Daily Archives

May 11, 2021

‘ବ୍ଲାକ ଫଙ୍ଗସ୍’ ଲକ୍ଷଣ ଥିବା ଆଉ ଦୁଇ ଜଣ ରୋଗୀ ଓଡ଼ିଶାରୁ ଚିହ୍ନଟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି…

କନକ ବ୍ୟୁରୋ: ଗୋଟିଏ ପଟେ କୋଭିଡ ମୁଣ୍ଡବ୍ୟଥାର କାରଣ ପାଲଟି ଥିବା ବେଳେ ଏବେ ବ୍ଲାକ ଫଙ୍ଗସ ନୂଆ ଭୟ ସୃଷ୍ଟି କଲାଣି, ସୋମବାର ବ୍ଲାକ ଫଙ୍ଗସ ଥିବା ଜଣେ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଭୁବନେଶ୍ୱରର ଆଉ ଏକ ଘରୋଇ ହସ୍ପିଟାଲ ରେ ‘ବ୍ଲାକ ଫଙ୍ଗସ’ ଲକ୍ଷଣ ଥିବା ଦୁଇ ଜଣ ରୋଗୀ ଚିହ୍ନଟ…

ଆରବ ସାଗରରେ ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ‘ତଉକତେ’…

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟି ହେବାକୁ ଯ଼ାଉଛି ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା । ଆଗାମୀ କିଛି ଦିନ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯ଼ାଉଛି ଓ ଏହା ଆସନ୍ତା ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ…

ପପୁ ଯାଦବଙ୍କ ଗିରଫଦାରୀକୁ ନେଇ ବିହାର ଏନଡିଏ ମେଣ୍ଟରେ ଫାଟ । ଜୀତନରାମ ମାଂଝୀ ଓ ମୁକେଶ ମଲ୍ଲହାଙ୍କ ବିରୋଧ

କନକ ବ୍ୟୁରୋ : ବିହାରର ଲୋକପ୍ରିୟ ନେତା ପପୁ ଯାଦବଙ୍କ ଗିରଫଦାରୀକୁ ନେଇ ବିହାର ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ପପୁଙ୍କ ଗିରଫ୍ କୁ ନେଇ ନୀତିଶ ସରକାରର ଦୁଇ ସହଯୋଗୀ ଦଳ ନେତାଙ୍କର ଅଲଗା ଅଲଗା ରାୟ ଆସୁଛି । ନୀତିଶ ସରକାରରେ ସହଯୋଗୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝୀ…

୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ୨୪ ଘଂଟାରେ ୧୮ ଲକ୍ଷ ୫୦ ହଜାର ୧୧୦ ନମୁନା ପରୀକ୍ଷା । ୩ଲକ୍ଷ ୨୯ ହଜାର…

କନକ ବ୍ୟୁରୋ: ଦୁଇ ସପ୍ତାହ ପରେ ସାରାଦେଶରେ କମିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ଦେଶରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଡକଥା ହେଉଛି ଗୋଟିଏ ଦିନରେ ମୋଟ୍ ୧୮ଲକ୍ଷ ୫୦ହଜାର ୧୧୦ଟି ନମୂନା ପରୀକ୍ଷା ହୋଇଥିଲା । ଅର୍ଥାତ ଗତ ୨୪ ଘଂଟାରେ…

ତେଲେଙ୍ଗାନା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି । ଆସନ୍ତା କାଲି ଠାରୁ  ୧୦ ଦିନ ଯାଏଁ ରାଜ୍ୟରେ ଲକଡାଉନ୍ ଘୋଷଣା

କନକ ବ୍ୟୁରୋ :ତେଲେଙ୍ଗାନାରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟରେ ଆସନ୍ତା କାଲି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି । ମଙ୍ଗଳବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକ ପରେ ଏହା ଘୋଷଣା କରାଯାଇଛି । ଘୋଷଣା…

କୋଭିଡ କଟକଣାରେ ବିନା ଭକ୍ତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ଲାଗିବ ୧୪୪…

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ବିନା ଭକ୍ତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ସେହିପରି ଶ୍ରୀମନ୍ଦିରରେ ଅକ୍ଷୟାତୃତୀୟ ନୀତି ପାଳିତ ହେବ ନାହିଁ । ତେବେ ବଡ ଦେଉଳରେ ନୀତିକାନ୍ତି ପାଇଁ କେବଳ ୫୦ ପାଳିଆ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ସୂଚନା ମିଳିଛି । ଆଜି…