Daily Archives

May 31, 2021

ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ । ୬୦ ମିଲିଗ୍ରାମ ଔଷଧର ଦାମ ମାତ୍ର ୨ ଶହ ଟଙ୍କା

କନକ ବ୍ୟୁରୋ : ଦେଶରେ ଏବେ କରୋନା ସହିତ ବ୍ଲାକ ଫଙ୍ଗସ୍ ବି ମହାମାରୀ ରୂପ ନେବାକୁ ବସିଲାଣି । କରୋନା କାଳରେ ବି ଏହି ବ୍ଲାକ ଫଙ୍ଗସ୍ ରୋଗରେ ସଂକ୍ରମିତ ହୋଇ କିଛି ଲୋକଙ୍କ ଜୀବନ ଗଲାଣି । କରୋନା ଠାରୁ ଏହି ରୋଗର ଚିକିତ୍ସା କେବଳ ମହଙ୍ଗା ନୁହେଁ, ଏବେ ଏହି ରୋଗୀଙ୍କ ଠାରେ ବ୍ୟବହାର ହେଉଥିବା…

ଜୁନ୍ ଆଣିପାରେ ଭଲ ଖବର । ଓଡ଼ିଶାରେ କମୁଛି ସଂକ୍ରମଣ ହାର, ଗତ ୪୧ ଦିନରେ ସର୍ବନିମ୍ନ ସ୍ତରକୁ ଆସିଲା କରୋନା । ଓଡ଼ିଶାରେ…

କନକ ବ୍ୟୁରୋ: ଲକଡାଉନ ଭିତରେ ପୁରା ମେ’ ମାସ କଟିବା ପରେ ଶେଷ ଦିନରେ ଆସିଛି ଖୁସି ଖବର । ଯେତେବେଳେ ରାଜ୍ୟର ପଜିଟିଭ ହାର୍ ୧୩.୪୯ ପ୍ରତିଶତକୁ ଖସି ଆସିଛି । ଯଦିଓ ରାଜ୍ୟ ସରକାର ଲକଡାଉନକୁ ୧୭ ଜୁନ ଯାଏଁ ବୃଦ୍ଧି କରିଛନ୍ତି, ତା ଆଗରୁ ସଂକ୍ରମଣର ସଂଖ୍ୟା କମିବା ଆଣିଛି ଶୁଭ ସଂକେତ ।…

କରୋନା କାଳର ଅର୍ଥନୀତି ନେଇ ଆସିଲା ରିପୋର୍ଟ  । ଦୀର୍ଘ ୪୦ ବର୍ଷ ଭିତରେ ସର୍ବନିମ୍ନ ସ୍ଥାନକୁ ଖସିଲା ଅଭିବୃଦ୍ଧି ହାର ।…

କନକ ବ୍ୟୁରୋ: ମହାମାରୀ କରୋନା ଦେଶର ଅର୍ଥନୀତିକୁ ଏକପ୍ରକାର ଦୋହଲାଇ ଦେଇଛି  । ଦୀର୍ଘ ୪ ଦଶନ୍ଧି ଭିତରେ ସବୁଠୁ ବଡ ସଂକଟ ଭିତରକୁ ଠେଲି ହୋଇ ଯାଇଛି ଦେଶର ଅର୍ଥନୀତି । କରୋନା ସହ ଲଢ଼େଇ ଭିତରେ ଆଜି ଆସିଛି ୨୦୨୦-୨୧ ଆର୍ଥିକ ବର୍ଷର, ବାର୍ଷିକ ଜିଡିପି ଅର୍ଥାତ ଗ୍ରସ ଡୋମେଷ୍ଟିକ୍ ପ୍ରଡକ୍ଟ…

ଭାରତୀୟ ଡାକ୍ତର ସଂଘର ବିରୋଧ ପରେ କଥା ବଦଳାଇଲେ ବାବା ରାମଦେବ । କହିଲେ ମୁଁ ଏଲୋପାଥି କିମ୍ବା ଡାକ୍ତରଙ୍କ ବିରୋଧରେ…

କନକ ବ୍ୟୁରୋ : କିଛିଦିନ ହେବ ବାବା ରାମଦେବ ତାଙ୍କ ବିବାଦୀୟ ବୟାନକୁ ନେଇ ବିବାଦ ଘେରରେ ରହିଛନ୍ତି । ଏଲୋପାଥିକୁ ନେଇ ଦେଇଥିବା ବୟାନ ପାଇଁ ସେ କ୍ଷମା ବି ମାଗିସାରିଛନ୍ତି । ହେଲେ ବାବାଙ୍କ ବୟାନକୁ ନେଇ ଏବେ ବି ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ରାମଦେବ ମୁହାଁ ମୁହିଁ ହେବାରେ ଲାଗିଛନ୍ତି ।…

ବିବାଦ ଭିତରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲ୍ପନ ବନ୍ଦୋପାଧ୍ୟାୟ । ମମତା ବାନାର୍ଜୀଙ୍କର ହେଲେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ଭିତରେ ବିବାଦ ଉପୁଜିବା ପରେ ଆଜି ସେ ତାଙ୍କ ପଦରୁ ଅବସର ନେଇଛନ୍ତି । ଆଜି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ବିଦାୟ ନେବା ସହିତ ଅଲ୍ପନ , ମମତା ବାନାର୍ଜୀଙ୍କ ମୁଖ୍ୟ…

୫ ଜି ନେଟୱାର୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଖଲ କଲେ ଅଭିନେତ୍ରୀ ଜୁହି ଚାୱଲା । କହିଲେ ୫ ଜି ଇକୋ ସିଷ୍ଟମ…

କନକ ବ୍ୟୁରୋ : ଦେଶରେ ୫ ଜି ନେଟୱାର୍କ ଲଂଚ୍ ହେବା ପୂର୍ବରୁ ଦେଖା ଦେଇଛି ବିବାଦ । ୫ ଜି ନେଟୱାର୍କକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ଜୁହି ଚାୱଲା । ସେ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି କି, ୫ ଜି ନେଟୱାର୍କ ମାନବ ଶରୀରର ଇକୋ ସିଷ୍ଟମ ଉପରେ ଗମ୍ଭୀର…