Daily Archives

June 18, 2021

ପାଣିପାଗ ବିଭାଗର ଗୁରୁତ୍ୱପୂର୍ଣ୍ଣ ସୂଚନା । ୧୦ ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଓଡିଶାରେ ବି ପାକ୍ ମୌସୁମୀ ବର୍ଷା ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୦ ରୁ…

ଢେଙ୍କାନାଳ ଜିଲ୍ଲାର ନଗଡା ଅଂଚଳ ଭାବରେ ପରିଚିତ ଏକୁଲ ସେକୁଲରେ ପହଞ୍ଚିଲା ସ୍ୱାସ୍ଥ୍ୟ ସେବା । ଟିକାକରଣ ଶିବିରରେ ୪୦…

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ନଗଡା ଅଂଚଳ ଭାବରେ ପରିଚିତ ଏକୁଲ ସେକୁଲରେ କରୋନା କାଳରେ ଜଙ୍ଗଲି ଆଦିବାସୀଙ୍କ ନିକଟରେ ପ୍ରଶାସନ ପହଁଚାଇଲା ସ୍ୱାସ୍ଥ୍ୟସେବା । କୋଭିଡ ଭ୍ୟାକ୍ସିନେସନ ଶିବିର କରି ଲୋକଙ୍କୁ ଟିକାକରଣ କରିବା ସହ ସମସ୍ତ ଆଦିବାସୀ ଲୋକଙ୍କର ନମୂନା ପରୀକ୍ଷା କରାଯାଇଛି ।…

ହାଇକୋର୍ଟରେ ପହଞ୍ଚିଲା ରାଜ୍ୟର କରୋନା ମୃତ୍ୟୁ ମାମଲା । ସ୍ୱତନ୍ତ୍ର ଅଡିଟ୍ ପାଇଁ ଦାୟର ହେଲା ଜନସ୍ୱାର୍ଥ ମାମଲା ।

କନକ ବ୍ୟୁରୋ: ହାଇକୋର୍ଟରେ ପହଞ୍ଚିଛି ରାଜ୍ୟର କରୋନା ମୃତ୍ୟୁ ମାମଲା । ରାଜ୍ୟରେ କରୋନାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ଏହାର ସ୍ୱତନ୍ତ୍ର ଅଡିଟ୍ କରିବା ପାଇଁ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଆଇନଜୀବୀ ନିଶିକାନ୍ତ ମିଶ୍ର । ବିଭିନ୍ନ ହସ୍ପିଟାଲ ଓ ଘରେ ଚିକିତ୍ସିତ ହେଉଥିବା ବେଳେ…

ଗଲୱାନ ଘାଟିରେ ଡ୍ରାଗନ ସେନା ସହ ଲଢି ଦେଶ ପାଇଁ ବଳିଦାନ ଦେଇଥିବା ଓଡିଆ ବୀର ପୁଅଙ୍କୁ ଆଜି ବି ଝୁରୁଛି ମାଟି । ବର୍ଷେ…

କନକ ବ୍ୟୁରୋ: ଦିନ ଯାଇଛି ଚିହ୍ନ ରହିଛି । ବର୍ଷେ ପରେ ବି ବୀର ପୁଅକୁ ଝୁରୁଛି ମାଆ, ଝୁରୁଛି ମାଟି । ଗାଁ ପାଇଁ ଗୌରବ ପାଲଟିଥିବା ପୁଅକୁ ଖୋଜି ହେଉଛନ୍ତି ଗାଁ ଲୋକେ । ଠିକ୍ ବର୍ଷେ ତଳେ ଅର୍ଥାତ ଜୁନ ୧୫ ୨୦୨୦ରେ ଗଲୱାନ ଘାଟିରେ ଡ୍ରାଗନ ସେନା ସହ ମୁହାଁମୁହିଁ ହୋଇଥିଲେ ଭାରତୀୟ ସେନା ।…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଆସିବ +୨ ରେଜଲ୍ଟ । ଦଶମ ଶ୍ରେଣୀ ପରୀକ୍ଷାକୁ ଆଧାର…

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଆସିବ ଯୁକ୍ତ ଦୁଇ ରେଜଲ୍ଟ । ତେବେ ଗୁରତ୍ୱପୂର୍ଣ୍ଣ କଥା ହେଉଛି, ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ଆଧାର କରି ମାର୍କ ପ୍ରଦାନ କରାଯିବ ଏବଂ ଫଳାଫଳରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀମାନେ ଆଉଥରେ ପରୀକ୍ଷା…

କଟକରୁ ନକଲି କରୋନା ଔଷଧ ଜବତ ପ୍ରସଙ୍ଗ । ଅଧିକ ତଦନ୍ତ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଟିମ୍ ।

କନକ ବ୍ୟୁରୋ: କଟକର ଏକ ମେଡିସିନ ଷ୍ଟୋରରୁ ନକଲି କରୋନା ଔଷଧ ଜବତ ଘଟଣାର ମୁମ୍ବାଇ ଲିଙ୍କ ରହିଛି କି ? ଏହି ଘଟଣାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ ମୁମ୍ବାଇ ଯାଇଛି । ମୁମ୍ବାଇର ମାକ୍ସ ରିଲିଫ ସଂସ୍ଥା ବାବଦରେ ଅଧିକ ଖୋଳତାଡ କରିବ ଏସଟିଏଫ । କଟକରୁ ଜବତ ହୋଇଥିବା ନକଲି…