Daily Archives

May 15, 2021

କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ୧୨ରୁ ୧୮ ସପ୍ତାହ ବଢାଇ ଦେଲା ଭାରତ । ହେଲେ ୮ ସପ୍ତାହକୁ ଅବଧି…

କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ନେଇ ଭାରତ ଓ ବ୍ରିଟେନ ମଧ୍ୟରେ ଦେଖା ଦେଇଛି ପାତରଅନ୍ତର । ଭାରତ କୋଭିସିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ୧୨ରୁ ୧୮ ସପ୍ତାହ ବଢାଇ ଦେଇଛି । ସେପଟେ ଇଂଲଣ୍ଡ କିନ୍ତୁ ଭାକସିନର ଦ୍ୱିତୀୟ ଡୋଜ୍ ଟିକାର ଅବଧିକୁ କମାଇ ଦେଇଛି । ଭାରତରେ…

ଦେଶରେ ଟିକାକରଣକୁ ପୁରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ, ଆଉ ୭ ମାସରେ ସମସ୍ତଙ୍କୁ…

କନକ ବ୍ୟୁରୋ : ଦେଶରେ ଟିକାକରଣକୁ ପୂରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ । ଆଉ ୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ । ଏପରି ସମୟରେ ତଥ୍ୟ କହୁଛି ଦୈନିକ ୭୩ ଲକ୍ଷ ଡୋଜ୍ ଦିଆଗଲେ ପୂରଣ ହୋଇପାରିବ ଟାର୍ଗେଟ୍ । ଦେଶରେ ଟିକାଅଭାବ ଭିତରେ ଏହା କେତେଦୂର…

ଅନାବଶ୍ୟକ ଭାବେ ଅକ୍ତିଆର ହେଉଛି କି ଆଇସିୟୁ ବେଡ୍ ? ଭିଆଇପିଙ୍କ ଉପରେ ସରକାରଙ୍କ ନଜର । ଗଠନ ହେଲା ସ୍ୱତନ୍ତ୍ର କମିଟି,…

କନକ ବ୍ୟୁରୋ: ଯେତେବେଳେ ସାରା ରାଜ୍ୟରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢିଚାଲିଛି, ଆଉ ହସ୍ପିଟାଲରେ ଆଇସିୟୁ ବେଡ୍ ପାଇଁ ଅନେକ କସରତ କରିବାକୁ ପଡୁଛି, ଠିକ ସେତିକି ବେଳେ ରାଜ୍ୟ ସରକାର ଦୁଇଟି ବଡ ପଦକ୍ଷେପ ନେଇଛନ୍ତି । ଚାରୋଟି ବିଶେଷଜ୍ଞ ଟିମ୍ ହସ୍ପିଟାଲର ଆଇସିୟୁ ଗୁଡିକୁ ବୁଲି ଅନୁଧ୍ୟାନ…

ବଢୁଥିବା ବ୍ଲାକ୍ ଫଙ୍ଗସ ରୋଗୀଙ୍କୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମସ ମୁଖ୍ୟ । କହିଲେ ଷ୍ଟେରଏଡର ଅପବ୍ୟବହାର କାରଣରୁ…

କନକ ବ୍ୟୁରୋ : କରୋନା ସଂକ୍ରମଣ ବେଳେ ଏବେ ବ୍ଲାକ ଫଙ୍ଗସ ଦେଶର ଚିନ୍ତା ବଢାଇଛି । ବଢୁଥିବା ବ୍ଲାକ ଫଙ୍ଗସ ରୋଗୀଙ୍କୁ ନେଇ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଷ୍ଟେରଏଡର ଅପବ୍ୟବହାର କାରଣରୁ ବ୍ଲାକ ଫଙ୍ଗସ ସଂକ୍ରମଣ ବଢୁଥିବା କହିଛନ୍ତି ଦିଲ୍ଲୀ ଏମ୍ସ…

କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ମୁକାବିଲା ପାଇଁ ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକଙ୍କୁ ନେଇ…

କନକ ବ୍ୟୁରୋ: କରୋନାର ତୃତୀୟ ଲହର ଆଗରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ମୁକାବିଲା ପାଇଁ ଏବେ ଠାରୁ ରାଜ୍ୟ ତିଆରି କରିଛନ୍ତି ମାଷ୍ଟର ପ୍ଲାନ । ତୃତୀୟ ଲହରକୁ ମୁକାବିଲା ପାଇଁ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ କରିଛନ୍ତି ସରକାର । ଦେଶର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ଏହି କମିଟିରେ ରହି…

କୃଷକ ଆନ୍ଦୋଳନକୁ ପୁରିବାକୁ ଯାଉଛି ୬ ମାସ । ମେ ୨୬ ତାରିଖରେ ସାରା ଦେଶରେ କଳାଦିବସ ପାଳନ କରିବାକୁ କୃଷକ ନେତାଙ୍କ…

କୃଷି କାନୁନ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କୃଷକମାନେ ଏବେ ବି ପଛକୁ ହଟିବାକୁ ନାରାଜ । କରୋନା ମହାମାରୀ ସମୟରେ ବି ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଏହାରି ମଧ୍ୟରେ କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରି ନାହିଁ ।…