Daily Archives

June 18, 2021

ରଥଯାତ୍ରା: ୪ଥର ହେବ କରୋନା ପରୀକ୍ଷା । ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପୁଲିସ ଓ…

କନକ ବ୍ୟୁରୋ: ରଥଯାତ୍ରା ପାଇଁ ୪ଥର ହେବ କରୋନା ପରୀକ୍ଷା । ସ୍ନାନପୂର୍ଣ୍ଣିମା, ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା ଓ ନିଳାଦ୍ରୀ ବିଜେ ପୂର୍ବରୁ ହେବ କରୋନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଶ୍ରୀଜିଉଙ୍କ ରଥଯାତ୍ରାରେ ନିୟୋଜିତ…

ଦିଲ୍ଲୀ : ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : କରୋନା କାଳରେ ଚର୍ଚ୍ଚାକୁ ଆସିଥିବା ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ରହୁଥିବା କାନ୍ତା ପ୍ରସାଦ ମଦ ସହିତ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୂଚନା ମୁତାବକ ଏଭଳି ଘଟଣା ଗୁରୁବାର ରାତି…

ଝରକା ଗ୍ରୀଲ କାଟି ବାଲିପାଟଣାର ଲକ୍ଷ୍ମୀବିଳାସ ବ୍ୟାଙ୍କ ଭିତରେ ପଶିଲେ ଦୁର୍ବୃତ୍ତ : ସିସିଟିଭିରେ କଏଦ ହେଲା ଲୁଟ୍…

କନକ ବ୍ୟୁରୋ : ବ୍ୟାଙ୍କ ଭିତରେ ଲୁଟ ଉଦ୍ୟମ । ଝରକା ଗ୍ରୀଲ କାଟି ବ୍ୟାଙ୍କ ଭିତରେ ପଶିଗଲେ ଦୁର୍ବୃତ୍ତ । ହେଲେ ଷ୍ଟ୍ରଙ୍ଗ ରୁମ୍ ଆଲମାରୀ ଲକର କାଟିବାରେ ବିଫଳ ହେଲେ । ଘଂଟାଏ କାଳ ବ୍ୟାଙ୍କ ଭିତରେ ଉତ୍ପାତ କଲେ ୨ ଜଣ ଦୁର୍ବୃତ୍ତ, ଶେଷରେ ନିରାସ ହୋଇ ସିସିଟିଭି କ୍ୟାମେରା ଓ ସର୍ଭର ନେଇ…

ଅସହାୟ ଲୋକଙ୍କ ସାହା ପାଲଟିଛି ‘ଅମୂଲ୍ୟ ଜୀବନ ଫାଉଣ୍ଡେସନ’ । ଭୋକିଲା ଲୋକଙ୍କୁ ଯୋଗାଉଛି ଆହାର, ଲକଡାଉନରେ ବାଣ୍ଟିଲେଣି…

କନକ ବ୍ୟୁରୋ : କରୋନା କାଳରେ ଅନେକ ଲୋକ ନିଜର ସମ୍ପର୍କୀୟଙ୍କ ଠାରୁ ଦୂରେଇ ଯାଉଥିବାର ନଜିର ରହିଛି । ଭାଇରସ କାରଣରୁ ଭାଇଚାରାରେ ଭଟ୍ଟା ପଡିଛି । ଦି ଓଳି ଦି ମୁଠା ଖାଇବା ପାଇଁ ବି ଅନେକ ଲୋକଙ୍କ ପାଖରେ ଟଙ୍କା ନାହିଁ । କିନ୍ତୁ ଏହି ମହାମାରୀ ମହାସଙ୍କଟ ଭିତରେ ବି ବଞ୍ଚିରହିଛି ମାନବିକତା…

ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସଓପି ଜାରି

କନକ ବ୍ୟୁରୋ : ତୃତୀୟ ଲହର ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରି ଜିଲ୍ଲାପାଳ ଓ ସିଡ଼ିଏମଓଙ୍କୁ ପଠାଇଛି । ଆସନ୍ତା ଲହରରେ ଶିଶୁଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଶିଶୁଙ୍କ ପାଇଁ ୨୩ଶହ ୯୦ ଟି ବେଡ଼…

ପ୍ରାକୃତିକ ଜଳରେ ଜୀବୀତ ରହିପାରେ କରୋନା ଭୂତାଣୁ । ଗୁଜୁରାଟର ସାବରମତୀ ନଦୀ ଜଳରେ ୨୫ ପ୍ରତିଶତ ଭୂତାଣୁ ଚିହ୍ନଟ ନେଇ…

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିିତୀୟ ଲହର ଏବେ ଦେଶରେ କମି କମି ଆସୁଥିବା ବେଳେ ସଂକଟ ଏବେ ସମାପ୍ତ ହୋଇ ନାହିଁ । କରୋନାକୁ ନେଇ ଦୈନିକ ନୂଅ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଗୁଜୁରାଟରୁ ପୁଣି ଏକ ନୂଆ ତଥ୍ୟ ଆସିଛି । ଗୁଜୁରାଟର ସବୁଠାରୁ ମହତ୍ୱପୂର୍ଣ୍ଣ ନଦୀ…