Daily Archives

June 5, 2021

କୋଭିଡ୍ କେୟାର ସେଣ୍ଟର ଉଦଘାଟନ ନେଇ ସାଂସଦ-ବିଧାୟକ ମୁହାଁମୁହିଁ । ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ପାଲଲହଡା ବିଧାୟକ…

କନକ ବ୍ୟୁରୋ: ନୂଆ କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ସାଂସଦ-ବିଧାୟକ ମୁହାଁମୁହିଁ । ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରୁ ଆସିଛି ଏଭଳି ଖବର । ଢେଙ୍କାନାଳ ସାଂସଦ ମହେଶ ସାହୁ ପହଞ୍ଚିବାର ୧୫ ମିନିଟ୍ ପୂର୍ବରୁ ବିଧାୟକ ମୁକେଶ ପାଲ, ନୂତନ କୋଭିଡ କେୟାର ସେଂଟରକୁ ଉଦଘାଟନ କରି ସାରିଥିଲେ ।…

ଟ୍ୱିଟରକୁ ସରକାର ଦେଲେ ଶେଷ ଚେତାବନୀ । କହିଲେ, ନିୟମ ମାନ ନହେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

କନକ ବ୍ୟୁରୋ: ନୂଆ ଆଇଟି ନିୟମକୁ ନେଇ ସରକାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି ସରକାର । ସରକାର ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଛନ୍ତି । ଏହାସହ ସରକାର ସ୍ପଷ୍ଟ କରିଛନ୍ତି ଯେ ଏପରି ନକଲେ ଟ୍ୱିଟରକୁ ପରିଣାମ ଭୋଗିବାକୁ…

ଆପୋଲୋରେ ଜୀବନ ସହ ଯୁଦ୍ଧ କରୁଛନ୍ତି ଅମ୍ରିତ । ‘ମିଲାପ’ ମାଧ୍ୟମରେ ଆଶାକୁ ଆୟୁଷରେ ବଦଳାଇବାକୁ ଚାଲିଛି ଉଦ୍ୟମ ।…

କନକ ବ୍ୟୁରୋ: ଜୀବନ ବଞ୍ଚିବ, ଯମ ହାରିବ । ମୃତ୍ୟୁକୁ ମୁହଁତୋଡ ଜବାବ ଦେଇ ଜୀବନ ନେଇ ଜଲଦି ଫେରିବେ ଅମ୍ରିତ । ସେ ସୁସ୍ଥ ହେବେ, ଶୀଘ୍ର ଫେରିବେ... ଅମ୍ରିତଙ୍କ ପାଇଁ ଏଇ ଆଶା ଏବେ ସଞ୍ଚରିତ ହୋଇଛି । ଯେଉଁଥି ଲାଗି ସମସ୍ତେ ବାନ୍ଧି ଚାଲିଛନ୍ତି ସହାଯ୍ୟର ସେତୁ... ଖୋଜି ଚାଲିଛନ୍ତି ଆଶାର…

ଅକ୍ସଫୋର୍ଡରେ ପଢିବ ଓଡିଆ ପୁଅ… ଉଚ୍ଚଶିକ୍ଷା ପାଇଁ ସୋସିଆଲ ମିଡିଆରୁ ବଢିଲା ସହାୟତାର ହାତ । ପଢା ପାଇଁ ୩…

କନକ ବ୍ୟୁରୋ: ସୋସିଆଲ ମଡିଆରୁ ମିଳିଲା ସାହାଯ୍ୟ । ପଢା ପାଇଁ ୩ ଘଣ୍ଟାରେ ମିଳିଲା ୩୭ ଲକ୍ଷ ଟଙ୍କା । ସ୍ୱପ୍ନ ସତ କଲା ସୋସିଆଲ ମିଡିଆ । ଉଚ୍ଚଶିକ୍ଷା ପାଇଁ ସୋସିଆଲ ମିଡିଆରୁ ବଢିଲା ସହାୟତାର ହାତ । କୁହାଯାଏ ଦୃଢଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ପ୍ରତିବନ୍ଧକ । ଆଗକୁ ଯିବା ପାଇଁ ଯଦି ଆପଣ…

୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ତା ସହ ବାକି ଜିଲ୍ଲାମାନଙ୍କର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି…

କଥା ଦେଇ କଥା ରଖିଲେ ଅଭିନେତା ସଲମାନ୍ ଖାନ୍ । ୨୫ ହଜାର ଚଳଚିତ୍ର କାର୍ଯ୍ୟକର୍ତ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା…

କନକ ବ୍ୟୁରୋ : ଅଭିନେତା ସଲମାନ ଖାନଙ୍କ ତରଫରୁ ଦିଆଯାଇଥିବା ଆର୍ଥିକ ସହାୟତା ଏବେ ଚଳଚିତ୍ର କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଆସିବା ଆରମ୍ଭ କରିଛି । ଏନେଇ ଏଫଡବ୍ଲ୍ୟୁଆଇସିଇ ର ପ୍ରେସିଡେଣ୍ଟ ବି.ଏନ ତିୱାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି କରୋନା ମହାମାରୀ ସମୟରେ ସବୁ ବର୍ଗର ଲୋକେ…