Daily Archives

May 21, 2021

କେନ୍ଦ୍ର ସରକାରଙ୍କୁ ୯୯.୧୨୨ କୋଟି ଟଙ୍କାର ସହାୟତା ଦେବ ରିଜର୍ଭ ବ୍ୟାଙ୍କ୍ । ରିଜର୍ଭବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ…

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୯୯.୧୨୨ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି । ଏନେଇ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ବୈଠକ ପରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସହାୟତା ରାଶି ୨୦୨୦ ଜୁଲାଇ ମାସରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୋଲି କୁହାଯାଇଛି…

ଏସଆରସି କହିଲେ ୨୬ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା :…

କନକ ବ୍ୟୁରୋ : ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ୨୬ ତାରିଖରେ ବାତ୍ୟା ଉତ୍ତର ଉପକୂଳ ଓଡିଶାରୁ ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବାଂଲାଦେଶ ମଧ୍ୟରେ କୌଣସି ଏକ ସ୍ଥାନରେ ସ୍ଥଳଭାଗକୁ ଛୁଇଁପାରେ । ଏହାକୁ ଆଖିରେ ରଖି ସମସ୍ତ ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଜିଲ୍ଲାପାଳମାନେ…

କରୋନା ସଂକଟ ସମୟରେ କିନ୍ନର ମାନଙ୍କ ପାଇଁ ଖୁସି ଖବର । ସରକାର ଯୋଗାଇ ଦେବେ ସହାୟତା । ଜାଣନ୍ତୁ କ’ଣ ରହିଛି ନିୟମ

କନକ ବ୍ୟୁରୋ : କରୋନା କାଳରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରୋଜଗାର ଥିବା ଲୋକଙ୍କର ରୋଜଗାର ନାହିଁ ବା କମିଛି ଅନ୍ୟପଟେ ଦେଶରେ ରହୁଥିବା କିନ୍ନର ମାନଙ୍କ ଦୈନିକ ଖାଦ୍ୟ ସଂଗ୍ରହରେ ବି ସମସ୍ୟା ଦେଖା ଦେଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର କିନ୍ନର…

କରୋନା ଚିହ୍ନୁନିି ସମ୍ପର୍କ : ପୁଅ ଆକ୍ରାନ୍ତ ହେବା ପରେ ଛାଡ଼ି ଚାଲିଗଲେ ପରିବାର

କନକ ବ୍ୟୁରୋ : ମହାମାରୀ ଚିହ୍ନୁନି ସମ୍ପର୍କ । ହଜିଯାଉଛି ମାନବିକତା । ରୋଗୀକୁ ପାଖରୁ ମୁହଁ ଫେରେଇ ନେଉଛନ୍ତି ସମ୍ପର୍କୀୟ । ଶେଷରେ ପରିବାର ଲୋଙ୍କ ପାଖରେ ନଦେଖି ଦୁଃଖରେ ଆଖି ବୁଜୁଛନ୍ତି ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ । ଖଇରା ବ୍ଲକ…

ବଙ୍ଗୋପସାଗରରେ ଆସୁଛି ବାତ୍ୟା ‘ୟସ’ : ପାରାଦୀପ ସମୁଦ୍ରରେ ମତ୍ସଜୀବୀଙ୍କୁ ସର୍ତକ କଲା କୋଷ୍ଟଗାର୍ଡ

କନକ ବ୍ୟୁରୋ : ଆସୁଛି ବାତ୍ୟା ‘ୟସ’ । ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ୨୬ ତାରିଖରେ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି…

ବାରମ୍ବାର ଚଢ଼ାଉ ପରେ ବି ମାନୁ ନାହାନ୍ତି ଅମାନିଆ : ପୁଣି ହିଂଜିଳିକାଟୁରେ ହଜାରେ ଜଣଙ୍କ ପାଇଁ ଚାଲିଥିଲା ବାହାଘର ଭୋଜି

କନକ ବ୍ୟୁରୋ : ବଢ଼ୁଛି ସଂକ୍ରମଣ । ହେଲେ କଟକଣା ମାନୁନାହାନ୍ତି ଲୋକେ । ସରକାରଙ୍କ ନିୟମକୁ ବେଖାତିର କରି ଗାଁରେ ହେଉଛି ବାହାଘର ଭୋଜିର ଆୟୋଜନ । ପୂର୍ବରୁ ୫୦ଜଣଙ୍କ ସରକାର ବିବାହ ପାଇଁ ଅନୁମତି ଦେଇଥିବା ବେଳେ ଏବେ ୨୫ଜଣ ଉପସ୍ଥିତ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଅମାନିଆ…