍ତ୍ତରେ ଏହାକୁ କାର୍ଯ୍ୟକାରୀ କରାଯାଇପାରେ । କାହାକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ, କିଏ ଭରସା ହରାଇବ, ନୂଆ…

ବିକଶିତ ରାଷ୍ଟ୍ରରେ ଖୋଲୁଛି ଅର୍ଥନୀତି, ଜୀବିକା ଉପରେ ବଢୁଛି ଗୁରୁତ୍ୱ । ଟିକାକରଣ ବଢ଼ିବା ସହ କମୁଛି କରୋନା ଭୟ

କନକ ବ୍ୟୁରୋ: କରୋନା କେବେ ଯିବ ତାହା କାହାକୁ ଜଣା ନାହିଁ । ଆଉ କେତୋଟି ଲହର ଆସିବ ତାହା ମଧ୍ୟ ଅଜଣା । ଏଭଳି ସ୍ଥିତିରେ ଏହି ଅଦୃଶ୍ୟ ଭୂତାଣୁ ସହ ଏକପ୍ରକାର ବଂଚିବା ନିଶ୍ଚିତ ହୋଇଯାଇଛି । ଏହାକୁ ନଜରରେ ରଖି ଜୀବନ ଓ ଜୀବୀକା ଭିତରେ ସମନ୍ୱୟ ରଖି ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ବିଶ୍ୱର…

ଦେଶରେ କମୁଛି କରୋନା ସଂକ୍ରମଣ, ହେଲେ ବଢୁଛି ମୃତ୍ୟୁ ସଂଖ୍ୟା । ୧୧୮ ଦିନ ପରେ ଚିହ୍ନଟ ହେଲେ ସର୍ବନିମ୍ନ ଆକ୍ରାନ୍ତ ।

କନକ ବ୍ୟୁରୋ : ଦେଶରେ ବଢ଼ିଲା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ହଜାର ୨୦ଜଣ କରୋନା ମହାମାରୀରେ ମୃତ୍ୟୁବରଣ କରିଛନ୍ତି । ସେପଟେ ଦୈନିକ ସଂକ୍ରମଣ ସଂଖ୍ୟା ୧୧୮ ଦିନ ପରେ ସର୍ବନିମ୍ନ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୩୧ ହଜାର ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କମୁଛି…

ବାଦଲ ଫଟା ବର୍ଷାରେ ବେହାଲ ହିମାଚଳପ୍ରଦେଶ । ପାହାଡ ଧସିବାପରେ ଭାଙ୍ଗିଲା ଘର ଦ୍ୱାର, ବନ୍ୟାପାଣିରେ ଭାସିଗଲା ଘର ଓ…

କନକ ବ୍ୟୁରୋ : ବାଦଲ ଫଟା ବର୍ଷା ପରେ ବନ୍ୟାରେ ବେହାଲ ହିମାଚଳ ପ୍ରଦେଶ ବାସିନ୍ଦା । ଅନେକ ସ୍ଥାନରେ ପାହାଡରୁ ମାଟି ଅତଡା ଖସି ରାସ୍ତା ଜାମ୍ ହୋଇଛି । ପୁଣି କେଉଁଠି ନଦୀ ଉପରେ ପୋଲ ଭାସିଯିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଏନଡିଆରଏଫ ଟିମର ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପାହାଡ…

ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ । ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧା ମୂରତି ।

କନକ ବ୍ୟୁରୋ: ଜନ୍ମବେଦୀକୁ ଗୋଟି ପହଁଣ୍ଡିରେ ବିଜେ କରୁଛନ୍ତି ଚତୁର୍ଦ୍ଧା ମୂରତୀ । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯାଉଛନ୍ତି ତିନି ଠାକୁର । ଭାଇ-ଭଉଣୀଙ୍କୁ ସାଥିରେ ଧରି ରତ୍ନବେଦୀରୁ ବାହାରି ଆସିଥିବା ଜଗତର ନାଥ ବିଜେ କରୁଛନ୍ତି ଯଜ୍ଞବେଦୀକୁ । ତିନି ଠାକୁର ଆସିବା ପରେ ଚଳଚଂଚଳ ହୋଇଉଠିଛି…

ଲୋକଙ୍କ ଖାମଖିଆଲି ମନୋଭାବକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟର ଉଦବେଗ । କହିଲେ, ତୃତୀୟ ଲହର ଚେତାବନୀକୁ ଲୋକ ପାଣିପାଗ…

କନକ ବ୍ୟୁରୋ: କରୋନା ସଂକ୍ରମଣ ନେଇ ସପ୍ତାହେ ତଳେ ନିୟମ ଭାଙ୍ଗୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରୁଥିଲା । ଆଉ ଆଜି ତୃତୀୟ ଲହର ଭୟାବହତାକୁ ସାଧାରଣ ଲୋକ କେତେ ହେୟ ଜ୍ଞାନ କରୁଛନ୍ତି ତାର ଅବତାରଣ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହରକୁ ଲୋକ…