କନକ ବ୍ୟୁରୋ: ଭୁବନେଶ୍ୱରରୁ ତଡ଼ିପାର ହେଲା ଅପରାଧୀ । ୧୮୦ ଦିନ ପାଇଁ ରସୁଲଗଡ଼ର କାହ୍ନୁଚରଣ ଚମ୍ପତିକୁ ରାଜଧାନୀରୁ ବିଦା କରିଛି କମିଶନରେଟ ପୁଲିସ । ଏକାଧିକ ଅପରାଧିକ ମାମଲାରେ ଜଡ଼ିତ କାହ୍ନୁଚରଣ ଚମ୍ପତି । ଏହି ତାଲିକାରେ ୨୫ରୁ ଅଧିକ ଅପରାଧୀ ଅଛନ୍ତି । ଏହି ଅପରାଧୀଙ୍କୁ ପୁଲିସ ଭୁବନେଶ୍ୱରରୁ ତଡ଼ିପାର କରିବାକୁ ଯୋଜନା କରିଛି ।
ଭୁବନେଶ୍ୱରରୁ ତଡ଼ିପାର ହେଲା ଅପରାଧୀ: ୧୮୦ ଦିନ ପାଇଁ କାହ୍ନୁଚରଣ ଚମ୍ପତିକୁ ରାଜଧାନୀରୁ ବିଦା କଲା କମିଶନରେଟ ପୁଲିସ
/kanak/media/post_attachments/wp-content/uploads/2024/05/7-10.jpg)