Daily Archives

May 26, 2021

ଆଜିର ଦିନରେ ୩୧୮ ରନର ପାର୍ଟନରସିପ୍ ଗଢିଥିଲେ ଗାଙ୍ଗୁଲି-ଦ୍ରାବିଡ୍ । କ୍ରିକେଟ୍ ଇତିହାସରେ ରଚିଥଲେ ବିରଳ ରେକର୍ଡ ।

କନକ ବ୍ୟୁରୋ: ୯୦ ଦଶକରେ ଯେତେବେଳେ କ୍ରିକେଟ କଥା ଉଠେ, ସେତେବେଳେ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକରଙ୍କ ନାଁ ଆଗ ଆସୁଥିଲା । କାରଣ ଗୋଟିଏ ସମୟ ଥିଲା ଯେତେବେଳେ ଏହି ଭାରତୀୟ କ୍ରିକେଟରମାନେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ଦବଦବା ରଖିଥିଲେ । ବିପକ୍ଷ ଦଳକୁ ଧୂଳି…

ବାତ୍ୟା ୟାସ୍ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ସାଢେ ୬ଟାରେ ଗୁରତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ।

କନକ ବ୍ୟୁରୋ: ବାତ୍ୟା ୟାସର କ୍ଷୟକ୍ଷତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହିତ ଏସଆରସି ପ୍ରଦୀପ ଜେନା ଓ ଅନ୍ୟ ବରିଷ୍ଠ…

କାହିଁକି ଦୁର୍ବଳ ହେଲା ବାତ୍ୟା ୟାସ୍? କାରଣ କହିଲେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

କନକ ବ୍ୟୁରୋ: ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇସାରିଛି । ରେମୁଣା-ବାହାନଗା-ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ୟାସ୍ । ତେବେ ଯେଉଁଭଳି ଭାବେ ଆକଳନ କରାଯାଉଥିଲା ବାତ୍ୟାର ପ୍ରଭାବ ତାଠୁ କମ ରହିଛି । ତେବେ ବାତ୍ୟା ଦୁର୍ବଳ କାହିଁକି ହେଲା ସେନେଇ କାରଣ କହିଛନ୍ତି…

ବାତ୍ୟା ୟାସ୍ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା । ବୁଢାବଳଙ୍ଗ ନଦୀରେ ବନ୍ୟା ପାଣି ପ୍ରବାହିତ । ମୟୂରଭଞ୍ଜ ଓ…

କନକ ବ୍ୟୁରୋ: ବାତ୍ୟା ପରେ ଏବେ ଭୟ ବଢାଇଛି ବନ୍ୟା । ୟାସ୍ ଏବେ ଲ୍ୟାଣ୍ଡଫଲ କରିସାରିଥିବା ବେଳେ ଏହାର ପ୍ରଭାବରେ ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା ହେଉଛି । ଯାହାର ପ୍ରଭାବରେ ବୁଢାବଳଙ୍ଗ ନଦୀର ଜଳସ୍ତର ବଢିଥିବା ବେଳେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷକରି…

ସିବିଆଇକୁ ମିଳିଲା ନୂଆ ନିର୍ଦ୍ଦେଶକ । ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ସୁବୋଧ କୁମାର ଜୈସୱାଲ ।

କନକ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସୁବୋଧ କୁମାର ଜୈସୱାଲ ବୁଧବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରେ ଜୈସୱାଲଙ୍କର ଦୁଇ ବର୍ଷର ଏକ ନିର୍ଦ୍ଦିଷ୍ଟ…

ତାଣ୍ଡବ ରଚି ଚାଲିଗଲା ବାତ୍ୟା : ରାସ୍ତା ଉପରେ ପଡିଥିବା ବଡ ବଡ ଗଛକୁ କାଟି ସଫା କଲେ ଏନଡିଆରଏଫ୍ ଟିମ୍

କନକ ବ୍ୟୁରୋ : ବାତ୍ୟା ୟାସ ପରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଛି । କେନ୍ଦ୍ରାପଡ଼ା ଆଳି ଅଂଚଳରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ଗଛ କଟା ଯାଉଛି । ଗଛ ଭାଙ୍ଗି ପଡ଼ିବା ଦ୍ୱାରା ସମ୍ପୃକ୍ତ ଅଂଚଳରେ ଯାତାୟତ ବ୍ୟବସ୍ଥା ଠପ ହୋଇପଡ଼ିଥିଲା । ଅଗ୍ନିଶମ ବାହିନୀ ପହଂଚି…