Daily Archives

May 28, 2021

ଜଗତସିଂହପୁରରେ ଅଭାବନୀୟ ଘଟଣା । ୩୬ କୋଟିର କ୍ଷୟକ୍ଷତି ନେଇ ବିଡିଓ ଦେଲେ ରିପୋର୍ଟ, ଜିଲ୍ଲାପାଳଙ୍କ ତାଗିଦ ପରେ ପୁଣି…

କନକ ବ୍ୟୁରୋ: ବାତ୍ୟା ସରିଯିବା ପରେ କ୍ଷୟକ୍ଷତିର କିଭଳି ସରକାରୀ ରିପୋର୍ଟ ତିଆରି କରାଯାଏ ଆଉ ଏହି ରିପୋର୍ଟରେ କେତେ ସତ ଆଉ କେତେ ମିଛ ଥାଏ, ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ଜଗତସିଂହପୁର ଜିଲ୍ଲାର ଏହି ଘଟଣା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ । ୨୬ ତାରିଖରେ ବାତ୍ୟା ହେଲା ଏବଂ…

ବାତ୍ୟା ଗଲା, ବନ୍ୟା ଆସିଲା ! ଚାଲିଗଲା ବାତ୍ୟା, ଦୁଃଖ ଦେଇଗଲା ବର୍ଷା । ଉପକୂଳର ଅନେକ ଗାଁ ଏବେ ବି ଜଳବନ୍ଦୀ,…

କନକ ବ୍ୟୁରୋ: ବିପଦ ଯେତେବେଳେ ଆସେ, ସାଙ୍ଗରେ ସାଥୀ ସହୋଦରକୁ ନେଇ ଆସେ । ଯିଏ ବି ଏକଥା କହିଛି, ହୁଏତ, ଠିକ୍ ହିଁ କହିଛି । ବାତ୍ୟା ସିନା ଚାଲିଗଲା, ସାଥିରେ ନେଇ ଆସିଥିବା ବିପଦରେ ଏବେ ବି ସନ୍ତୁଳି ହେଉଛନ୍ତି ବତ୍ୟା ପୀଡ଼ିତ । ବାତ୍ୟାରେ ସର୍ବାଧିକ ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଜିଲ୍ଲାରୁ…

ପଶ୍ଚିମବଙ୍ଗରେ ମୋଦିଙ୍କ ସମୀକ୍ଷା ବୈଠକକୁ ୩୦ ମିନିଟ୍ ବିଳମ୍ବରେ ଆସି, ତୁରନ୍ତ ପଳାଇଲେ ଦିଦି । ମୋଦି କହିଲେ,…

କନକ ବ୍ୟୁରୋ: ଓଡିଶାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ ପରେ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଥିଲେ ମୋଦି । ନବୀନଙ୍କ ପାଖରେ କିଛି ସମୟ ଅଟକିଯାଇଥିଲେ ଏବଂ  କାନ୍ଧରେ ହାତ ଥାପୁଡାଇ କିଛି କହିଥିଲେ ପ୍ରଧାନମନ୍ତ୍ରୀ ।  ଏହା ପରେ ଭାରତୀୟ ବାୟୁସେନାର ହେଲିକପ୍ଟର ପଶ୍ଚିମବଙ୍ଗର ବାତ୍ୟା…

ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ସ୍ଥିତିର ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି । ସମୀକ୍ଷା ବୈଠକରେ ନବୀନ କହିଲେ, ଦରକାର…

କନକ ବ୍ୟୁରୋ: ବାତ୍ୟା ୟାସର ପ୍ରଭାବ ଓ କ୍ଷୟକ୍ଷତିକୁ ନିଜ ଆଖିରେ ଦେଖିବାକୁ ଆଜି ଓଡ଼ିଶାରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ବାୟ୍ରୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ରାଜ୍ୟପାଳ ଗଣେଶୀଲାଲ, ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ…

ମାଡ଼ି ଆସୁଥିଲା ବାତ୍ୟା, କଳାଠାକୁରକୁ କୋଳେଇ ନେଲା ଭକ୍ତ । ଭରା ପାଣିରେ ଭଗବାନ ଭାସିବେନି ବୋଲି ଭକ୍ତ କଲା…

କନକ ବ୍ୟୁରୋ: ଚାଲ କାଳିଆ ! ଆଉ ଡେରି କରନା... ସମୁଦ୍ର ମାଡି ଆସିଲାଣି, ବାତ୍ୟା ଭୟଙ୍କର ହେଲାଣି । ସମୁଦ୍ରକୂଳ ଆଉ ସୁରକ୍ଷିତ ନୁହେଁ । ଏ ଜୁଆର ସବୁ ଟାଣିନେବ... ତତେ, ମତେ ଭିତରକୁ ଭସେଇ ନେବ । ଏଠି ରହିବା ଅସୁରକ୍ଷିତ, ତତେ ଛାଡି ଯିବା ବି ଅସମ୍ଭବ । ତୁ ଦୁନିଆକୁ ସୁରକ୍ଷା ଦେଉଛୁ, ତତେ…

ଜୁନ ୩୦ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା

କନକ ବ୍ୟୁରୋ : କରୋନା ମହାମାରୀ ମଧ୍ୟରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଅର୍ଥାତ ଡିଜିସିଏ କହିଛି ଯେ…