Daily Archives

May 14, 2021

ଚାଷୀଙ୍କ ଖାତାକୁ ଗଲା କାଳିଆ କିସ୍ତି ଟଙ୍କା, ୯୨୦ କୋଟି ଟଙ୍କା ପଠାଇଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଚାଷୀଙ୍କ ଖାତାକୁ ଆସିଲା କାଳିଆ କିସ୍ତି । ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ମୋଟ ୯୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁ ପାଇଁ ଏହି ଟଙ୍କା ପଠାଯାଇଥିବା…

ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବାତ୍ୟା ତଉକତେ । କେରଳ ଠାରୁ ଗୁଜୁରାଟ ଯାଏଁ ପ୍ରବଳ ବର୍ଷିବ । 

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଏକ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହା ଆସନ୍ତାକାଲି ଅର୍ଥାତ୍ ମେ ୧୫ ତାରିଖରେ ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି । ଆଇଏମଡି ବୁଲେଟିନରେ…

ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସିଖବର । ରିଚାର୍ଜ କରିନଥିଲେ ବି ମାସକୁ ୩୦୦ ମିନିଟ୍ ପର୍ଯ୍ୟନ୍ତ ମାଗଣାରେ…

କନକ ବ୍ୟୁରୋ : ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । କରୋନା କାଳରେ ମାସକୁ ୩୦୦ ମିନିଟ୍ ପର୍ଯ୍ୟନ୍ତ ମାଗଣା କଲ କରିବାର ସୁବିଧା ପାଇପାରିବେ ଜିଓଫୋନ୍ ୟୁଜର୍ସ । ବିନା ରିଚାର୍ଜରେ ଜିଓଫୋନ୍ ବ୍ୟବହାରକାରୀ ଦୈନିକ ୧୦ ମିନିଟ୍ ଲେଖାଏଁ ହିସାବରେ ମାସକୁ ମାଗଣା ୩୦୦ ମିନିଟ୍ ପର୍ଯ୍ୟନ୍ତ…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ବଜ୍ରପାତ ଆଶଙ୍କା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି,…

ସରିଲା ଅପେକ୍ଷା ! ପବଜିର ବିକଳ୍ପ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ପାଇଁ ଭାରତରେ ଆରମ୍ଭ ହେବ ପ୍ରି-ରେଜିଷ୍ଟ୍ରେସନ୍ ।

କନକ ବ୍ୟୁରୋ : ଭାରତରେ ପବଜି ବ୍ୟାନ୍ ହେବା ପରେ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆର ପ୍ରି-ରେଜିଷ୍ଟ୍ରେସନ ତାରିଖ ବାବଦରେ ଘୋଷଣା କରିଛି କମ୍ପାନୀ । ଏହା ସହ କ୍ରାଫଟନ୍ ପକ୍ଷରୁ ଏକ ଭିଡିଓ ପୋଷ୍ଟ କରାଯାଇଛି ।…

କଷ୍ଟ ଦେଉଛି ଅକ୍ସିଜେନ ଅଭାବ । ଗୋଆର ସବୁଠାରୁ ବଡ କୋଭିଡ ହସ୍ପିଟାଲରେ ୭୪ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦେଶରେ ଅକ୍ସିଜେନ ଅଭାବର ଆଉ ଏକ ଦୁଃଖଦ ଘଟଣା । ଗୋଆର ସବୁଠାରୁ ବଡ କୋଭିଡ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଛି । ଅମ୍ଳଜାନ ଅଭାବରୁ ‘ଗୋଆ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ରେ ୭୪ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଗତରାତି ୨ଟାରୁ ଆଜି…