Daily Archives

May 10, 2021

ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ । ନଗଦ ୩୦ ହଜାର ଟଙ୍କା ସହ ୪ଟି ଟ୍ରାକ୍ଟର ଜବତ, ଜଣେ ଗିରଫ ।

କନକ ବ୍ୟୁରୋ : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମ ଠାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୁଲିସ ପ୍ରେମ ସାଗର ମେହେର ନାଁରେ ଜଣେ ବ୍ୟକ୍ତିକୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଏସ୍‌ଡିପିଓଙ୍କ ନେତୃତ୍ବରେ ଖଡ଼ିଆଳ ପୁଲିସ ଏକ ସ୍ଵତନ୍ତ୍ର…

ଆଇପିଏଲକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ଭାରତରେ ଖେଳାଯିବନି ବାକି ଆଇପିଏଲ୍ ମ୍ୟାଚ୍ ।

କନକ ବ୍ୟୁରୋ: ଆଇପିଏଲ୍ ଚଳିତ ସିଜିନର ବାକି ମ୍ୟାଚ୍ ଖେଳାଯିବ କି ଯିବନି ତାକୁ ନେଇ ସସପେନ୍ସ ଜାରି ରହିଛି । ଅଧା ରହିଥିବା ଟୁର୍ଣ୍ଣାମେଣ୍ଟ ପୁଣି ଆଗାମୀ ଦିନରେ ଭାରତରେ ହେବା ନେଇ ଆଲୋଚନା ପ୍ରକାଶ ପାଉଥିବାବେଳେ ବିସିସିଆଇ ଏହାକୁ ବିଦେଶରେ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା…

ଟିକାନଥିବାରୁ ଘରୋଇ ହସ୍ପିଟାଲରେ ଆରମ୍ଭ ହୋଇପାରୁନି ଟିକାକରଣ । ବିଏମସି କମିସନର କହିଲେ, ଟିକା ଆସିଲେ ହେବ ଟିକାକରଣ ।

କନକ ବ୍ୟୁରୋ: କରୋନା ଟିକା ଆସିଲେ ରାଜଧାନୀର ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ । ପୂର୍ବରୁ ୩୧ଟି ଘରୋଇ ଡାକ୍ତରଖାନାରେ ଟିକାକରଣ କରାଯିବା ପାଇଁ ପ୍ରଥମ ଫେଜରେ ମନୋନୀତ କରାଯାଇଥିଲା । ହେଲେ ବର୍ତମାନ ସୁଦ୍ଧା କୌଣସି ପ୍ରାଇଭେଟ ହସ୍ପିଟାଲକୁ ଟିକା ଦିଆଯାଇ ନାହିଁ । ୧୮ରୁ ୪୪ ବର୍ଷ ବର୍ଗର…

ମହାମାରୀ ବେଳେ ହରିଆଣା ସରକାରଙ୍କ ବଡ ନିଷ୍ପତ୍ତି ।  ରାଜ୍ୟର ପ୍ରତି ବିପିଏଲ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା

କନକ ବ୍ୟୁରୋ : ମହାମାରୀ ବେଳେ ହରିଆଣା ସରକାର ରାଜ୍ୟବାସୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କରୋନା କାଳରେ ରାଜ୍ୟର ଗରୀବ ସୀମାରେଖା ତଳେ ଥିବା ସମସ୍ତ ପରିବାରକୁ ୫ ହଜାର ଟଙ୍କାର ସହାୟତା ଦିଆଯିବ ବୋଲି କହିଛନ୍ତି ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜ୍ । କରୋନା ମହାମାରୀ ବେଳେ…

ସାପ କାମୁଡାରେ ଆଖି ବୁଜିଲେ ପୁଅଝିଅ । ଗୋଟିଏ ଶେଯରେ ଶେଷ ନିଦ୍ରାରେ ଶୋଇଗଲେ ଭାଇଭଉଣୀ । ମାତୃ ଦିବସର ଦିନକ ପୂର୍ବରୁ…

କନକ ବ୍ୟୁରୋ: ମଦର୍ସ ଡେ’ରେ କାନ୍ଦୁଛି ମାଆ...ଧନରେ ଆଉ କାହାଠୁ ଶୁଣିବି ମାଆ... ମାଆ... ମଶାଣୀରେ ଛୁଆ, ଛାତି ପିଟି କାନ୍ଦୁଛି ମାଆ । ଜୁଇର ବିଛଣାରେ ତା ସୁନାଧନ ସବୁଦିନ ପାଇଁ ଶୋଇଯିବା ପରେ ନିଜକୁ ସମ୍ଭାଳି ପାରୁନି ଜନ୍ମକଲା ମାଆ । ନିଶ୍ୱାସ ବିନା ସେ କେମିତି ବଞ୍ଚିବ, ଜିବନ ବିନା ସେ…

କରୋନା ପାଇଁ ସ୍ଥଗିତ ରହିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଜୁନ୍ ୨୩ରେ ନିର୍ବାଚନ ପ୍ରସ୍ତାବକୁ ବିରୋଧ କଲେ ଦଳର ସଦସ୍ୟ…

କନକ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା । ଯେଉଁଥିରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ମାନସମନ୍ଥନ ହେବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ହେଲେ କରୋନା ହେତୁ ଚଳିତ ବର୍ଷ କଂଗ୍ରେସର ଅଧ୍ୟକ୍ଷ…