Daily Archives

May 29, 2021

ବାତ୍ୟା ଭାଙ୍ଗିଦେଲା ଘର । ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ଆସିଲା ଦୁଃଖଦ କାହାଣୀ । ଆଶ୍ରୟସ୍ଥଳୀରୁ ଫେରିବା ପରେ…

କନକ ବ୍ୟୁରୋ: ବାତ୍ୟା ଚାଲିଯାଇଛି, ହେଲେ ଛାଡି ଯାଇଛି କ୍ଷତ ଚିହ୍ନ । ପବନ ଓ ପାଣି ମାଡରେ ବହୁ ଘର ମାଟିରେ ମିଶିଛି । ଚାଳ ଛପର ଉଡିଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିବା ପରେ ଲୋକଙ୍କୁ ଦୁର୍ଦ୍ଦଶା ବଢିଛି । ମୁଣ୍ଡ ଗୁଂଜିବାକୁ ଜାଗା ନାହିଁ, କି ଖାଇବାକୁ ଘରେ ଦାନା ନାହିଁ । ଗାଁକୁ…

ମହାମାରୀ ବେଳେ ସହାୟତା ନୁହେଁ ମୁନାଫା କମାଇବାକୁ ଅସାଧୁ ବ୍ୟବସାୟୀଙ୍କ ଚାଲ୍ । ଅକ୍ସିଜେନ୍ ସିଲିଣ୍ଡର ପାଇଁ ଦାବି…

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ରାଜ୍ୟର ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଅଧିକ ସଂଖ୍ୟାରେ ରୋଗୀ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ରୋଗୀ ଶ୍ୱାସକ୍ରିୟାରେ କଷ୍ଟ…

ଜୁନ ୧ ରୁ ଅନଲକ୍ ହେବ ନା କଟକଣା ଅବଧି ବଢ଼ିବ? ବିଶେଷଜ୍ଞ କହିଲେ, କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଶୀର୍ଷ ଛୁଇଁ ତଳକୁ…

ତାରିଖ        ସଂକ୍ରମଣ       ଟେଷ୍ଟ       ସଂକ୍ରମଣ ହାର ମେ' ୨୪      ୧୦,୯୩୯    ୬୨,୨୬୧      ୧୭.୫୬ % ମେ’ ୨୫      ୧୧,୬୨୩    ୬୯,୪୦୭     ୧୬.୭୫ % ମେ’ ୨୬      ୬,୭୩୬    ୪୬,୨୪୧      ୧୪.୫୭ % ମେ’ ୨୭      ୭,୨୧୬      ୪୩,୭୬୮    ୧୬.୪୯ % ମେ’ ୨୮      ୭,୧୮୮…

ଥମୁନି ମୋଦୀ-ମମତା ବିବାଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଲେ, ବଙ୍ଗଳାର ବିକାଶ ପାଇଁ ପାଦତଳେ ପଡ଼ିବାକୁ ପ୍ରସ୍ତୁତ,…

କନକ ବ୍ୟୁରୋ: ବାତ୍ୟା ସମୀକ୍ଷା ବୈଠକକୁ ମମତା ବିଳମ୍ବରେ ଆସିବାକୁ ନେଇ ଦିଲ୍ଲୀରେ ଦେଖାଦେଇଥିବା ପ୍ରତିକ୍ରିୟା, ବଙ୍ଗଳା ରାଜନୀତିକୁ ପ୍ରତିକ୍ରିୟାଶୀଳ କରିଛି । ଏହି ପ୍ରସଙ୍ଗରେ ମମତା ବାନାର୍ଜୀ ମୁହଁ ଖୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିବାଦ ଭିତରକୁ ଟାଣିଛନ୍ତି । ମମତା…

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଗୁରୁତ୍ବପୂର୍ଣ୍ଣ ସଙ୍କଳ୍ପ ପାରିତ । ଏଣିକି ପାଠ୍ୟ ପୁସ୍ତକରେ ପିଲା ପଢିବେ ବିପର୍ଯ୍ୟୟ…

କନକ ବ୍ୟୁରୋ: ଆଜି ବସିଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଶେଷ ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତାଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ବେଶ ଆହ୍ବାନମୂଳକ ଥିଲା ବୋଲି କହିଛନ୍ତି । ତେବେ ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଓ ବିଜୁବାବୁଙ୍କ ସ୍ବପ୍ନ ସାକାର କରିବା ସରକାର ପାଇଁ…

କରୋନା ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ସହାୟତାର ହାତ ବଢାଇଲେ ପ୍ରଧାନମନ୍ତ୍ରୀ । ୧୦ ଲକ୍ଷ ସହାୟତା ସହ ମାସିକ…

କନକ ବ୍ୟୁରୋ :  କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆସନ୍ତାକାଲି ମୋଦି ସରକାରକୁ ୭ ବର୍ଷ ପୂରଣ ହେଉଥିବାରୁ ଏହା ପୂର୍ବ ସଂନ୍ଧ୍ୟାରେ ଏଭଳି ଘୋଷଣା କରିଛନ୍ତି…