Daily Archives

May 16, 2021

କରୋନା କାଳରେ ଅଭାବନୀୟ ଘଟଣା । ଗଙ୍ଗାରେ ଭାସୁଛି କୁଢ଼ କୁଢ଼ ଶବ । ଉତ୍ତର ପ୍ରଦେଶ ପ୍ରୟାଗରାଜ ସଂଗମ ଅଂଚଳରୁ ଆସିଲା…

କନକ ବ୍ୟୁରୋ: ଦେଶରେ ଗତ ତିନି ଦିନ ହେବ ତଳକୁ ଖସୁଛି କରୋନା ଗ୍ରାଫ୍ । ଏପରି ଭଲ ଖବର ଭିତରେ ବର୍ତମାନ ଦୈନିକ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ବର୍ତମାନ ଗଙ୍ଗାନଦୀ କୂଳରେ କୁଢ କୁଢ ଶବ ଭାସୁଥିବା ଚିତ୍ର ଆସୁଛି ସାମ୍ନାକୁ । ଉତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।…

ଗାଁ ଆଡକୁ ମୁହାଁଉଛି କରୋନା ଭୂତାଣୁ । ଗ୍ରାମାଂଚଳ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର 

କନକ ବ୍ୟୁରୋ: ବିଦେଶରୁ ଦେଶ ଓ ମହାନଗରରୁ ସହର ଦେଇ ଏବେ ଗାଁରେ ମାଡ଼ି ଚାଲିଛି ମହାମାରୀ । ଦେଶର କିଛି ସ୍ଥାନରେ ସ୍ଥିତି ଏମିତି ହେଲାଣୀ ଯେ, ସହର ତୁଳାନରେ ଗାଁର ସଂକ୍ରମଣ ହାର ଅଧିକ ରହିଛି । ଆଉ ଏଭଳି ସ୍ଥିତିରେ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ…

ଗାଁ ଗଣ୍ଡାରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ନିୟମଗିରିରେ ପଶିଲା କରୋନା, ୨ ଦିନରେ ୧୯ ପଜିଟିଭ୍ । ବଣ୍ଡାଘାଟିରେ ୧୨…

କନକ ବ୍ୟୁରୋ: ଆଦିବାସୀ ଇଲାକାରେ କରୋନା ପଶିଲେ ପରିସ୍ଥିତି ଉକ୍ରଟ ହେବା ଆଶଙ୍କା କରାଯାଉଥିଲା, ଏହି ଆଶଙ୍କା ଏବେ ସତରେ ପରିଣତ ହେବାରେ ଲାଗିଛି । ନିୟମଗିରି ଓ ବଣ୍ଡା ଘାଟିରେ କରୋନା ଚିହ୍ନଟ ହେବା ପରେ ମହାମାରୀର ବିକଳ ଚିତ୍ର ସାମନାକୁ ଆସିଛି । ନିୟମଗିରିରେ ଦୁଇ ଦିନରେ ୧୯ ଜଣ ପଜିଟିଭ୍…

ଅତି ଭିଷଣ ସାମୁଦ୍ରିକ ଝଡର ରୂପ ନେଲା ତାଉ-ତେ । କେରଳ, ଗୋଆ ଓ କର୍ଣ୍ଣାଟକରେ ବାତ୍ୟାର ତାଣ୍ଡବ ।

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌଟେ ଧୀରେ ଧୀରେ ଗୁଜରାଟ ଆଡକୁ ମାଡି ଆସୁଛି । ଆସନ୍ତା ମଙ୍ଗଳବାର ଏହା ଗୁଜରାଟରେ ସ୍ଥଳଭାଗକୁ ସ୍ପର୍ଶ କରିବ । ସଂଭାବ୍ୟ ସ୍ଥିତିକୁ ନଜରରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୬ ରାଜ୍ୟ ସହିତ ଆଲୋଚନା କରିଛନ୍ତି ।…

କରୋନା ବିରୋଧରେ ପ୍ରଭାବ ହରାଉଛି ଗୋଟିଏ ପରେ ଗୋଟିଏ ଔଷଧ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ପରେ କରୋନା…

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବର୍ତମାନ ଯାଏଁ ବହୁଳ ଭାବରେ ବ୍ୟବହାର ହେଉଥିବା ‘ଆଇଭରମ୍ୟାକଟିନ୍’ ଏବଂ ‘ପ୍ଲାଜାମା ଥେରାପି’ ସେଭଳି ଫଳପ୍ରଦ ହେଉନାହିଁ, ଯେଉଁଭଳି ଆଶା ନେଇ ଏହାର ବିନିଯୋଗ କୋଭିଡ-୧୯ ଚିକିତ୍ସା ପାଇଁ ହେଉଥିଲା । ତାମିଲନାଡୁ ସରକାର ‘ଆଇଭରମ୍ୟାକଟିନ୍’…

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା । ସମ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥ

କନକ ବ୍ୟୁରୋ: ହାରିବ କରୋନା, ଜିତିବ ମଣିଷ। ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ । ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ…