Daily Archives

May 26, 2021

ବାତ୍ୟା ୟାସ୍ ପ୍ରଭାବରେ ବିଭିନ୍ନ ଗାଁ ଜଳମଗ୍ନ : ଭୋଗରାଇରେ ଗାଁ-ସହର ସବୁ ଏକାକାର; ରାସ୍ତା ଉପରେ ବି ଭାଙ୍ଗୁଛି ଲହଡ଼ି

କନକ ବ୍ୟୁରୋ : ବାତ୍ୟା ଯୋଗୁଁ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଅନେକ ଅଂଚଳ ଜଳବନ୍ଦୀ ହୋଇ ରହିଛି । ଯଦିଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ସେମାନଙ୍କ ଘରଦ୍ୱାର ପାଣି ଘେରରେ ରହିଛି । ଆଉ ଏ ହେଉଛି ବାଲେଶ୍ୱର…

ବାତ୍ୟା ୟାସ’ର ପ୍ରଭାବରେ ନୀଳଗିରିରେ ହୋଇଛି ଅଧିକ କ୍ଷତି : ସେପଟେ ମୟୂରଭଂଜରେ ବର୍ଷା ଜାରି; ଶିମିଳିପାଳରେ…

କନକ ବ୍ୟୁରୋ : ବାତ୍ୟା ୟାସ୍ ବାଲେଶ୍ୱର ବାହାନଗା ଓ ରେମୁଣା ଅଂଚଳରେ ସ୍ଥଳଭାଗ ଛୁଇଁ ସାରିଛି । ଏହା ଏବେ ନୀଳଗିରି ଦେଇ ମୟୂରଭଂଜ ଜିଲ୍ଲା ଯାଉଛି । ବାରିପଦା ଦେଇ ଝାଡଖଣ୍ଡ ଯିବା ଆକଳନ କରାଯାଇଛି । ଏହାର ପ୍ରଭାବରେ ନୀଳଗିରିରେ ପ୍ରବଳ ବର୍ଷା ହୋଇଛି । ତେବେ ବାତ୍ୟା ପ୍ରଭାବରେ ନିଳଗିରିରେ…

ବାତ୍ୟା ‘ୟାସ୍’ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା : ୨ ଜଣଙ୍କ ମୃତ୍ୟୁ ସୂଚନା ମିଳିଥିବା କହିଲେ ସ୍ୱତନ୍ତ୍ର ରିଲିଫ୍…

କନକ ବ୍ୟୁରୋ : ବାତ୍ୟା ‘ୟାସ୍’ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ ଜଣଙ୍କ ମୃତ୍ୟୁ ସୂଚନା ମିଳିଥିବା କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ । ବାଲେଶ୍ୱରରେ ଜଣେ ଓ କେନ୍ଦୁଝରରେ ଜଣକର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲାରେ ଜଣେ ଯୁବକ ବାତ୍ୟା ଆଶ୍ରୟସ୍ଥଳୀରେ ଥିଲେ ।…

ପବନ କମିବା ପରେ ପାରାଦୀପରେ ଘରକୁ ଫେରିଛନ୍ତି ସ୍ଥାନାନ୍ତର ହୋଇଥିବା ଲୋକେ : କହିଲେ, ବିପଦ ଟଳି ଯାଇଥିବାରୁ ଆଶ୍ୱସ୍ତ ;…

କନକ ବ୍ୟୁରୋ : ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ପାରାଦୀପକୁ ଆଉ କୌଣସି ବିପଦ ନଥିବାରୁ ଲୋକେ ବାତ୍ୟା ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରୁଛନ୍ତି । ବଡ଼ କଥା ହେଉଛି ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ କଚ୍ଚା ଘରୁ ଲୋକଙ୍କୁ ଉଦ୍ଧାର କରି ପ୍ରଶାସନ ବିଭିନ୍ନ ଆଶ୍ରାୟ…

ବାତ୍ୟା ୟାସ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ : ଏସଆରସିଙ୍କ ସୂଚନା, ନୀଳଗିରି ଅତିକ୍ରମ କରିବା ପରେ ବର୍ଷା, ପବନ ଜାରି

କନକ ବ୍ୟୁରୋ : ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା କହିଛନ୍ତି, ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ୟାସ୍ । ଲ୍ୟାଣ୍ଡଫଲ ଶେଷ ହେବା ପରେ ଭଦ୍ରକ ବାଲେଶ୍ୱର ବାହାନଗା, ସଦର, ରେମୁଣାରେ ବର୍ଷା କମିଛି ।…

କମିଲା କିନ୍ତୁ କମ୍ପେଇଦେଲା : କିଛି ଏମିତି ଥିଲା ବାତ୍ୟା ୟାସର ପ୍ରକୋପ

କନକ ବ୍ୟୁରୋ : ଯେତିକି ଆକଳନ ଥିଲା ତାହାଠାରୁ କମ ହେଲା ସତ, କିନ୍ତୁ କମ୍ପେଇଦେଇଛି ଉପକୂଳର ୪ଟି ଜିଲ୍ଲା | ଲ୍ୟାଣ୍ଡଫଲ ସମୟରେ ବାତ୍ୟା ୟାସର ପବନ ବେଗ ୧୫୦ରୁ ୧୬୫ କିଲୋମିଟର ଆକଳନ କରାଯାଉଥିଲେ ବି ୧୩୦ରୁ ୧୫୦ କିଲୋମିଟର ମଧ୍ୟରେ ୟାସ ଆଜି ଲ୍ୟାଣ୍ଡଫଲ କରିଥିଲା।  ଆଜି ଦିନ ୧୦ଟା ୩୦ରୁ ୧୧ଟା…