Daily Archives

June 12, 2021

କେବଳ ସୋନୁଙ୍କ ପାଇଁ ଚାଲିଲେ ୭୦୦ କିଲୋମିଟର । ହାଇଦ୍ରାବାଦରୁ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଲେ ଛାତ୍ର । କହିଲେ ମତେ…

କନକ ବ୍ୟୁରୋ: ଗରିବଙ୍କ ଭଗବାନ, ଅସହାୟଙ୍କ ସାହା ଆଉ ଦୁଃଖିଙ୍କ ଦାତା । ହଁ ଆଜ୍ଞା ସେ କେହି ନୁହନ୍ତି ସେ ହେଉଛନ୍ତି ସୋନୁ ସୁଦ । ବିପଦରେ ପଡି ଡାକିଲେ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ ବରଂ ଆଗକୁ ଆସି ସାହାଯ୍ୟର ହାତ ବଢାନ୍ତି । କରୋନା କାଳରେ ଦେବଦୂତ ସାଜି ସେ ଲୋକଙ୍କୁ ସାହାଯ୍ୟ…

ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ହେଉଥିଲା ଗଂଜେଇ ଚୋରା ଚାଲାଣ । ବିଶାଖପାଟଣାରୁ ଦିଲ୍ଲୀ ଯାଉଥିବା ବେଳେ…

କନକ ବ୍ୟୁରୋ: କିଛି ଛାଡିଲେ ନାହିଁ ଗଂଜେଇ ମାଫିଆ । ଅକ୍ସିଜେନ୍ ବୋଝେଇ ଟ୍ରକରେ ବି କଲେ ଗଂଜେଇ ଚୋରା ଚାଲାଣ । ଉପରେ ସିଲିଣ୍ଡର ତଳେ କୁଇଂଟାଲ କୁଇଂଟାଲ ଗଂଜେଇ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଂଜେଇ ନେଇ ବିଶାଖପାଟଣାରୁ ଦିଲ୍ଲୀ ଯାଉଥିଲା ଏକ ଟ୍ରକ । ସଂପୃକ୍ତ ଟ୍ରକକୁ କୋରାପୁଟରୁ…

ନିଜ ଦୃଷ୍ଟିହୀନ ମା’କୁ ନିଛାଟିଆ ଜଙ୍ଗଲରେ ଛାଡ଼ି ଚାଲିଯାଉଥିଲେ ଦୁଇ ପୁଅ । ପୋଲିସ ଦେଖିଲା, ସେହିଠାରେ ହିଁ ନିର୍ଦ୍ଧୁମ୍…

କନକ ବ୍ୟୁରୋ: ମାଛି ଭଣ ଭଣ, ଅଜଣା ଜଙ୍ଗଲ ବଣ । ଚାରିପଟେ କେହିନଥିବା ଭାବି ନିଜ ଜନ୍ମ କଲା ମା’କୁ ନିଛାଟିଆ ଜାଗାରେ ଏକା ଛାଡ଼ିଦେଲେ ଦୁଇ ପୁଅ । ମା’ ଆଖିକୁ ଦେଖାଗଲାନି ବୋଲି ସେ ହୋଇଗଲା ପର, ଆଉ ତାକୁ ମରିବା ପାଇଁ ତା’ ଅଜାଣତରେ ଘରେ ଶୋଇଥିବାବେଳେ ଉଠାଇ ଆଣି ଅଜଣା ସ୍ଥାନରେ ସ୍ନେହମୟୀକୁ…

ଗ୍ରାହକଙ୍କୁ ବଡ ଉପହାର ଦେଲା ଜିଓ । ଏଣିକି ଜିଓ ଗ୍ରାହକମାନେ ହ୍ୱାଟ୍ସଆପ ମାଧ୍ୟମରେ କରିପାରିବେ ନିଜ ଫୋନ ରିଚାର୍ଜ ।…

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଗ୍ରାହକଙ୍କୁ ବଡ ଉପହାର ଦେଇଛି ଜିଓ । ଜିଓ ଗ୍ରାହକମାନଙ୍କୁ ନିଜ ମୋବାଇଲ ରିଚାର୍ଜ କରିବାକୁ ଅନ୍ୟ କୋଉ ଆପକୁ ଯିବାକୁ ପଡିବ ନାହିଁ । ଏଣିକି ଜିଓ ଗ୍ରାହକମାନେ ହ୍ୱାଟ୍ସଆପ ମାଧ୍ୟମରେ ନିଜ ଫୋନ ରିଚାର୍ଜ କରିପାରିବେ । କେବଳ ମୋବାଇଲ ରିଚାର୍ଜ ନୁହେଁ…

ମାଟିରେ ମିଶିଲା କରୋନା ମାତାଙ୍କ ମନ୍ଦିର । ମନ୍ଦିର ଉପରେ ବୋଲଡୋଜର ଚଳାଇଲା ଜିଲ୍ଲା ପ୍ରଶାସନ

ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଏବେ ବି ଝୁଣ୍ଟୁଛି ମାନବ ସଭ୍ୟତା । ଲୋକେ ଚନ୍ଦ୍ରରେ ଜାଗା କିଣି ବସତି ସ୍ଥାପନ କରିବାକୁ ଚେଷ୍ଟା ଚଳାଉଥିବା ବେଳେ ସେହି ମଣିଷ କରୋନା ଭଳି ଭୂତାଣୁକୁ ଏକ ଦୈବଶକ୍ତି ବୋଲି ମନେ କରି ତା ନାମରେ ମନ୍ଦିର କରି ପୂଜା କରିବା ବିଶ୍ୱର ବିଜ୍ଞାନକୁ ଅପମାନିତ କରିବା ଭଳି…

କରୋନାର କରୁଣ କହାଣୀ : ସଂକ୍ରମିତ ହେବା ପରେ ବାପା-ମା’ଙ୍କ ଦେହାନ୍ତ; ଅନାଥ ହୋଇଗଲେ ଦୁଇ ଛୁଆ

କନକ ବ୍ୟୁରୋ : କରୋନାର କରୁଣ କହାଣୀ । ଜୀବନକୁ ଠିକ୍ ଭାବେ ବୁଝିବା ଆଗରୁ ଦୁଇ ଛୁଆକୁ ବାପା-ମା' ଛେଉଣ୍ଡ କରିଦେଇଛି କରୋନା । ମା ଓ ବାପା ଦୁହେଁ ପ୍ରାଣ ହରାଇବା ପରେ ଏବେ ୮ ବର୍ଷର ଝିଅ ଆଉ ଏବେ ଦେଢ ମାସର ପୁଅକୁ ଦେଖିଲେ କାହାରିବି ଆଖିରେ ଲୁହ ଆସିଯିବ । ମାତ୍ର ୮ ବର୍ଷର କୁନି ଝିଅ…