Daily Archives

July 1, 2021

ଧୀରେ ଧୀରେ ଖୋଲୁଛି ଓଡି଼ଶା । ବିଭିନ୍ନ ସ୍ଥାନରୁ ଆସିଲା ଉଠା ଦୋକାନୀଙ୍କ କାହାଣୀ, କହିଲେ ଆଗ ଭଳି ହେଉନି ବେପାର,…

କନକ ବ୍ୟୁରୋ : ଧିରେ ଧିରେ ଖୋଲୁଛି ଓଡି଼ଶା । ସ୍ପା, ପାର୍ଲର ଓ ମଲକୁ ଛାଡି ଆଜି ଅଢ଼େଇ ମାସ ପରେ ପ୍ରଥମ ଥର ପାଇଁ କଟକଣା ଭିତରେ ରାଜ୍ୟର ସମସ୍ତ ଦୋକାନ ଖୋଲିଛି । ଦୀର୍ଘ ଦିନ ପରେ ଅନୁମତି ମିଳିଥିବାରୁ, ସାଜସରଞ୍ଜାମ ଧରି ପସରା ଖୋଲିଛନ୍ତି ଚା ଦୋକାନୀଠାରୁ ଆରମ୍ଭ କରି ଗୁପଚୁପ, ଦହିବରା…

ଜୁଲାଇ ୩୦ରୁ ମାଟ୍ରିକ୍ ପିଲାଙ୍କ ଅଫଲାଇନ୍ ପରୀକ୍ଷା । ୫ରୁ ୧୪ ଜୁଲାଇ ଯାଏଁ ଫର୍ମଫିଲପ, ଅଗଷ୍ଟ ୫ ଯାଏଁ ଚାଲିବ ପରୀକ୍ଷା…

କନକ ବ୍ୟୁରୋ : ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ଜୁଲାଇ ୩୦ ତାରିଖରୁ ଅନୁଷ୍ଠିତ ହେବ ମାଟ୍ରିକ୍ ପିଲାଙ୍କ ଅଫଲାଇନ୍ ପରୀକ୍ଷା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ଅଫଲାଇନ୍ ପରୀକ୍ଷା ।…

ବାଟବଣା ହେଲାଣି ଟୀକାକରଣ ଅଭିଯାନ । ୨ ଦିନ ହେଲା ମାତ୍ର ଅଳ୍ପ କେତୋଟି କେନ୍ଦ୍ରରେ ଦିଆଯାଉଛି ଟୀକା, ଠିକ୍ ସମୟରେ ଟିକା…

କନକ ବ୍ୟୁରୋ : ତୃତୀୟ ଲହରକୁ ମାତ ଦେବାକୁ ହେଲେ ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏଥିପାଇଁ ସାରାଦେଶରେ ଜୁନ୍ ୨୧ରେ କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଇଥିଲା । କିନ୍ତୁ ଏବେ ଟିକା ଅଭାବ ଏହି ଅଭିଯାନକୁ ବାଟବଣା କରି ଦେଇଛି । ଦୁଇ ଦିନ…

ପୋଲିସ ଜୁଲମର ଅମାନବୀୟ ଚିତ୍ର । ଲକଡାଉନରେ ଚା’ ଦୋକାନ ଖୋଲିଥିବାରୁ ଗୋଇଠା ପରେ ଗୋଇଠା ମାରିଲେ, ଦୋକାନରେ ଥିବା କ୍ଷୀର…

କନକ ବ୍ୟୁରୋ : କରୋନା ପାଇଁ ବିପଦରେ ପଡିଛି ଜୀବନ ଜୀବୀକା । ଗୋଟିଏ ପଟେ ସଂକ୍ରମଣର ଭୟ ଆଉ ଅନ୍ୟପଟେ ପେଟର ଭୋକ । ପରିସ୍ଥିତି ଏମିତି ହୋଇଛି ଦୀର୍ଘ ଦିନ ଧରି କଟକଣା ଲାଗୁ ହେବା ଯୋଗୁଁ ରୋଗଠାରୁ ପେଟର ଭୋକ ଭାରି ପଡିଛି । ଜୀବୀକା ପାଇଁ ପ୍ରତ୍ୟକ ମଣିଷ ସଂଘର୍ଷ କରୁଛନ୍ତି । ଏମିତି ସମୟରେ…

କଥା ଦେଇ କଥା ରଖିଲେ ଅଭିନେତା ଅନୁପମ୍ ଖେର । ୧୦ ଦିନ ମଧ୍ୟରେ ଆଲମାଇଟ୍ ସଂସ୍ଥା ନିକଟରେ ପହଂଚାଇଲେ ସହାୟତା

କନକ ବ୍ୟୁରୋ : ଶିମଲାର ସବୁଠାରୁ ବଡ ହସ୍ପିଟାଲ କୁହାଯାଉଥିବା ଆଇଜିଏମସି ରେ ରୋଗୀ ଓ ସେମାନଙ୍କ ପରିଜନଙ୍କ ପାଇଁ ଲଙ୍ଗର ଲଗାଉଥିବା ସଂସ୍ଥା ଆଲମାଇଟକୁ ଅଭିନେତା ତଥା ବିଜେପି ନେତା ଅନୁପମ୍ ଖେରଙ୍କ ସଂସ୍ଥା ପକ୍ଷରୁ ସହାୟତା ସାମଗ୍ରୀ ପ୍ରଦାନ କରାଯାଇଛି । ବୀରବାର ଠାରେ ପଖ୍ୟାତ ଚଳଚିତ୍ର…

ଚଳନ୍ତା ଚ୍ରେନରେ ଚଢୁ ଚଢୁ ତଳକୁ ଖସିପଡ଼ିଲେ ଯାତ୍ରୀ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଆରପିଏଫ୍ ଯବାନ ।

କନକ ବ୍ୟୁରୋ : ମୁମ୍ବାଇର ବୋରିଭାଲି ଷ୍ଟେସନରେ ଜଣେ ଯାତ୍ରୀଙ୍କୁ ଆରପିଏଫ ଯବାନ ମୃତ୍ୟୁ ମୁଖରୁ ବଞ୍ଚାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ‌ହୋଇଛି । ୧୫ ସେକେଣ୍ଡର ଏହି ଭିଡିଓରେ ଯବାନଙ୍କ ସାହସିକତା ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ,…