Daily Archives

May 21, 2021

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ କ୍ଷେତ୍ର । କାଲି ସୁଧା ଲଘୁଚାପ ଓ ୨୪ରେ ନେବ ବାତ୍ୟାର ରୂପ ।

କନକ ବ୍ୟୁରୋ: ଉତର ଆଣ୍ଡମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଧିରେଧିରେ ବଳ ଗୋଟାଉଛି । ଇନସାଟ ୩-ଡି ସାଟେଲାଇଟ ଇନଫ୍ରାରେଡ୍ ଚିତ୍ରରୁ ଜଣାପଡୁଛି ବଙ୍ଗୋପସାଗର ଉପରେ ଏକାଠି ହେଉଛି ମେଘଖଣ୍ଡ । ଏହା ଲଘୁଚାପ ସୃଷ୍ଟିରେ ବିଶେଷ ସହାୟକ ହେବ ।…

କୋଟିଆରେ ଆନ୍ଧ୍ର କରିଥିବା ନର୍ବାଚନ ରଦ୍ଦ । ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଧ୍ର…

କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା । ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଦ୍ର ହାଇକୋର୍ଟ । ନିୟମ ଅନୁଯାୟୀ ନିର୍ବାଚନ କରାଯାଇ ନଥିବାରୁ ନିର୍ବାଚନ ରଦ୍ଦ କଲେ ହାଇକୋର୍ଟ । ନିର୍ବାଚନ ପାଇଁ ନିୟମ ଉଲ୍ଲଘଂନ ଆଣିଥିଲେ ଟିଡିପି ଓ ବିଜେପି…

ଛଅ’ ନମ୍ବର ହସ୍ପିଟାଲରେ ଛଟପଟ ହେଉଥିଲା ବଣିଛୁଆ । ପକ୍ଷୀର ଅବୁଝା ଭାଷା ବୁଝି ଟାଇଁ ଟାଇଁ ଖରାରେ ପାଣି ପିଆଇ ଜୀବନ…

କନକ ବ୍ୟୁରୋ: ଧନ ତୁ କୁଆଡେ ଗଲୁରେ... କେଉଁଠି ଅଛୁ, କୁଆଡେ ଯାଇଛୁ... ତତେ ଖୋଜି ଖୋଜି ମୋ ଜୀବନ ବାହାରି ଗଲାଣି, ମୋ ନିଶ୍ୱାସ ଅଟକି ଗଲାଣି... ଫେରିଆରେ ଧନ ଫେରିଆ... ହେ ଭଗବାନ ! ମୋ ଛୁଆକୁ ରକ୍ଷା କର... ତାକୁ ଫେରାଇ ଆଣ... ମୁଣ୍ଡ ଉପରେ ଧୁ ଧୁ ଖରା, ମନ ଭିତରେ ଛୁଆ ପାଇଁ ଆଶଙ୍କା,…

୧୨୦ ବର୍ଷରେ ଟିକା ନେଇ ସାରା ଗାଁକୁ ଦେଲେ ପ୍ରେରଣା । ସେନା ବି କଲା ସମ୍ମାନୀତ

କନକ ବ୍ୟୁରୋ : ବିଶେଷଜ୍ଞଙ୍କ ମତରେ କରୋନା ବିରୋଧି ଲଢେଇରେ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଟିକାଳ ନେବାକୁ ହେବ । ହେଲେ ଅନେକ କାରଣ ଦର୍ଶାଇ ଅନେକ ଲୋକ ଟିକା ନେବାକୁ ରାଜି ହେଉନଥିବା ବେଳେ ଜଣେ ୧୨୦ ବର୍ଷିୟା ବୃଦ୍ଧା ଟିକା ନେଇ ସାରା ଗାଁ କୁ ପ୍ରେରଣା ଦେଇଛନ୍ତି । ସୂଚନା ମୁତାବକ…

ଭବାନୀପୁରରୁ ବିଧାନସଭା ନିର୍ବାଚନ ଲଢିବେ ମମତା ବାନାର୍ଜୀ ! ବିଧାୟକ ଶୋଭନ ଦେବ ଦେଲେ ଇସ୍ତଫା ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ବିଧାୟକ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ବିଧାୟକ ଭାବେ…

ଆମେରିକାରେ ଚୀନ୍ ସିରିଞ୍ଜକୁ ନା । ଟିକାକରଣ ପ୍ରକ୍ରିୟାରେ ବ୍ୟବହାର ହେବନି ଚୀନର ସିରିଞ୍ଜ, କାରଣ ଜାଣିଲେ ଆଶ୍ଚର୍ଯ୍ୟ…

କନକ ବ୍ୟୁରୋ : ପୂରା ବିଶ୍ୱ ଏବେ କରୋନା ମହାମାରୀ ସହ ଯୁଦ୍ଧ ଲଢୁଛି । କରୋନାକୁ ମାତ ଦେବା ପାଇଁ ଅନେକ ଦେଶରେ ଟିକାକରଣକୁ ମଧ୍ୟ ଜୋରଦାର କରିଦିଆଯାଇଛି । ଆମେରିକା ମଧ୍ୟ ଏଥିରୁ ବାଦ ପଡିନି । କରୋନା ମୁକାବିଲା ପାଇଁ ଆମେଜିକାରେ ଟିକାକରଣ ବେସ୍ ଜୋରସୋରରେ ଚାଲିଛି । ଆଉ ଏହାରି ମଧ୍ୟରେ…