Daily Archives

July 10, 2021

କରୋନା କାଳରେ ବାଟ ଦେଖାଇଲା ଛତିଶଗଡ଼ । ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହୋଇପାରେ ମୋହଲ୍ଲା କ୍ଲାସ।

କନକ ବ୍ୟୁରୋ: କରୋନା ସଂକ୍ରମଣ ଭୟରେ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ଫଳରେ ପ୍ରାୟ ଦେଢ଼ ବର୍ଷ ହେବ ବହି ବସ୍ତାନିଠାରୁ ଦୂରେଇ ରହିଛନ୍ତି ଛାତ୍ରଛାତ୍ରୀ । ଏମିତି ସ୍ଥିତିରେ ନୂଆ ବାଟ ଦେଖାଇଛନ୍ତି ଛତିଶଗଡ ସରକାର । ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପାଠକୁ ପହଁଚାଇବା ପାଇଁ ଜାରି ରଖିଛି…

ମାଓ ବିରୋଧୀ ଅପରେସନରେ ଦୁଇ ଆହତ ଯବାନଙ୍କୁ ବୌଦ୍ଧରୁ ଭୁବନେଶ୍ୱର କରାଗଲା ଏୟାରଲିଫ୍ଟ । ପଢନ୍ତୁ, କେମିତି ଘଟିଥିଲା…

କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଭିତରେ ପାଦଚଲା ରାସ୍ତା । ଆଉ ସେହି ରାସ୍ତାରେ ଆହତ ଯବାନଙ୍କୁ କାନେ୍ଧଇ ଆଗେଇ ବଢ଼ି ଚାଲୁଥିଲେ ସାଥୀ ଯବାନ । ରାସ୍ତାର ଅବସ୍ଥା ଏଭଳି ଥିଲା ଯେ, ଗାଡ଼ିମୋଟର ଦୂର କଥା ବାଇକରେ ବସାଇ ଯବାନଙ୍କୁ ଆଣିବା ସଂଭବ ନଥିଲା । କନ୍ଧମାଳ ଗୋଚ୍ଛିପଡ଼ା ଏନକାଉଣ୍ଟର ଘଟଣା ପରେ ୨…

ସଂସଦ ଘେରିବେ ଅନ୍ନଦାତା । ଜୁଲାଇ ୨୨ରୁ ସଂସଦ ନିକଟରେ ୨୦୦ କୃଷକ କରିବେ ବିକ୍ଷୋଭ

କନକ ବ୍ୟୁରୋ : କିଛି ଦିନର ବିରତି ପରେ ପୁଣିଥରେ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ତେଜିବାରେ ଲାଗିଛି । ଏହି କ୍ରମରେ ଏବେ କୃଷକମାନେ ସଂସଦ ନିକଟରେ ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ କହିଛନ୍ତି କି ଜୁଲାଇ ୨୨ ତାରିଖରୁ ୨୦୦ କୃଷକ ସଂସଦ…

ଦିନକ ପରେ ବଡ଼ ଦାଣ୍ଡରେ ଗଡ଼ିବ ରଥ । ବଡଦାଣ୍ଡରୁ ଆସିଲା କାଳିଆ ପ୍ରେମର ୪ଟି ରୋଚକ କାହାଣୀ।

କନକ ବ୍ୟୁରୋ: ସାଆନ୍ତେଙ୍କ ଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । କରୋନା ଯୋଗୁଁ କଟକଣା ଲାଗିଛି ସତ, କିନ୍ତୁ ପରମ୍ପରା ଅତୁଟ ରହିଛି । ଖାଲି ସେତିକି ନୁହେଁ, ଏହି ସମୟରେ ବଡ଼ଦାଣ୍ଡର ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ବିମୋହିତ କରୁଛି । ପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ୩ ରଥ । ଆଉ ଏହାରି ଭିତରେ…

ମହାକାଶରେ ଚମକିବେ ତୃତୀୟ ଭାରତୀୟ ବଂଶୋଦ୍ଭାବ ଶିରିସା ବନ୍ଦଲା

କନକ ବ୍ୟୁରୋ : ଆମେରିକାର ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଭାରତୀୟ ବଂଶୋଦ୍ଭବଙ୍କ ଆଧିପତ୍ୟ ବଢୁଥିବା ବେଳେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବେ ମହାକାଶକୁ ଯାତ୍ରା କରିବେ । ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ଶିରିସା ବନ୍ଦଲା ମହାକାଶକୁ ଯାତ୍ରା କରିବେ ବୋଲି ସୂଚନା ମଳିଛି…

ଏମିତି ସରକାରୀ ସ୍କୁଲ ଦେଖିଲେ ଲାଖିଯିବ ଆଖି । କୋଉ ଘରୋଇ ସ୍କୁଲଠାରୁ କମ ନୁହେଁ ମାଲକାନଗିରିର ଏହି ସ୍କୁଲ ।

କନକ ବ୍ୟୁରୋ: କୋରୋନା କାଳରେ ବିନା ପରିକ୍ଷାରେ ମାଟ୍ରିକ ପରିକ୍ଷା ଫଳ ପ୍ରକଶା ପରେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମଧ୍ୟରେ ଏକ ପ୍ରକାର ବାକ୍ ଯୁଦ୍ଧ ଲାଗି ରହିଛି । ସୋସିଆଲ ମିଡିଆରେ ଆଲୋଚନା ପର୍ଯ୍ୟାଲୋଚନା ଥମିବାର ନାଁ ଧରୁନି । ଏପରି ସ୍ଥିତିରେ ଆଜି ଆମେ ଏମିତି ଏକ ସରକାରୀ ବିଦ୍ୟାଳୟର…