Daily Archives

July 7, 2021

ଆପଣ ବି ଆପଣଙ୍କ କନଫର୍ମ ରେଳ ଟିକେଟ ଅନ୍ୟକୁ ଟ୍ରାନ୍ସଫର କରିପାରିବେ । ଜାଣନ୍ତୁ କ’ଣ ରହିଛି ଇଣ୍ଡିଆନ ରେଲୱେର ନିୟମ ?

କନକ ବ୍ୟୁରୋ : ଗମନା ଗମନର ସମୟରେ ବିଭିନ୍ନ ଅତ୍ୟାବଶକୀୟ ସୁବିଧା ମିଳୁଥିବାରୁ ଯାତ୍ରୀମାନେ ବସ୍ ଠାରୁ ରେଳ ଯାତ୍ରାକୁ ଅଧିକ ପସନ୍ଦ କରିଥାନ୍ତି । ହେଲେ କନଫର୍ମ ରେଳ ଟିକେଟ ପାଇବାକୁ ହେଲେ ଆପଣଙ୍କୁ କିଛିଦିନ ଆଗରୁ ଟିକେଟ ବୁକିଂ କରିବାକୁ ପଡିଥାଏ । ହେଲେ ଅନେକ ଥର ଏମିତି କିଛି ଅସୁବିଧା…

୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ପ୍ରତ୍ୟେକ ପରିବାର ଆକାଉଣ୍ଟରେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫୦୦୦ ଟଙ୍କା ଲେଖାଏଁ ‘ ସ୍ଵତନ୍ତ୍ର କୋଭିଡ ସହାୟତା‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି…

ନୂଆ ଟିମ୍ ଗଢିଲେ ନରେନ୍ଦ୍ର ମୋଦୀ, ନିରାଶ ହେଲେ ଅପରାଜିତା, ବୈଜୟନ୍ତ !

କନକ ବ୍ୟୁରୋ : ନୂଆ ଟିମ ଗଢିଲେ ନରେନ୍ଦ୍ର ମୋଦୀ, ନିରାଶ ହେଲେ ଅପରାଜିତା ଓ ବୈଜୟନ୍ତ । ମୋଦିଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ଅପରାଜିତା ଓ ବୈଜୟନ୍ତଙ୍କ ମନ୍ତ୍ରୀପଦ ଆଶା ମଧ୍ୟ ମଉଳିଛି । ମୋଟ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବୈଜୟନ୍ତ ଓ ଅପରାଜିତାଙ୍କୁ ନିରାଶ ହେବାକୁ ପଡିଛି…

ଦିନେ ବିଲରେ କରୁଥିଲେ ଚାଷ କାମ । ଆଜି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ହେଲେ ସାମିଲ । ଜାଣନ୍ତୁ, ଏହି ମହିଳା ଜଣକ କିଏ?

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜ ମନ୍ତ୍ରୀମଣ୍ଡଳର ବିସ୍ତାର କରିବା ସହିତ ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ହେଲେ ଏହାରି ଭିତରେ କିଛି ଏପରି ନେତା ଅଛନ୍ତି ଯେଉଁମାନେ ତୃଣମୂଳ ସ୍ତରରୁ ଆସି ଆଜି କେନ୍ଦ୍ରମନ୍ତ୍ରୀ ହୋଇପାରିଛନ୍ତି । ସେହିଭଳି ଜଣେ ନେତ୍ରୀ ହେଉଛନ୍ତି ତ୍ରିପୁରାର…

ସରପଞ୍ଚରୁ କେନ୍ଦ୍ରମନ୍ତ୍ରୀ । ଦିନେ ଥିଲେ ସରପଞ୍ଚ, ଆଜି ହେଲେ କେନ୍ଦ୍ରମନ୍ତ୍ରୀ । ଜାଣନ୍ତୁ ଏହି ନେତା କିଏ?

କନକ ବ୍ୟୁରୋ: ସରପଞ୍ଚରୁ କେନ୍ଦ୍ରମନ୍ତ୍ରୀ । ଏକଥାକୁ ସହଜରେ ବୋଧହୁଏ କେହି ବି ବିଶ୍ୱାସ କରିପାରିବେନି । ହେଲେ ଏହାକୁ ସତ କରି ଦେଖାଇଛନ୍ତି ମହାରାଷ୍ଟ୍ରର ନେତା କପିଲ ପାଟିଲ । ଆଜି ସେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।…

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ…

କନକ ବ୍ୟୁରୋ: ଆଜି ମୋଦୀ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ଯେଉଁଥିରେ ମୟୂରଭଞ୍ଜର ସାଂସଦ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଓଡିଶାର ଜଣେ ସାଂସଦ ମୋଦୀ କ୍ୟାବିନେଟରେ ପୁଣିଥରେ ସ୍ଥାନ ପାଇବା ପରେ ଏବେ ରାଜ୍ୟ ରାଜନୀତିରେ ଉତ୍ସାହ ଦେଖିବାକୁ ମିଳିଛି ।…